Daily Archives

January 18, 2022

ଚନ୍ଦକାରେ ମନ ଚୋରି ହେଲା, ହୀରା ପାଖରେ ହୃଦୟ ହଜିଲା । ପ୍ରଥମ ଦେଖାରେ ନନ୍ଦନକାନନ ପ୍ରେମିକାକୁ ଦିଲ୍ ଦେଇଦେଲେ ଦୁଇ…

କନକ ବ୍ୟୁରୋ: ଚନ୍ଦକା ! ବିଶାଳ ଘଞ୍ଚ ଜଙ୍ଗଲ । ସବୁଠି ସବୁଜିମାର ସମ୍ଭାର । ବଡ ବଡ ଗଛ, ପାହାଡିଆ ରାସ୍ତା । ଏଠି ବର୍ଷା ହୁଏ, ବୈଶାଖ ଆସେ, ବସନ୍ତର ଛୁଆଁରେ ବି ପତ୍ରଝଡା ଥୁଣ୍ଟାଗଛରୁ ପତ୍ର ପ୍ଲାବିତ ହୁଏ । ଜଙ୍ଗଲ ହସେ, ଜଙ୍ଗଲ ବଣୁଆ ମହକ ବାଣ୍ଟେ... ଜଙ୍ଗଲରେ ଜନ୍ମ ନିଅନ୍ତି ଜନ୍ତୁ, ଜୀବନ…

ନୌସେନା ଡକୟାର୍ଡରେ ଭିତରେ ଥିବା ଆଇଏନଏସ୍ ରଣବୀରରେ ବିସ୍ଫୋରଣ । ୩ ଯବାନ ସହିଦ, ଅନେକ ଆହତ

କନକ ବ୍ୟୁରୋ: ମୁମ୍ବାଇର ନୌସେନା ଡକୟାର୍ଡରେ ବିସ୍ଫୋରଣ । ଡକୟାର୍ଡ ଭିତରେ ଥିବା ଆଇଏନଏସ୍ ରଣବୀରରେ ବିସ୍ଫୋରଣ ଘଟିଛି । ତେବେ ଏହି ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ, ଅନେକ ଆହତ ହୋଇଥିବା ସୂଚନା ମିଳିଛି ।  ଏହି ବିସ୍ଫୋରଣରେ ୧୧ ଜଣ ସେଲର୍ସ ଗୁରୁତର ଆହତ ହୋଇଥିବା ସୂଚନା…

ଖୋର୍ଦ୍ଧାରେ ପଞ୍ଚାୟତ ଫାଇଟ : ସିଟ୍ ନ ବଢିଲେ କମିବ ସାଂସଦଙ୍କ ପତିଆରା, ମାଳମାଳ ଆଶାୟୀ ବିଜେଡିକୁ ଅଡୁଆ, ସୁରଙ୍କ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର ଉଷ୍ମତା କେବଳ ଗାଁ ଗହଳିରେ ସୀମିତ ନାହିଁ ବରଂ ଏହି ଲଢେଇ ରାଜଧାନୀକୁ ମଧ୍ୟ ବ୍ୟାପିଛି । ରାଜଧାନୀରେ ସବୁ ନେତାଙ୍କ ଘରେ ଏବେ ଆଶାୟୀଙ୍କ ଭିଡ଼ ଲାଗି ରହୁଛି । ଟିକେଟ ଆଶାରେ ଆଶାୟୀ ପ୍ରାର୍ଥୀ ଏବେ ରାଜଧାନୀମୁହାଁ । କିନ୍ତୁ ଏହା ଭିତରେ ରାଜଧାନୀର…

କରୋନା ଆକ୍ରାନ୍ତଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ । ୨ରୁ ୩ ସପ୍ତାହ ଧରି କାଶ ରହିଲେ ଯକ୍ଷ୍ମା ପରୀକ୍ଷା କରିବାକୁ…

କନକ ବ୍ୟୁରୋ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ନୂଆ ଗାଇଡଲାଇନରେ କୁହାଯାଇଛି କି ଆକ୍ରାନ୍ତଙ୍କ କାଶ ସମସ୍ୟା ଯଦି ୨ରୁ ୩ ସପ୍ତାହ ଯାଏ ଲାଗି ରହୁଛି ସେମାନେ ଟିବି ବା ଯକ୍ଷ୍ମା ଟେଷ୍ଟ କରାନ୍ତୁ । କରୋନା ଆକ୍ରାନ୍ତଙ୍କୁ…

ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିବ ନୂଆ ଫିଚର୍ସ ।

କନକ ବ୍ୟୁରୋ : ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ସୋସିଆଲ ମିଡିଆର ଏକ ପ୍ରମୁଖ ଓ ଲୋକପ୍ରିୟ ମାଧ୍ୟମ ହ୍ୱାଟ୍ସଆପରେ କିଛି ନୂଆ ଫିଚର ଆସିବାକୁ ଯାଉଛି । ଏହି ନୂଆ ଇନବିଲ୍ଡ ମିଡିଆ ଫିଚରରେ ବ୍ୟବହାରକାରୀ ମାନେ ଦୁଇଟି ନୂଆ ଇମେଜ ଏଡିଟିଙ୍ଗ ଫିଚର ପାଇ ପାରିବେ । ଏଣିକି…