Monthly Archives

November 2023

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ ଟେଷ୍ଟ ଅଧିନାୟକ, ରାହୁଲ-ସୂର୍ଯ୍ୟଙ୍କୁ ବଡ ଦାୟିତ୍ୱ

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ସିରିଜ ସମାପ୍ତ ହେବା ପରେ ଭାରତୀୟ ଟିମ ଆଫ୍ରିକା ଗସ୍ତ କରିବ । ଏହି କ୍ରମରେ ଆଫ୍ରିକାରେ ୩ଟି ଟି୨୦, ୩ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏହି ସିରିଜ ପାଇଁ ବିସିସିଆଇ ତରଫରୁ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ…

ପାକିସ୍ତାନରୁ ଭାରତ ଫେରିଲେ ‘ଫତିମା’ । ଅଞ୍ଜୁର ଫତିମାକୁ ବଦାଳାଇଥିଲେ ନାଁ, ଏବେ ହଠାତ୍ କାହିଁକି ଆସିଲେ ଭାରତ?

କନକ ବ୍ୟୁରୋ : ୬ ମାସ ପୂର୍ବେ ନିଜ ପ୍ରେମିକ ପାଇଁ ଦେଶରୁ ଲୁଚି ପାକିସ୍ତାନ ପଳାଇଥିବା ଅଞ୍ଜୁ ଏବେ ଭାରତ ଫେରିଛନ୍ତି । ଫେସବୁକ ବନ୍ଧୁ ନସରୁଲ୍ଲାଙ୍କ ପ୍ରେମରେ ପଡି ଜୁଲାଇ ମାସରେ ପାକିସ୍ତାନକୁ ଲୁଚି ପଳାଇଥିଲେ ଅଞ୍ଜୁ । ଏପରିକି ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁରୁ ନାଁ ବଦଳାଇ ପାଲଟିଥିଲେ…

ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ

କନକ ବ୍ୟୁରୋ : ବଲିଉଡ ଷ୍ଟାର ରଣଦୀପ ହୁଡାଙ୍କ ବିବାହ ଏବେ ଚର୍ଚ୍ଚାରେ । ନିଜ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ୍ ଲେସରାମଙ୍କ ହାତ ଧରିଛନ୍ତି ରଣଦୀପ । ଇମ୍ପାଲର ଏକ ରିସର୍ଟରେ ସମ୍ପୂର୍ଣ୍ଣ ମୈତେଇ ରୀତିନୀତିରେ ହୋଇଛି ଏହି ବିବାହ । ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ…

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବଡ଼ ନିଷ୍ପତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬…

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୯୭ଟି ତେଜସ୍ ଲଢୁଆ ବିମାନ ଓ ୧୫୬ଟି ପ୍ରଚଣ୍ଡ ଆଟାକ୍ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦିଆଯାଇଛି । ଏସବୁର ମୋଟ ମୂଲ୍ୟ ୧ ଲକ୍ଷ…

ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ସାମୟିକ ଭାବେ ବନ୍ଦ ରହିଛି । ଉଭୟ ଦେଶ ମଧ୍ୟରେ କିଛି ଚୁକ୍ତିନାମା ହୋଇଛି । ହମାସ୍ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରୁଥିବାବେଳେ ଇସ୍ରାଏଲ୍ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ବନ୍ଧକ ମୁକ୍ତ ହେବା ମଧ୍ୟରେ…

ଶୀତକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନିୟମାବାଳି ଜାରି । ଗୃହରେ ଉଠାଇବାକୁ ଥିବା ପ୍ରସଙ୍ଗ ଆଗୁଆ…

କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ । ରାଜ୍ୟସଭାରେ ଉଠାଯାଇଥିବା ପ୍ରସଙ୍ଗ ଉପରେ କୌଣସି ପ୍ରଚାର ହେବା ଉଚିତ ନୁହେଁ ବୋଲି ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଦେଶ ରହିଛି । ଗୃହର ଅଧ୍ୟକ୍ଷ ନୋଟିସ୍ ଅନୁମୋଦନ ନକରିବା ପର୍ଯ୍ୟନ୍ତ ଏବଂ ଅନ୍ୟ ସାଂସଦମାନଙ୍କୁ ଏହା ଜଣାଇବା…