Daily Archives

January 27, 2022

ଶବସତ୍କାର ନେଇ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଜିଲ୍ଲା ବାହାରର ଶବ ସଂସ୍କାର ପାଇଁ ମିଳିଲା ଅନୁମତି ।

କନକ ବ୍ୟୁରୋ: ଶବ ସତ୍କାର ନେଇ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଜିଲ୍ଲା ବାହାରର ଶବ ସଂସ୍କାର ପାଇଁ ମିଳିଲା ଅନୁମତି । ଏଣିକି ଅଣ କୋଭିଡ୍ ମୃତ ବ୍ୟକ୍ତିଙ୍କ ଶବସତ୍କାର ସ୍ୱର୍ଗଦ୍ୱାରରେ କରାଯାଇପାରିବ । ତେବେ କେବଳ ୧୦ ଜଣଙ୍କ ଉପସ୍ଥିତିରେ ଶବସକ୍ରାର ପାଇଁ ଅନୁମତି ପ୍ରଦାନ କରାଯାଇଛି ।…

୧୯୩୩ ମସିହା ଟାଟା ଏୟାରଲାଇନ୍ସର ପ୍ରଥମ ବ୍ୟବସାୟିକ ବର୍ଷ: ମାତ୍ର ୨ଟି ବିମାନରୁ ଆରମ୍ଭ ହୋଇଥିଲା ବିମାନ ଉଡାଣ ବ୍ୟବସାୟ

କନକ ବ୍ୟୁରୋ: ବର୍ତମାନ ସବୁଠି ଗୋଟିଏ ଚର୍ଚା । ଟାଟା ହାତକୁ ଗଲା ଏୟାରଇଣ୍ଡିଆ । ଆସନ୍ତୁ ଜାଣିବା ପ୍ରଥମେ କେମିତି ଜନ୍ମ ନେଇଥିଲା ଏହି ଏୟାରଲାଇନ୍ସ । ଆଉ ଟାଟା ଏୟାରଲାଇନ୍ସରୁ ଏୟାରଇଣ୍ଡିଆ ହେବାର କଣ ରହିଛି କାହାଣୀ । ଜଣେ ୧୫ ବର୍ଷୀୟ କିଶୋରଙ୍କ ବିମାନ ଉଡାଇବାର ସୌକ କେମିତି ଜନ୍ମ…

ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ । କିଡନୀ, ନିଜ ଝିଅଙ୍କୁ ବିକ୍ରି କରୁଛନ୍ତି ଲୋକ

କନକ ବ୍ୟୁରୋ: ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ । ସ୍ଥିତି ଏମିତି ହୋଇଛି ଯେ, ଅଧାରୁ ଅଧିକ ଜନସଂଖ୍ୟା ଏବେ ଭୋକରେ ଦିନ କାଟୁଛନ୍ତି । ଖାଲି ସେତିକି ନୁହେଁ, ଆହାର ଟିକେ ପାଇବାକୁ ଲୋକମାନେ ନିଜର କିଡନୀ ଓ ଛୁଆକୁ ବିକ୍ରି କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ…

ରାସ୍ତାରେ ଧାନ ରଖି ଜଗି ବସିଛନ୍ତି ଚାଷୀ: ଦାବି ପୂରଣ ନହେଲେ ଉଠିବେନି ବୋଲି ଦେଲେ ଚେତାବନୀ

କନକ ବ୍ୟୁରୋ: ରାସ୍ତାରେ ଧାନ ରଖି ଜଗି ବସିଛନ୍ତି ଚାଷୀ । ଦାବି ପୂରଣ ପାଇଁ ନାରା ଦେଉଛନ୍ତି । ଏ ଖବର ଆସିଛି ଗଂଜାମ ଜିଲ୍ଲା ପୋଲସରାରୁ । ମଣ୍ଡି ସମସ୍ୟାକୁ ନେଇ ଚାଷୀ ହନ୍ତସନ୍ତ ହେବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି । ଲକ୍ଷ୍ମଣପଲ୍ଲୀ ଠାରେ ଧାନବସ୍ତା ରଖି ପୋଲସରା-ବୁଗୁଡ଼ା ରାସ୍ତା…

ଘର ଛାଡ଼ି ଚାଲିଯାଇଛନ୍ତି କ୍ୟାନ୍ସର ପୀଡ଼ିତ । ଫେରିବା ବାଟକୁ ଚାହିଁ ରହିଛି ପରିବାର, ସହାୟତା ପାଇଁ ଅନୁରୋଧ କଲେ ଭଉଣୀ ।

କନକ ବ୍ୟୁରୋ : କ୍ୟାନସରରେ ପୀଡିତ ହେବା ପରେ ଘର ଛାଡି ଚାଲିଯାଇଛି ଏକ ମାତ୍ର ପୁଅ । ପରିବାର ନାଁରେ ଏକ ଚିଠି ଲେଖି ଘର ଛାଡିଦେବା ପରେ ସୋସିଆଲ ମିଡିଆରେ ଖୋଜୁଛି ପରିବାର । ବାଲେଶ୍ୱର ସରିସା ଗାଁର ଉତ୍ତମଙ୍କ ବାପା ରାଜକିଶୋର ନାମ୍ପୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ନିଖୋଜ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ୍ ସୁନ୍ଦରୀ ମୌନି ରୟ: ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କ ହାତ ଧରିଲେ ମୌନି

କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲ ବଲିଉଡର ଚୁଲବୁଲି ଅଭିନେତ୍ରୀ ମୌନୀ ରଏ । ବଲିଓଡର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କୁ ତାଙ୍କ ଜିବନ ସାଥୀ ମିଳିଯାଇଛି । ଯୁବ ଉଦ୍ୟେଗୀ ସୁରଜ ନାମ୍ବିଆରଙ୍କୁ ଜିବନ ସାଥି ରୁପରେ ବାଛିଛନ୍ତି ମୌନି । ସୁରଜ ଜଣେ ଦକ୍ଷିଣ ଭାରତୀୟ ହୋଇଥିବାରୁ ବିବାହଟି…