କାଲି ସାଧାରଣ ବଜେଟ୍, ଆଜି ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ବଜେଟରେ ଅନେକ ଆଶା ରଖିଛନ୍ତି ମଧ୍ୟବିତ ।
କନକ ବ୍ୟୁରୋ : କାଲି ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ବଜେଟ୍ ଆଗତ କରିବେ । କରୋନା ସ୍ଥିତିରେ ଟିକେ ସୁଧାର ଆସୁଥିବାରୁ, ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରୁଥିବାରୁ ଏଥର ମଧ୍ୟବିତ ପରିବାରର ଲୋକ…