Daily Archives

January 16, 2022

ରାଜଧାନୀରେ ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

କନକ ବ୍ୟୁରୋ : ରାଜଧାନୀରେ ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସହିଦ ନଗର ଥାନା ପୋଲିସ । ଉଭୟଙ୍କ ଘର ଭଦ୍ରକ ଅଂଚଳରେ । ଭୁବନେଶ୍ୱରର ଏକ ବାଇକ୍ ସୋରୁମ୍ରେ କାମ କରୁଥିଲେ । ଅଭିଯୁକ୍ତଙ୍କଠାରୁ ଛୁରୀ, ସ୍କୁଟି ଓ କାର ଜବତ କରାଯାଇଛି । ଗତକାଲି…

କାଲି ଓଡ଼ିଶା ପହଞ୍ଚିବ ଓମିସିୟୋର ଆରଟିପିସିଆର ଟେଷ୍ଟ କିଟ୍ । ବିନା ଜିନୋମ ସିକ୍ୱେନ୍ସିଂରେ ଜଣାପଡିବ ଓମିକ୍ରନ ପ୍ରଜାତି…

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ପହଞ୍ଚିବ ଓମିସିୟୋର କିଟ୍ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇପାରିବ । ରାଜ୍ୟରେ ଜିନୋମ ସିକ୍ୱେନ୍ସିଂ ଅଧିକ ସଂଖ୍ୟକ ହୋଇପାରୁନଥିବାରୁ ଓମିସିୟୋର କିଟ୍ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ଭାବରେ ସହାୟକ ହେବ । ଓମିସିୟୋର…

ପ୍ରଫେସର ଡାକ୍ତର ରଜତ କୁମାର ରାୟଙ୍କୁ ନୂଆ ଦାୟିତ୍ୱ । IMAର ନୂଆ ରାଜ୍ୟ ସଭାପତି ଭାବେ ହେଲେ ନିର୍ବାଚିତ ।

କନକ ବ୍ୟୁରୋ : ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏର ରାଜ୍ୟ ସଭାପତି ହୋଇଛନ୍ତି ପ୍ରଫେସର ଡାକ୍ତର ରଜତ କୁମାର ରାୟ । ସେ ଏବେ ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଅଛନ୍ତି । ଡାକ୍ତର ରଜତ ରାୟ, ୨୦୨୨-୨୩ ପାଇଁ ‘ଆଇଏମଏ’ ଓଡ଼ିଶା ଶାଖା ସଭାପତି ଭାବେ…

କରୋନା ମିଟର ଉପରମୁହାଁ…ଓଡ଼ିଶାରେ ମାଡି ଗଲାଣି ଓମିକ୍ରନ୍ ! ଡେଲଟାର ସ୍ଥାନ ନେଇଛି ନୂଆ ପ୍ରଜାତି !

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି । ଏହି ଦ୍ରୁତ ସଂକ୍ରମଣ ପଛରେ ଓମିକ୍ରନ ରହିଥିବା ନେଇ ସନ୍ଦେହ ବଢୁଛି । ଡେଲଟାର ସ୍ଥାନ ନୂଆ ପ୍ରଜାତି ନେଇଛି ବୋଲି ଆଶଙ୍କା କରାଯାଉଛି । ସେପଟେ ଦେଶରେ ମଧ୍ୟ ସଂକ୍ରମଣ ହାର ବଢୁଥିବା ବେଳେ…

ସତରେ ଅଛନ୍ତି କି ଭୂତ ? ମନ୍ତ୍ର ଜପି ଛଡ଼ାଇଥିଲେ ଭୂତ ! ଆଇଆଇଟି ପ୍ରଫେସରଙ୍କ ଦାବି ପରେ ବିବାଦ ।

କନକ ବ୍ୟୁରୋ : ବର୍ତମାନ ସମୟରେ ବିଜ୍ଞାନର ଅତ୍ୟାଧୁନିକ ଅଗ୍ରଗତି ପରେ ମଧ୍ୟ ଭୂତପ୍ରେତ ଭଳି ପ୍ରସଙ୍ଗକୁ ଅନେକ କ୍ଷେତ୍ରରେ ପ୍ରଶୟ ଦିଆଯାଉଛି । ଏହାକୁ ନେଇ ବହୁ ସମୟରେ ଅନେକ ମତ ମତାନ୍ତର ମଧ୍ୟ ଦେଖାଦେଉଛି । ତେବେ ଏହି ସବୁ ଭିତରେ ଆଇଆଇଟି ମାଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କର…