Daily Archives

January 28, 2022

ରେଲୱେ ବୋର୍ଡ ପରୀକ୍ଷାରେ ଅନିୟମିତତାକୁ ନେଇ ବିହାରରେ ବଢିବାରେ ଲାଗିଛି ଅସନ୍ତୋଷ । ବିହାର ବନ୍ଦ ପାଳନ କଲେ ଉତ୍ୟକ୍ତ…

କନକ ବ୍ୟୁରୋ: ଆରଆରବି ଏନଟିପିସି ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଆଶାୟୀ ପ୍ରାର୍ଥୀ ବିହାର ବନ୍ଦ ଡାକରା ଦେଇଛନ୍ତି । ରାଜଧାନୀ ପାଟନା ସମେତ ବୌଶାଲି, ସମସ୍ତିପୁର, ମୁଜଫରପୁର, ଦରଭଙ୍ଗା ଓ ଓøରଙ୍ଗାବାଦରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ…

ୟୁପି ରାଜନୀତି ସରଗରମ । କିଏ ହେବ ମୁଖ୍ୟମନ୍ତ୍ରୀ? ଜୋର ଧରିଲା ବୟାନବାଜି

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ନେତାଙ୍କ ମଧ୍ୟରେ ବୟାନବାଜି ସେତିକି ତେଜିବାରେ ଲାଗିଛି । ଓପିନିୟନ୍ ପୋଲ ଅନୁଯାୟୀ, ୟୁପିରେ ମୁଖ୍ୟତଃ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଲଢେଇ ହେବ । ବିଜେପି ଶୁକ୍ରବାର ଆଉ ୯୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି…

କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ର ରପ୍ତାନୀ କରିବ ଭାରତ । ଫିଲିଫାଇନ୍ସ ସହ ହେଲା ଚୁକ୍ତି ସ୍ୱାକ୍ଷର

କନକ ବ୍ୟୁରୋ: ଫିଲିଫାଇନ୍ସକୁ ୩୭୫ ମିଲିୟନ ଡଲାର ଅର୍ଥାତ୍ ୨ ହଜାର ୭୭୦ କୋଟି ଟଙ୍କାରେ ବ୍ରହ୍ମୋସ ସୁପରସୋନିକ ମିଶାଇଲ ବିକ୍ରି କରିବା ନେଇ ଚୁକ୍ତି ସ୍ୱାକ୍ଷର କରିଛି ଭାରତ । ଦକ୍ଷିଣ ଚୀନ ସାଗରରେ ସୀମାକୁ ନେଇ ଚୀନ ସହ ଫିଲିଫାଇନ୍ସର ବିବାଦ ଲାଗିରହିଥିବା ବେଳେ ଭାରତ ଠାରୁ ଶକ୍ତିଶାଳୀ…

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ଭୁବନେଶ୍ୱରରେ ଯୁବତୀଙ୍କ ପାଇଁ ରକ୍ତାକ୍ତ ସଂଘର୍ଷ

କନକ ବ୍ୟୁରୋ: ରାଜଧାନୀରେ ଯୁବକଙ୍କୁ ଛୁରା ମାଡ । ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ଜଣେ ଯୁବତୀଙ୍କୁ ଦୁଇ ଯୁବକ ପ୍ରେମ କରୁଥିବାରୁ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଜଣେ ପ୍ରେମିକ ଆଉ ଜଣେ ପ୍ରେମିକକୁ ଛୁରା ମାଡ କରି, ରକ୍ତାକ୍ତ କରି ଦେଇଛି । ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ…

ଭାରତର ସବୁଠୁ ଧନୀ ରାଜନୈତିକ ଦଳ ବିଜେପି । କଂଗ୍ରେସକୁ ପଛରେ ଦ୍ୱିତୀୟରେ ରହିଲା ବିଏସପି

କନକ ବ୍ୟୁରୋ: ୨୦୧୯-୨୦ ଆର୍ଥିକ ବର୍ଷରେ କେଉଁ ପାର୍ଟିର୍ ପାଖରେ କେତେ ଧନ ରହିଛି, ରିପୋର୍ଟ ପ୍ରକାଶ କଲା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର୍ । ଏହା ଦର୍ଶାଇଛି ଅନ୍ୟ ରାଜନୈତିକ ଦଳକୁ ବହୁ ପଛରେ ପକାଇ ଦେଇଛି ଭାରତୀୟ ଜନତା ଦଳ । ଟପ୍ ୩ଟି ଦଳର ଦୁଇ ବର୍ଷର ସମ୍ପତ୍ତି…

ଧରାପଡିଲା ରାଜଧାନୀରେ ଆତଙ୍କ ଖେଳାଇଥିବା କେବିଏନ ଗ୍ରୁପର ମୁଖ୍ୟ ବୁବୁ ଜେନା । ନୟାପଲ୍ଲୀ ଥାନା ପୋଲିସ କଲା ଗିରଫ

କନକ ବ୍ୟୁରୋ: ଯିଏ ଦିନେ ରାଜଧାନୀର ରାଜରାସ୍ତାରେ ଭାଇଗିରି ଦେଖାଉଥିଲା । ମାରଣାସ୍ତ୍ର ବୁଲାଇ ଲୋକଙ୍କୁ ଆତଙ୍କିତ କରୁଥିଲା । ଆଜି ସେ କମିସନରେଟ ପୁଲିସ କବଜାରେ । ରାଜଧାନୀ ରାସ୍ତାରେ ମାରଣାସ୍ତ୍ର ବୁଲାଇ, ଗାଡି ଉପରେ ଦୁଃସାହାସିକ ଷ୍ଟଣ୍ଟର ଭିଡିଓ ବନାଇ ଆତଙ୍କ ଖେଳାଇଥିବା କେବିଏନ…