Browsing Category

ରାଜନୀତି

ଝଡ ଉଠିବ ଝାରସୁଗୁଡାରେ  : କିଶୋରଙ୍କ ପରଲୋକ ବିଜେଡିର ରଣନୀତିକୁ କଲା ଓଲଟପାଲଟ,  ନବଙ୍କ ଗଡ ଭାଙ୍ଗିବାକୁ ଟଙ୍କଧରଙ୍କ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର କୋଳାହଳ ଏବେ ଝାରସୁଗଡାକୁ ମଧ୍ୟ ଡେଇଁଛି । ୨୦୧୯ ନିର୍ବାଚନ ପରେ ନୀରବ ପଡି ଯାଇଥିବା ଝାରସୁଗୁଡା ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଲାଣି । ଯାହା ଚଳିତ ନିର୍ବାଚନରେ ବିଜେଡି ପାଇଁ ବିପଦ ସୃଷ୍ଟି କରିବାକୁ ଥିବା ବେଳେ ବିଜେପିକୁ ବେଶ ସୁହାଇବ…
Read More...

ନୟାଗଡ ରାଜନୀତି, ବଢିଲାଣି ତାତି । ବିଜେଡି-ବିଜେପିକୁ ବିପଦ ବିଦ୍ରୋହୀ ପ୍ରାର୍ଥୀ, ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସର…

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଥିଲା ନୟାଗଡ । ବିରୋଧୀ ଡେରା ପକାଇଥିଲେ ନୟାଗଡରେ । ଟାର୍ଗେଟରେ ଥିଲେ ମନ୍ତ୍ରୀ ଅରୁଣ ସାହୁ । ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡରୁ ବ୍ୟାପିଥିବା ନିଆଁ ରାଜଧାନୀ ରାଜନୀତିକୁ ଉଷ୍ମ କରିଥିଲା । ତେବେ ନୟାଗଡରେ ଲାଗିଥିବା…
Read More...

ବିଜେପିରେ ସାମିଲ ହେଲେ ମୁଲାୟମଙ୍କ ବୋହୂ । ପୁଅ ଅଖିଳେଶ କହିଲେ…

କନକ ବ୍ୟୁରୋ : ପଦ୍ମ ଶିବିରରେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା । ବିଧାନସଭା ନିର୍ବାଚନକୁୂ ନେଇ ଉତ୍ତରପ୍ରଦେଶ ରାଜନୀତି ରୋଚକ ହେଉଥିବା ବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି ବିଧିବଦ୍ଧ ଭାବେ…
Read More...

ନବରଙ୍ଗପୁରରେ ନୂଆ ସମୀକରଣ । ବିଜେଡିରେ ପ୍ରଦୀପଙ୍କ ପ୍ରବେଶ, ବିରୋଧୀଙ୍କ ପାଇଁ ହେବନି ତ ଘାତକ?

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କୋଭିଡ କଟକଣା ଭିତରେ ନିର୍ବାଚନ ହେଉଥିବାରୁ ସଭା ସମିତି ଉପରେ କଟକଣା ଲାଗିଛି ସତ, ତେବେ ନିଜ ସପକ୍ଷରେ ଭୋଟ ହାତେଇବାକୁ ଏବେ ଘର ଘର ବୁଲିବା ଆରମ୍ଭ କଲେଣି ପ୍ରାର୍ଥୀ । ଆଉ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ…
Read More...

ଉଠୁଛି ପଡୁଛି ପୁରୀ ରାଜନୀତି । ବିଜେପିର ବଳ ବିଜେଡିର ଅନ୍ତଃକନ୍ଦଳ, ବିନା ମୁରବୀରେ କେମିତି ଲଢିବ କଂଗ୍ରେସ ଦଳ?

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ଜଗନ୍ନାଥଧାମ ପୁରୀ ମଧ୍ୟ ଏଥିରେ ପଛରେ ନାହିଁ । ପୁରୀ ଜିଲ୍ଲାର ପ୍ରତି ଗାଁରେ ଏବେ ନିର୍ବାଚନୀ ମାହୋଲ । ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କିଏ କେଉଁଠି ହେବ ପ୍ରାର୍ଥୀ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।…
Read More...

