Monthly Archives

January 2024

ଆସନ୍ତାକାଲି ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ହୋଇପାରେ ବଡ ଘୋଷଣା । ଅର୍ଥମନ୍ତ୍ରୀଙ୍କ ଉପରେ ନଜର ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଗୁରୁବାର ଶେଷ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଅଧିବେସନ ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଅନ୍ତରୀଣ ବଜେଟରେ କୌଣସି ବଡ଼ ଘୋଷଣା ହେବନାହିଁ । ଏଥିସହ ସଂକେତ ଦେଇଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଲଗାତର…

ନୂଆ ଭାରତ, ଶ୍ରେଷ୍ଠ ଭାରତ: ବଜେଟ୍ ଅଧିବେଶନ ପୂର୍ବରୁ ମହାମହିମଙ୍କ ଅଭିଭାଷଣ ।

କନକ ବ୍ୟୁରୋ: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଓଡ଼ିଆ କବିତାର ଏହି ଗୋଟିଏ ପଦରେ ଭରି ରହିଛି ଦେଶ ପ୍ରେମ ଓ ଦେଶ ଭକ୍ତିର ଭାବନା । ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଯେତେବେଳେ ଅଭିଭାଷଣ ରଖୁଥିଲେ ମହାମହିମ ରାଷ୍ଟ୍ରପତି, ଉଭୟ ଗୃହର ମିଳିତ ସମ୍ବୋଧନର କେନ୍ଦ୍ରରେ ଥିଲା ନୂଆ ଭାରତ,…

Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଅଙ୍କୁଶ । ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଟଙ୍କା…

କନକ ବ୍ୟୁରୋ: ବଡ ଖବର, ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ । ଏପରି ଖବର ଶୁଣି ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଏଥିରେ ଥିବା ସଂଚୟକୁ ଆପଣ ଯେମିତି ଖର୍ଚ୍ଚ…

ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍

କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍ । ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ ବି ଚାର୍ଜସିଟ୍ । ଚାର୍ଜଫ୍ରେମ୍ ଦାଖଲ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଫ୍ରେମ୍ ହୋଇଥିବା ବେଳେ…

ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ବଡ ବିଜୟ । ଗର୍ଭଗୃହରେ ପୂଜା-ପାଠ କରିବାକୁ ଅନୁମତି । ୧୯୯୩ରୁ ବନ୍ଦ ଥିଲା…

କନକ ବ୍ୟୁରୋ: ଜ୍ଞାନବ୍ୟାପୀ ମାମଲାରେ ବାରଣାସୀର ଜିଲ୍ଲା କୋର୍ଟ ଆଜି ହିନ୍ଦୁ ପକ୍ଷଙ୍କ ସମର୍ଥନରେ ବଡ ରାୟ ଦେଇଛନ୍ତି । ଜ୍ଞାନବ୍ୟାପୀର ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହି ତହଖାନା ମସଜିଦର ତଳେ ଅଛି । ପୂଜା ପାଇଁ ୭ ଦିନ ମଧ୍ୟରେ…

ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି । ଜମି ଦୁର୍ନିତି ମାମଲାରେ କରିବ ପଚରାଉଚରା । ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ…

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଡି ଟିମ୍ ପହଞ୍ଚିଛି । ଜମି ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।…