Browsing Category

ଜୀବନଚର୍ଯ୍ୟା

ରୁଟି , ତରକାରୀ ଖାଇ ୧୯୪ କିଲୋ ଓଜନରୁ ୧୧୦ କିଲୋ କମାଇଲେ ଏହି ଡାକ୍ତର । ମାତ୍ର ୨ ବର୍ଷ ଭିତରେ ଫ୍ୟାଟରୁ ହେଲେ ଫିଟ୍

ବର୍ତ୍ତମାନର ଫାଷ୍ଟଫୁଡ଼୍ ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଯେମିତି ସ୍ୱପ୍ନ ହୋଇପଡ଼ିଛି ଏବଂ ସମୟ ଅଭାବ ହେଉ କି ଅଳସୁଆମି ଯୋଗ , ବ୍ୟାୟାମ କରିବାରେ କିଛି ଲୋକ ଆଗ୍ରହ ଦେଖାଉଥିବା ବେଳେ ଅନେକ ଲୋକ କଷ୍ଟ ଅନୁଭବ କରନ୍ତି । ଯାହା ଫଳରେ ଶରୀରରେ ଓଜନ ବଢିବା ସାମାନ୍ୟ କଥା ପାଲଟିଯାଏ । କିନ୍ତୁ ଆଜି…
Read More...

କେଶ ପାଇଁ ଉପକାରୀ ସୋରିଷ ତେଲ । ଏପରି କରନ୍ତୁ ବ୍ୟବହାର, ମିଳିବ ଅନେକ ଫାଇଦା

କନକ ବ୍ୟୁରୋ: ବର୍ତ୍ତମାନ ପରିବେଶ ଯେପରି ଚର୍ମ ଏବଂ କେଶ ସମସ୍ୟା ଲୋକଙ୍କୁ ଅଧିକ ହଇରାଣ କରୁଛି । କେଶ ଝଡିବା, ଶୁଷ୍କ ହୋଇଯିବା, ଚର୍ମ ଶୁଷ୍କ ହେବା ଏଭଳି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକେ  । ଏସବୁ ସମସ୍ୟାରୁ ଉପଶମ ପାଇବାକୁ ଗୋଟିଏ ପରେ ଗୋଟିଏ ଦାମୀ କସମେଟିକ୍ସ ବଜାରରେ ଉପଲବ୍ଧ…
Read More...

ଆଲୋକରେ ଶୋଇବା କ୍ଷତିକାରକ ! ଦେଖାଦେଇପାରେ ଏହି ସବୁ ସମସ୍ୟା

କନକ ବ୍ୟୁରୋ : ସମସ୍ତଙ୍କର ଶୋଇବା ଶୈଳି ଭିନ୍ନ ଭିନ୍ନ ଥାଏ । କେତେ ଜଣ ଅନ୍ଧାରରେ ତ ଆଉ କେତେ ଜଣ ଲାଇଟ୍ ଲଗାଇ ଶୋଇବାକୁ ପସନ୍ଦ କରନ୍ତି । ନିକଟରେ ‘ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟି ଫନବର୍ଗ ସ୍କୁଲ ଅଫ୍ ମେଡିସିନ’ ପକ୍ଷରୁ ହୋଇଥିବା ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ ଲାଇଟ୍ ଲଗାଇ ଶୋଇବା…
Read More...

ଖରାଦିନିଆ ମେକଅପ୍ । ଜାଣନ୍ତୁ ବ୍ୟୁଟିସିଆନଙ୍କ ଖାସ୍ ଟିପ୍ସ

କନକ ବ୍ୟୁରୋ: ଖରାଦିନେ ତୈଳଗ୍ରନ୍ଥି ସବୁ ଅଧିକ ସକ୍ରିୟ ହୋଇ ଖୋଲି ଯାଆନ୍ତି । ଫଳରେ ତ୍ୱଚା ଅଧିକ ତୈଳାକ୍ତ ହୋଇଯାଏ । ଅନ୍ୟପଟେ ଅଧିକ ଝାଳ ବାହାରିବା ଦ୍ୱାରା ମେକଅପ୍ ଖରାପ ହୋଇଥାଏ । ଏଣୁ ତ୍ୱଚା କିଭଳି ସ୍ୱଚ୍ଛ ରହିବ ତା’ ଉପରେ ଆମକୁ ଦୃଷ୍ଟି ଦେବା ଆବଶ୍ୟକ । ଯାହାଦ୍ୱାରା ତ୍ୱଚା ଅଧିକ…
Read More...

