Daily Archives

January 3, 2022

ଦେବାଳିଆ ହେବାକୁ ବସିଲାଣି ପଞ୍ଜାବ, ଭାଙ୍ଗିଯାଇଛି ଲୋକଙ୍କ ବିଶ୍ବାସ: ନବଜୋତ ସିଂହ ସିଦ୍ଧୁ

କନକ ବ୍ୟୁରୋ: କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଲେ ତାଙ୍କ ପାର୍ଟି ପ୍ରତ୍ୟେକ ମହିଳାଙ୍କୁ ସବୁ ମାସରେ ୨ ହଜାର ଟଙ୍କା ଲେଖାଏଁ ଦେବ । ଏହାସହ ସେମାନଙ୍କୁ ବର୍ଷରେ ୮ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ ବୋଲି କହିଥିବା ନବଜୋତ ସିଂହ ସିଦ୍ଧୁ ଏକ ବିସ୍ଫୋରକ ବୟାନ ଦେଇଛନ୍ତି।…

ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଆସିଲା ଗୁରୁ-ଶିଷ୍ୟ ସମ୍ପର୍କର ଦୁର୍ଲଭ ଦୃଶ୍ୟ । ଗୁରୁଙ୍କ ପାଇଁ ୨୬ କିଲୋମିଟର ଗାଡି…

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ରାଜ ରାସ୍ତାରେ ଅଲେଖ ମହିମା ଧର୍ମାବଲାମ୍ବୀ ଭକ୍ତ ଓ ଗୁରୁଙ୍କ ମଧ୍ୟରେ ଥିବା ସମ୍ପର୍କ ବର୍ତ୍ତମାନ ର ସମାଜ ପାଇଁ ଏକ ଉଦାହରଣ ପାଲଟିଛି । ମହିମା ଧର୍ମଗୁରୁ ଅଲେଖ ବାବାଙ୍କୁ ଏକ ରିକ୍ସା ଭଳି ଟଣା ଗାଡିରେ ରାସ୍ତା ଉପରେ ଟାଣି ଟାଣି ନେଉଛନ୍ତି…

ଆଜିଠୁ ଆରମ୍ଭ ହେଲା କିଶୋରଙ୍କ ଟିକାଦାନ: ୧୫ରୁ ୧୮ ବର୍ଷର ପିଲାଙ୍କୁ ‘କୋଭାକ୍ସିନ’ ଟିକା ପ୍ରଦାନ

କନକ ବ୍ୟୁରୋ: ଆଜି ଠାରୁ ସାରାଦେଶରେ ଆରମ୍ଭ ହୋଇଛି କିଶୋରଙ୍କୁ ଟିକାଦାନ । ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଇଛି କରୋନା ଟିକା । ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ…

ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଘାରିଲା କରୋନା ଆତଙ୍କ: ଫିଲ୍ମ ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା 

କନକ ବ୍ୟୁରୋ: ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ଧିରେଧିରେ ଉପରମୁହାଁ ହେବାରେ ଲାଗିଛି । ଆଉ ଏହାର ସିଧା ପ୍ରଭାବ ପଡିଛି ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ । ଓମିକ୍ରନ୍ ପାଇଁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅନେକ ବଡ ବଜେଟ୍, ବିଗ୍ ବ୍ୟାନର ଫିଲ୍ମର ରିଲିଜ୍ ତାରିଖକୁ ଘୁଂଚାଯାଉଛି ।…

ନୂଆବର୍ଷରେ ମିଠା ଦେଇ ସମ୍ପର୍କ ମଧୁରତା କରିବାକୁ ଚାହୁଁଥିଲା ଭାରତ: ଗଲୱାନରେ ପତାକା ଉଡାଇ ବିଶ୍ୱାସରେ ବିଷ ଭଳି ଦେଲା…

କନକ ବ୍ୟୁରୋ: ବିଶ୍ୱରେ ଡବଲ ଗେମ୍ ଖେଳିବାକୁ ନେଇ ଚୀନର ରହିଛି ସବୁଠାରୁ ବଡ କୁଖ୍ୟାତ । ଚୀନ ଏକ ଏମିତି ଦେଶ , ଯାହା ଏହାର ପଡୋଶୀ ଦେଶଙ୍କ ସହିତ କୌଣସି ପ୍ରକାରେ ହରକତ କରିବାକୁ ପଛାଇ ନଥାଏ । ନୂଆବର୍ଷରେ ଚୀନ ପୁଣି ଆରମ୍ଭ କରିଦେଇଛି ନୂଆ ଚାଲ୍ । ଏବେ ଗଲୱାନ ଘାଟି ଅଂଚଳରେ ପୁଣି ଉଡିଲାଣି…