ଅଖିଳେଶ ଲଢିବେ ବିଧାନସଭା ନିର୍ବାଚନ ! ଆସନ ନେଇ ସ୍ପଷ୍ଟ ହୋଇନି ଚିତ୍ର

କନକ ବ୍ୟୁରୋ : ରୋଚକ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଢିପାରନ୍ତି ବିଧାନସଭା ନିର୍ବାଚନ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ବିଜେପିକୁ ଟକ୍କର ଦେବାକୁ ଅଖିଳେଶ ବିଧାନସଭା ନିର୍ବାଚନ ଲଢିବାକୁ ସ୍ଥିର କରିସାରିଛନ୍ତି । ଏ ନେଇ କେବଳ ଔପଚାରିକ…
Read More...

ଖୋର୍ଦ୍ଧାରେ ପଞ୍ଚାୟତ ଫାଇଟ : ସିଟ୍ ନ ବଢିଲେ କମିବ ସାଂସଦଙ୍କ ପତିଆରା, ମାଳମାଳ ଆଶାୟୀ ବିଜେଡିକୁ ଅଡୁଆ, ସୁରଙ୍କ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର ଉଷ୍ମତା କେବଳ ଗାଁ ଗହଳିରେ ସୀମିତ ନାହିଁ ବରଂ ଏହି ଲଢେଇ ରାଜଧାନୀକୁ ମଧ୍ୟ ବ୍ୟାପିଛି । ରାଜଧାନୀରେ ସବୁ ନେତାଙ୍କ ଘରେ ଏବେ ଆଶାୟୀଙ୍କ ଭିଡ଼ ଲାଗି ରହୁଛି । ଟିକେଟ ଆଶାରେ ଆଶାୟୀ ପ୍ରାର୍ଥୀ ଏବେ ରାଜଧାନୀମୁହାଁ । କିନ୍ତୁ ଏହା ଭିତରେ ରାଜଧାନୀର…
Read More...

ଆଚରଣ ବିଧି ଲାଗୁ ପରେ ବି ଅନେକ ସ୍ଥାନରେ ହଟିନି ସରକାରଙ୍କ ପ୍ରଚାର ହୋର୍ଡିଂ । ନବୀନଙ୍କ ଫଟୋ ଥିବା ପୋଷ୍ଟର ଘୋଡ଼ା…

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରଙ୍କ ପୋଷ୍ଟର ଓ ହୋଡିଂ ହଟାକୁ ନେଇ ତେଜିଛି ରାଜନୀତି । କେଉଁଠି କାହାର ପୋଷ୍ଟର ହଟିଛି, କାହା ପୋଷ୍ଟର ରହିଛି... ତାକୁ ନେଇ ବିଭିନ୍ନ ଜିଲ୍ଲାରୁ ଆସିଛି ଭିନ୍ନ ଭିନ୍ନ ଚିତ୍ର । ତେବେ କେନ୍ଦୁଝରରୁ ଆସିଥିବା ଦୃଶ୍ୟ ରାଜନୀତିକୁ…
Read More...

ଏକପାଖିଆ ହେବ କି ଯାଜପୁରରେ ନିର୍ବାଚନ? କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ବିଜେଡି, ନେତାଙ୍କ ଭରସାରେ ବିଜେପି, ପ୍ରାର୍ଥୀ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଏବେ ତୃଣମୂଳସ୍ତରରେ ଉଷ୍ମ ହେଉଛି ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହିଁ ଦଳର ପରାକାଷ୍ଠା ଦେଖାଇବାର ମୁଖ୍ୟ ମାଧ୍ୟମ । ତେଣୁ ପଞ୍ଚାୟ୍ତ ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ…
Read More...

କେନ୍ଦ୍ରାପଡ଼ା : ଯିଏ ଯେତେ ଅଧିକ ପ୍ରାର୍ଥୀ ଜିତାଇବ, ଜିଲ୍ଲା ରାଜନୀତିରେ ତାଙ୍କର ଦବଦବା ସେତେ ଅଧିକ ବଢିବ । 

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ପ୍ରଥମ ଦିନରେ ମୋଟ୍ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଂଚ ପାଇଁ ୧୧୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ…
Read More...