ତାଲିମ ନୁହେଁ ୟୁ ଟ୍ୟୁବ୍ ଶିଖାଇଲା ଜୀବିକାର ନୂଆ ରାହା । ଅନଲାଇନରୁ ଶିଖି ସବାଇ ଘାସରୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି…
କନକ ବ୍ୟୁରୋ : ଅବସର ସମୟକୁ ବର୍ବାଦ ନକରି କିଛି ନୂଆ କରି ଦେଖାଇବାର ଲକ୍ଷ ନେଇ ୟୁଟ୍ୟୁବ ଦେଖି ଆରମ୍ଭ କଲେ ଝୋଟ,ଓଲ ଏବଂ ସବାଇ ଘାସରୁ ଗୃହ ଉପକରଣ ତିଆରି କରିବା,ଆଉ ଏହା ତାଙ୍କୁ ବେସ ସଫଳତା ଦେବା ସହ ରୋଜଗାରର ରାସ୍ତା ଦେଖାଇଛି,ଏପରି ସଫଳତା ପଇଛନ୍ତି ବସ୍ତା ନାବରା ଗ୍ରାମର ମା-ମଙ୍ଗଳା…