Daily Archives

January 10, 2022

୪୦୦ କିଲୋ ଓଜନର ତାଲା ବନାଇଲେ ସ୍ୱାମୀ, ସ୍ତ୍ରୀ । ଅଯୋଧ୍ୟା ରାମ ମନ୍ଦିରକୁ କଲେ ସମର୍ପିତ ।

କନକ ବ୍ୟୁରୋ : ତାଲା ପାଇଁ ପ୍ରସିଦ୍ଧ ଉତ୍ତରପ୍ରଦେଶ ଆଲିଗଡ଼ର ସତ୍ୟପ୍ରକାଶ ଶର୍ମା ତାଙ୍କ ପତ୍ନୀ ରୁକ୍ମିଣୀ ସବୁଠାରୁ ବଡ଼ ତାଲା ବନାଇଛନ୍ତି । ଏହି ତାଲାର ଓଜନ ୪୦୦ କିଲୋ ରହିଥିବା କୁହାଯାଉଛି। ତାଲାକୁ ୩୦ କିଲୋ ଓଜନର ଚାବିରେ ଖୋଲାଯିବ । ଏହି ତାଲାକୁ ଅଯୋଧ୍ୟାରେ ନିର୍ମିତ ହେଉଥିବା…

ସାରାଦେଶରେ ଆରମ୍ଭ ହେଲା ବୁଷ୍ଟର ଡୋଜ୍ ଟିକାକରଣ: ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ତୃତୀୟ…

କନକ ବ୍ୟୁରୋ: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି କୋଭିଡ ବିରୋଧୀ ମୁକାବିଲା ପାଇଁ  ବୁଷ୍ଟର ବା ପ୍ରିକସନ ଡୋଜ୍ । ସ୍ୱାସ୍ଥ୍ୟକର୍ମୀ, ୬୦ବର୍ଷର  ଉର୍ଦ୍ଧ ବରିଷ୍ଠ ନାଗରିକ ଓ ନାନାବିଧ ଶାରୀରିକ ସମସ୍ୟାରେ ଥିବା ବ୍ୟକ୍ତିଙ୍କୁ ଆଜିଠୁ ବୁଷ୍ଟର ଡୋଜ ପ୍ରଦାନ ଆରମ୍ଭ ହୋଇଛି । ଦେଶରେ ମାଡି ମାଡି…

ଅସଲି ଫଟୋ, ନକଲି କାଗଜପତ୍ର ଦେଖାଇ ଠକୁଥିଲା ହାଇଟେକ୍ ଠକ । ମୃତକଙ୍କ ନାଁରେ ଫାଇନାନ୍ସ କରି ଚଳାଉଥିଲା ଗାଡ଼ି ।

କନକ ବ୍ୟୁରୋ : ଆପଣମାନେ ଅନେକ ଠକ ଦେଖିଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଜଣେ ଠକଙ୍କ କାହାଣୀ କହିବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଅସଲି ଫଟୋ, ନକଲି କାଗଜପତ୍ର ଦେଖାଇ ଠକୁଥିଲା ହାଇଟେକ୍ ଠକ । ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ ଲୋକଙ୍କ ଠାରୁ ୫ଲକ୍ଷରୁ ଅଧିକ ଟଙ୍କା ଠକି…

ନୀରଜଙ୍କୁ ନିଆରା ଢଙ୍ଗରେ ସମ୍ମାନିତ କଲା ଭାରତୀୟ ଡାକ ବିଭାଗ । ନୀରଜଙ୍କ ଗାଁରେ ଲଗାଇଲା ସୁନେଲି ରଙ୍ଗର ପୋଷ୍ଟବକ୍ସ ।

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ରଖିଥିବା ନୀରଜ ଚୋପ୍ରାଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତୀୟ ଡାକ ବିଭାଗ ହରିୟାଣାର ପାନିପତରେ ଥିବା ନୀରଜ ଚୋପ୍ରାଙ୍କ ଗାଁରେ ଏକ ସୁନେଲି ରଙ୍ଗର ପୋଷ୍ଟ ବକ୍ସ ଲଗାଇଛି । ଏହି ପୋଷ୍ଟବକ୍ସରେ…

ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ । ମାଲକାନଗିରିରେ ଘଞ୍ଚ ଜଙ୍ଗଲରେ ଆଦିବାସୀଙ୍କ ପ୍ରଜାମେଳି ।

କନକ ବ୍ୟୁରୋ : ମାଲକାନଗିରିରେ ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ କରି ଏକାଠି ହୋଇଛନ୍ତି ଆଦିବାସୀ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏପରିକି ଭୋଟ୍ ବର୍ଜନ କରିବାକୁ ବି ଧମକ ଦେଇଛନ୍ତି । ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ । ଘଞ୍ଚ ଜଙ୍ଗଲରେ…

ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ: ହଜାରେ ପୋଲିସ କର୍ମୀ କରୋନା ପଜିଟିଭ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ । ଦିଲ୍ଲୀରେ ହଜାରେ ଜଣ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସଂଘରୋଧରେ ଥିବା ଜଣାପଡିଛି । ଏହାପରେ ଦିଲ୍ଲୀ ପୋଲିସ କମିସନର ରାକଶ ଅସ୍ଥାନା ପୋଲିସ ବାହିନୀ ପାଇ ନୁଆ ମାର୍ଗଦର୍ଶିକା ଜାରି କରିଛନ୍ତି ।…