ଖରାଦିନ ପାଇଁ କାକୁଡି ଫେସପ୍ୟାକ୍ । ଚମକିବ ଚେହେରା

କନକ ବ୍ୟୁରୋ: କାକୁଡି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ । ତେଣୁ ଖରାଦିନେ ଏହାର ଫେସପ୍ୟାକ୍ ତିଆରି କରି ଲଗାନ୍ତୁ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଏହାର ଉପକାରୀତା । କାକଡିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରନ୍ତୁ । ଯଦି ଏଥିରେ…
Read More...

ଆମ୍ବ କୋଇଲି ଔଷଧୀୟ ଗୁଣରେ ଭରପୁର । ଏହାର ସେବନ ଅନେକ ରୋଗ ଠାରୁ ଦୂରେଇ ରଖେ ।

କନକ ବ୍ୟୁରୋ: ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆଉ  କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ ।ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମ୍ବ କୋଇଲି ଔଷଧୀୟ ଗୁଣରେ ଭରପୁର…
Read More...

କ୍ୟାନ୍ସରର କାରଣ ଏସବୁ ତେଲ । ସତର୍କ ରୁହନ୍ତୁ ଗ୍ରାହକ ।

କନକ ବ୍ୟୁରୋ: ଖାଦ୍ୟ ରନ୍ଧିବା ପାଇଁ ପ୍ରତି ଘରେ ବିଭିନ୍ନ ପ୍ରକାରର ତେଲ ବ୍ୟବହାର ହେଉଛି । କିନ୍ତୁ ଆଜି କାଲି ଲୋକେ ରାନ୍ଧିବା ପାଇଁ ପୁରା ଧଳା ତେଲକୁ ଦେଖି ବିଶୁଦ୍ଧ ମନେ କରି ବହୁଳ ବ୍ୟବହାର କରୁଛନ୍ତି । ଆଜିକାଲି ଫ୍ରାଇଡ୍, ଏବଂ ଡିପ୍ ଫ୍ରାଇଫୁଡର ଚାହିଦା ଦ୍ରୁତ ଗତିରେ ବଢୁଛି । ତେଲ…
Read More...

ଆଧୁନିକ ଯୁଗର ଏସବୁ ଅଭ୍ୟାସ ମଣିଷ ମସ୍ତିଷ୍କକୁ କରୁଛି ରୋଗଗ୍ରସ୍ତ । ଚେତାଇଲେ ବିଶେଷଜ୍ଞ 

କନକ ବ୍ୟୁରୋ: ଆମେ ନିଜ ଶରୀର ସହିତ ମଧ୍ୟ ମସ୍ତିଷ୍କର ଧ୍ୟାନ ରଖିବା ଆବଶ୍ୟକ  । କାରଣ ଆମ ମସ୍ତିଷ୍କ ଶରୀରର ସମସ୍ତ ଗତିବିଧି କୁ ନିୟନ୍ତ୍ରିତ କରିଥାଏ  । ଗବେଷକଙ୍କ ମତରେ ଆମର କିଛିଟା ଭୁଲ ଅଭ୍ୟାସ କାରଣରୁ ଆମର ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗିଥାଏ । ତେଣୁ ମସ୍ତିଷ୍କ ଓ ଶରୀର ଉଭୟର ଯତ୍ନ…
Read More...

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ କୋଲଡ୍ରିଙ୍କ୍ସ, ଜାଣନ୍ତୁ କେମିତି ପକାଇଥାଏ ଶରୀର ଉପରେ ପ୍ରଭାବ

କନକ ବ୍ୟୁରୋ : ଏବେ ଗ୍ରୀଷ୍ମଋତୁ ଆରମ୍ଭ ହୋଇସାରିଛି । ଗରମରୁ ମୁକ୍ତି ଓ ଶରୀରକୁ ଟିକେ ଥଣ୍ଡା ରଖିବାକୁ ଅଧିକାଂଶ ଲୋକେ ଏବେ କୋଲଡିଙ୍କସ ପିଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ସ୍ୱାଦ ଲାଗିବା ସହ କିଛି ସମୟ ପାଇଁ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ତେଣୁ ଲୋକମାନେ ଗୋଟିଏ…
Read More...

ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ, ନଚେତ ବଢିପାରେ ରକ୍ତ ସର୍କରା

କନକ ବ୍ୟୁରୋ : ବଦଳୁଥିବା ଜୀବନଶୈଳୀ, ବିଷାକ୍ତ ଖାଦ୍ୟ ପାଇଁ ଏବେ ଦେଶରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟ ପାନୀୟରେ ଅନେକ ପରିବର୍ତ୍ତନ ଆଣୁଥିଲେ ବି ସେମାନଙ୍କୁ ରକ୍ତ ସର୍କରାର ମାତ୍ରା କଣ୍ଟ୍ରୋଲ…
Read More...