Monthly Archives

February 2022

ତଳକୁ ତଳକୁ ଖସୁଛି ଋଷୀୟ ମୁଦ୍ରା ରୁବେଲ: ଡଲାର ତୁଳନାରେ ୨୦ ପ୍ରତିଶତ ହ୍ରାସ ପାଇଲା ରୁବେଲ

କନକ ବ୍ୟୁରୋ: ଗୋଟିଏ ପଟେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ବଢି ଚାଲିଥିବା ବେଳେ ରୁଷିଆର ଅର୍ଥନୀତି ମଧ୍ୟ ଭାଙ୍ଗିବାରେ ଲାଗିଛି । ଆମେରିକା, ବ୍ରିଟନେ, ୟୁରୋପୀୟ ଦେଶ ସହ ଅନେକ ବଡ ବଡ ଦେଶ ରୁଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିବାରୁ ଏବେ ରୁଷିଆର ଅର୍ଥନୀତି ସଙ୍କଟରେ ।ରୁଷିଅ…

ଖାର୍କିଭରେ ଋଷ ସେନାର ନିର୍ଯାତନାର ଚିତ୍ର: ସୁପର ମାର୍କେଟରେ ପଶିଲେ ବନ୍ଧୁକ ମୁନରେ ଛଡାଇନେଲେ ଖାଦ୍ୟ ପଦାର୍ଥ

କନକ ବ୍ୟୁରୋ: କର୍ଫ୍ୟୁ କୋହଳ ହେଲା ପରେ ପରେ ୟୁକ୍ରେନର ଦ୍ୱିତୀୟ ବୃହତମ ସହର ଖାର୍କିଭରେ ଥିବା ସୁପର ମାର୍କେଟରେ ଦେଖିବାକୁ ମିଳିଥିଲା କିଛି ଏଭଳି ଚିତ୍ର ଯେଉଁଠି, ପାଣି ଓ ଶୁଖିଲା ଖାଦ୍ୟ କିଣିବା ପାଇଁ ଲାଗିଥିଲା ଲମ୍ବା ଧାଡି । କିନ୍ତୁ ହଠାତ ସୁପର ମାର୍କେଟରେ ପଶିଲେ ରୁଷ ସେନା । ଆଉ…

ଦୁଇ ବର୍ଷ ପରେ ସ୍କୁଲ ଆସିଲେ ଛୋଟ ପିଲା, ପାଠ ପଢାକୁ ନେଇ ପିଲା, ଅଭିଭାବକ ଉତ୍ସାହିତ ।

କନକ ବ୍ୟୁରୋ: ଦୁଇ ବର୍ଷ ପରେ ଖୋଲିଛି ପ୍ରାଥମିକ ବିଦ୍ୟାଳୟ । ବହି ବସ୍ତାନୀ ଧରି ସ୍କୁଲ ଯାଇଛନ୍ତି ଛୋଟ ପିଲା । ଦୀର୍ଘ ଦିନ ଧରି ଖାଁ ଖାଁ ପଡିଥିବା ସ୍କୁଲ ପରିସର ପିଲାଙ୍କ ହସଖୁସିରେ ମୁଖରିତ ହୋଇଛି । ସାରା ରାଜ୍ୟରେ ଦୁଇ ବର୍ଷ ପରେ ଖୋଲିଛି ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ ଦିନ ପରେ ବହି…

ଚମକାଇ ଦେଲା କୋରାପୁଟ ଓ ରାୟଗଡାର ଫଳାଫଳ । ବିଜେଡି ପାଇଁ କଂଗ୍ରେସ ଚ୍ୟାଲେଞ୍ଜ ଛିଡା କଲା, ୨୦୨୪ରେ କ୍ଷମତାକୁ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ଯେତିକି ଆଶ୍ଚଯ୍ୟଚକିତ କରିନି ତାହା ଠାରୁ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଛି କଂଗ୍ରେସର ପ୍ରଦର୍ଶନ । ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ୨୦୨୨ରେ ଦଳର ପ୍ରଦର୍ଶନ ପୁଣିଥରେ କଂଗ୍ରେସ…

ପଞ୍ଚାୟତ ଫଇସଲା: ବଦଳୁଛି ଟ୍ରେଣ୍ଡ୍… ରାତି ୯ଟା ସୁଦ୍ଧା ଟ୍ରେଣ୍ଡ୍ କହୁଛି, ‘ପଦ୍ମ’ର ଫ୍ଲପ୍ ଶୋ’, ଉଠୁନି…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ତୃତୀୟ ଦିନରେ ଚାଲିଛି ଭୋଟ୍ ଗଣତି । ରାତି ୯ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୬୩ଟି ଜୋନରେ ଆଗୁଆ ରହିଛି, ବିଜେପି ୪୪ ଏବଂ କଂଗ୍ରେସ ୩୭ ଜୋନରେ ଆଗୁଆ ରହିଛି । ସେହିପରି ୩ଟି ଜୋନରେ ସ୍ୱାଧିନ…

ସବୁଠି ବିରୋଧୀଙ୍କ ସାଂଘାତିକ ବିପର୍ଯ୍ୟୟ: ଏହି ସବୁ ଜିଲ୍ଲାରେ ଖାତା ଖୋଲିବାରେ ବିଫଳ ବିଜେପି, କଂଗ୍ରେସ 

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ଶାସକ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ବିରୋଧୀ ଦଳ ଏମିତି ନୈରାଶ୍ୟଜନକ ପ୍ରଦର୍ଶନ କରିବେ କେହି ଅନୁମାନ ବି କରିନଥିଲେ । ଆଉ ଭୋଟ ଗଣତି ପରେ ଯେଉଁ ଫଳଫଳ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ପଶ୍ଚିମ, ଉତରରରୁ…