Monthly Archives

December 2021

ଓମିକ୍ରନ ପ୍ରଭାବ: ସ୍ଵିଗି ଓ ଜୋମାଟୋକୁ ପ୍ରତି ମିନିଟରେ ମିଳୁଛି ୬ ହଜାରରୁ ଅଧିକ ଅର୍ଡର

କନକ ବ୍ୟୁରୋ : ଓମିକ୍ରନ ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ କଟକଣା ଲଗାଇଛନ୍ତି । ଜିରୋ ନାଇଟ ସେଲିବ୍ରେସନ ସହ ଏକାଠି ସମବେତ ହୋଇ ପାର୍ଟି କରିବା ଉପରେ କଟକଣା ଥିବାରୁ ହୋଟେଲ, ବାର ସବୁ ଫାଙ୍କା ପଡିଛି । ସେହିପରି କିଛି ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବାରୁ ନବବର୍ଷ ସେଲିବ୍ରେସନ…

ଆମେରିକାରୁ ଇଣ୍ଡିଆ, ୨୧ ଫର୍ଦ୍ଦର ମୁଖ୍ୟ ଖବର

କନକ ବ୍ୟୁରୋ: ୨୦୨୧ରେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରସଙ୍ଗ ଚର୍ଚ୍ଚା ସାଉଁଟିଛି । ବାଦ ବିବାଦ ଭିତରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେଲେ ଜୋ ବାଇଡେନ୍ । ସେପଟେ ଆଫଗାନିସ୍ତାନ ଉପରେ ତାଲିବାନ ରାଜୁତିର ଦୟନୀୟ ଚିତ୍ର ଦେଖିଲା ବିଶ୍ୱ । ସେହିପରି ବର୍ଷ ଶେଷରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଖେଳିବେନି ରୋହିତ ଶର୍ମା । ରାହୁଲ ଅଧିନାୟକ, ବୁମରା ଉପ-ଅଧିନାୟକ । ୧୮ ଜଣିଆ ଦଳରେ…

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ଯେଉଁଥିରେ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକ ଭାର ମିଳିଛି କେ ଏଲ୍ ରାହୁଲଙ୍କୁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘୋଷଣା ହୋଇଥିବା ଦିନିକିଆ ସିରିଜରେ ବିଦାୟୀ କ୍ୟାପଟେନ୍ ବିରାଟ…

କୋଟିଆରେ ଆନ୍ଧ୍ରର ଆଉ ଏକ ଷଡ଼ଯନ୍ତ୍ର । କୋଟିଆରେ ଚେକପୋଷ୍ଟ ବସାଇଲା ପଡ଼ୋଶୀ ରାଜ୍ୟ

କନକ ବ୍ୟୁରୋ: କିଛି ଦିନ ତଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ କୋଟିଆ ପ୍ରସଙ୍ଗର ସମାଧାନ ବାହାରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସ୍ଥିତିକୁ ଅଧିକ ଗୋଳିଆ କରି ଫାଇଦା ନେବାକୁ ଗୋଟିଏ ପରେ ଗୋଟିଏ ଚେଷ୍ଟା ଚଳାଇଛି ଆନ୍ଧ୍ର । କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଦୋ-ମୁହାଁ ନୀତି…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ: ଘୋଷଣା ହେଲା ଭାରତୀୟ ଦଳ । ବାଦ ପଡିଲେ ରୋହିତ, ଅଧିନାୟକ ହେଲେ ରାହୁଲ 

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆହତ କାରଣରୁ ଏହି ଦିନିକିଆ ସିରିଜରୁ ବାଦ ପଡିଲେ ରୋହିତ ଶର୍ମା । ତେବେ ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ କେଏଲ ରାହୁଲ । ସେହିପରି ଉପ ଅଧିନାୟକ ଭାବେ ଯଶପ୍ରୀତ ବୁମରାହଙ୍କୁ ଦାୟିତ୍ୱ…

ନୂଆବର୍ଷରୁ ଆରମ୍ଭ ହେବ ଇଲେକ୍ଟୋରାଲ ବଣ୍ଡ ବିକ୍ରି: ରାଜନୈତିକ ଦଳ ପାଇବେ ମୋଟା ଅଙ୍କର ଚାନ୍ଦା

କନକ ବ୍ୟୁରୋ: ରାଜନୈତିକ ଦଳ ପାଇବେ ଚାନ୍ଦା । ଇଲେକ୍ଟୋରାଲ ବଣ୍ଡ ଜରିଆରେ ମିଳିବ ଚାନ୍ଦା । କେନ୍ଦ୍ର ସରକାର ଏଥିପାଇଁ ୧୯ତମ କିସ୍ତି ଜାରି କରିଛନ୍ତି । ନୂଆବର୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୧୦ ଯାଏ ଚାଲିବ । ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଏହି ସମୟରେ…