Daily Archives

January 11, 2022

୭୭ ବର୍ଷ ପରେ ଠିକଣା ସ୍ଥାନରେ ପହଞ୍ଚିଲା ଜଣେ ସୈନିକଙ୍କ ଚିଠି । ପଢନ୍ତୁ, ଚିଠିରେ ନିଜ ମା’ଙ୍କ ଉଦ୍ଦେଶ୍ୟରେ କଣ…

କନକ ବ୍ୟୁରୋ: ଆମେରିକାର ଜଣେ ସୈନିକ ମା’ଙ୍କ ନାମରେ ପଠାଇଥିବା ଚିଠି ୭୭ ବର୍ଷ ପରେ ଠିକଣାରେ ପହଞ୍ଚିଛି। କିନ୍ତୁ ଦୁଃଖର ବିଷୟ ଚିଠି ପହଞ୍ଚିଲା ବେଳକୁ ସୈନିକ ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଛି। ଏହି ଚିଠିକୁ ସୈନିକଙ୍କ ୯୦ବର୍ଷର ପତ୍ନୀଙ୍କୁୁ ମିଳିଛି । ‘ମୀରର ୟୁକେ’ ର ରିପୋର୍ଟ…

ବୁଧବାରଠାରୁ ଏମ୍ସ ଭୁବନେଶ୍ୱରରେ ଲାଗୁ ହେବ ନୂଆ ମାର୍ଗଦର୍ଶିକା । ଅନଲାଇନରେ ସ୍ବାସ୍ଥ୍ୟସେବା ନେବାକୁ ପରାମର୍ଶ ।

କନକ ବ୍ୟୁରୋ : କୋଭିଡ୍‌ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କିଛି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଏମ୍‌ସ ଭୁବନେଶ୍ୱରର ସମସ୍ତ ବିଭାଗଗୁଡ଼ିକୁ ସଂକ୍ରମଣକୁ ରକ୍ଷା କରିବା ପାଇଁ…

ଛାତ ଉପରେ ସୁଇମିଂପୁଲ ବନାଉଥିଲା କନେଷ୍ଟବଳ । ଭିଜିଲାନ୍ସ ରେଡ୍ ବେଳେ ମିଳିଲା ୧ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ।

କନକ ବ୍ୟୁରୋ: ଚାକିରି ପୁଲିସ କନେଷ୍ଟବଳ, ହେଲେ ବାବୁଙ୍କ ପାଖରେ ଅମାପ ସମ୍ପତ୍ତି । ଘର ଛାତ ଉପରେ ସୁଇମିଂ ପୁଲ ବନାଇଥିଲେ କରିତକର୍ମା କନେଷ୍ଟବଳ । ଆୟବହିର୍ଭୁକ୍ତ ସମ୍ପତ୍ତିି ଠାବ ପରେ ଭିଜିଲାନ୍ସ ଚଢ଼ାଉ କରିଛି । ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଞ୍ଜନ…

ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ୨୨୩ ରନରେ ଅଲଆଉଟ୍ । କୋହଲିଙ୍କ ଦମଦାର ୭୯ ରନ, ପୂଜାରା ମାରିଲେ ୪୩

କନକ ବ୍ୟୁରୋ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ୩ୟ ତଥା ଚୂଡ଼ାନ୍ତ ଟେଷ୍ଟମ୍ୟାଚରେ ଭାରତ ନୈରାଶ୍ୟଜନକ ଆରମ୍ଭ କରିଛି । ଦଳ ନିଜର ପ୍ରଥମ ଇନିଂସରେ ମାତ୍ର ୨୨୩ରନରେ ଅଲଆଉଟ୍ ହୋଇଯାଇଛି । ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ…

ସରକାରୀ ଚାକିରି ବୟସରେ କୋହଳ ପରେ ପ୍ରକାଶ ପାଇଲା ପ୍ରତିକ୍ରିୟା। ବିଶେଷଜ୍ଞ କହିଲେ, ନିର୍ବାଚନକୁ ଆଖି ଆଗରେ ରଖି…

କନକ ବ୍ୟୁରୋ: ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ବଢ଼ାଇଛନ୍ତି ରାଜ୍ୟ ସରକାର । ୨୦୨୧କୁ ମିଶାଇ ୩ ବର୍ଷ ପାଇଁ ଏହା କାର୍ଯ୍ୟକାରୀ ହେବ । ଅର୍ଥାତ୍ ଯେଉଁମାନେ ୨୦୨୧ରେ ଚାକିରି ପାଇଁ ଆବେଦନ କରିଥିଲେ ସେମାନେ ମଧ୍ୟ ଏହାର ଫାଇଦା ପାଇବେ । ତେବେ ପ୍ରଶ୍ନ ଉଠୁଛି, ପଞ୍ଚାୟତ ନିର୍ବାଚନ…

ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ଗାଇଡଲାଇନ: ଜାଣନ୍ତୁ ମାନିବାକୁ ପଡିବ କେଉଁ ସବୁ ନିୟମ?

କନକ ବ୍ୟୁରୋ: ଦେଶରେ କରୋନାର ନୂଆ ପ୍ରଜାତି ଓମିକ୍ରନ ନିଆଁ ବେଗରେ ବ୍ୟାପିବାରେ ଲାଗିଛି । କରୋନା ମୁକାବିଲା ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ମାରାଥନ ବୈଠକ ସହ ଗୋଟେ ପରେ ଗୋଟେ କଟକଣା ଲାଗୁ କରିଛନ୍ତି । ଏହା ଭିତରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ ରହିଛି କଡ଼ା ନଜର । ବିଦେଶରୁ…