Daily Archives

January 31, 2022

ବକେୟା ଦରମା ପାଇଁ ଧାରଣାରେ ଚୁକ୍ତିଭିତ୍ତିକ କର୍ମଚାରୀ । କହିଲେ, ୪ ମାସର ଦରମା ଦେଉନି ଏକ ଘରୋଇ କମ୍ପାନୀ ।

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ସମନ୍ୱିତ ରୋଗ ନିରୂପଣ କେନ୍ଦ୍ର ଆଗରେ ଧାରଣା ଦେଇଛନ୍ତି ଚୁକ୍ତିଭିତିକ କର୍ମଚାରୀ । କ୍ୟାପିଟାଲ ହସ୍ପିଟାଲରେ ଘରୋଇ କମ୍ପାନୀ ଟେକମେଡ ହେଲଥ କେୟାରକୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା । ସେହି ଲ୍ୟାବରେ କାମ କରୁଥିବା…

ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ରାଜ୍ୟସରକାରଙ୍କ ଘୋଷଣା । ଛାଡ଼ ହେବ ପଞ୍ଜୀକରଣ ଫି’ ଓ ଟିକସ ।

କନକ ବ୍ୟୁରୋ : ଇ-ଭେଇକିଲକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବଡ ନିଷ୍ପତି ନେଇଛନ୍ତି । ବିଦ୍ୟୁତ ଚାଳିତ ଯାନ କିଣିଲେ ଗାଡି ପଞ୍ଜିକରଣ ଫି ଓ ମୋଟର ଭେଇକିଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଇ-ଭେଇକିଲକୁ ଲୋକପ୍ରିୟ କରିବା ପାଇଁ ଏଭଳି ନିଷ୍ପତି ନେଇଛି ରାଜ୍ୟ ବାଣିଜ୍ୟ ଓ ପରିବହନ…

ତୃତୀୟ ଲହରରେ ପ୍ରଥମ ଥର ପାଇଁ କମିଲା ସାପ୍ତାହିକ ସଂକ୍ରମଣ ହାର । ହେଲେ ମୃତ୍ୟୁ ହାର ୪୧ ପ୍ରତିଶତକୁ ବୃଦ୍ଧି ।

କନକ ବ୍ୟୁରୋ : ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ, ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ୯୫୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ଏହି ସଂଖ୍ୟା ଥିଲା ୮୯୩ । ତିନି ଦିନ ହେବ ଲଗାତର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ୨୪ ଘଣ୍ଟାରେ ୨ ଲକ୍ଷ ୯ ହଜାର ୯୧୮ ନୂଆ…

ପ୍ରେମିକାଙ୍କ ସହ ସାମ୍ନାକୁ ଆସିଲେ ଦୂତୀ ଚାନ୍ଦ । ପତ୍ରିକାର କଭର ପେଜ୍ ପାଇଁ ଏକାଠି ସୁଟିଂ କଲେ ଦୂତୀ-ମୋନାଲିସା ।

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମ କାହାଣୀ । ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ପାଇଁ ଫଟୋସୁଟ୍ ବେଳେ ତାଙ୍କ ଯୁବତୀ ବାନ୍ଧବୀଙ୍କ ସହ ସମ୍ପର୍କକୁ ନେଇ ଖୋଲାଖୋଲି ମତ ରଖିଛନ୍ତି ଦୂତୀ । ପତ୍ରିକାର ସମ୍ପାଦିକାଙ୍କ ଆଗରେ ବଖାଣିଲେ କେମିତି ହେଲା…

ନିଟ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗରିବ ଘର ଝିଅ: ଏମିତି କରିଥିଲେ ପରିଶ୍ରମ 

କନକ ବ୍ୟୁରୋ: କଥାରେ ଅଛି ଯଦି ଆପଣ କୌଣସି ଏକ କାମକୁ ସତ୍ୟ ଓ ନିଷ୍ଠାର ସହିତ କରନ୍ତି ତାହେଲେ ତାହା ନିଶ୍ଚୟ ସଫଳ ହୋଇଥାଏ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ତାମିଲନାଡୁର ଗରିବ ଘର ଝିଅ ଥଙ୍ଗପଚି । ଯିଏ ନିଟ୍ ପ୍ରବେଶିକା ପରିକ୍ଷାରେ ଉତିନ୍ନ ହୋଇ ନିଜ ଅଂଚଳ ପାଇଁ ଗୌରବ…