Daily Archives

January 23, 2022

ବାଉଁଶ ଓ ବେତରୁ ପ୍ରସ୍ତୁତ ହେଉଛି ଭଳିକି ଭଳି ସାମଗ୍ରୀ । ଘର କାମ ସହ ବାଉଁଶରେ ବିଭିନ୍ନ ଘରକରଣା ଜିନିଷ ତିଆରି…

କନକ ବ୍ୟୁରୋ : ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି କଟକ ଜିଲ୍ଲା ବାଙ୍କି ତାଳବସ୍ତ ଅଞ୍ଚଳର ମହିଳା ଓ ପୁରୁଷ । ବାଉଁଶ ପାତିଆରେ ତିଆରି ହେଉଥିବା ଘରୋଇ ଉପକରଣ ସହ ନିଖୁଣ କାରୁକାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଠ କରୁଛି । ପାଖାପାଖି ୧୫ରୁ ୨୦ କୁଶଳୀ କାରିଗର…

ଆଖୁ ଚାଷ କରି ଲାଭ ପାଉଛନ୍ତି ଚାଷୀ । ୪ ଜଣ ବନ୍ଧୁ ମିଶି ଆରମ୍ଭ କରିଛନ୍ତି ସୁନ୍ଦର ଉଦ୍ୟୋଗ ।

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ଦେଇଛି ଅର୍ଥକାରୀ ଫସଲ ଆଖୁ ଚାଷ । ଅନ୍ୟାନ୍ୟ ଫସଲ ଅପେକ୍ଷା ଆଖୁ ଚାଷରେ ଅଧିକ ଲାଭ କରୁଛନ୍ତି ଚାଷୀ । ପୂର୍ବରୁ ଆଖୁ ବ୍ୟବସାୟ ପାଇଁ ଚାଷୀକୁ ଚିନ୍ତା କରିବାକୁ ପଡ଼ୁଥିଲା ହେଲେ ଏବେ ଏହାର ସମାଧାନର ବାଟ ଫିଟିଛି । ୪ ଜଣ ବନ୍ଧୁ ମିଶି ଏକ…

ଫୁଲ ଚାଷ ପ୍ରତି ବଢୁଛି ଆଦର । ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା ।

କନକ ବ୍ୟୁରୋ : ପନି ପରିବା ପରେ ଏବେ ଫୁଲ ଚାଷ ପ୍ରତି ବଢୁଛି ଆଦର । ବିଶେଷ କରି ମହିଳା ମାନେ ଏବେ ଫୁଲ ଚାଷ କରି ସ୍ୱାବଲମ୍ବୀ ହବା ସହ ନିଜ ଅଂଚଳ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରୁଛନ୍ତି । ମାଲକାନଗିରି ଜିଲ୍ଲାର ସ୍ୱୟଂ ସହାୟ ଗୋଷ୍ଠୀର ମହିଳା ମାନେ ଏବେ ଗେଣ୍ଡୁ ଫୁଲ ଚାଷ କରି ବେଶ…

ଓଡ଼ିଆ ଝିଅ ନୀଳିମା ପାତ୍ରଙ୍କ ହର୍ବାଲ ଛେନାପୋଡ଼: ତୁଳସୀ, ପୋଦିନା, ବିଟ୍, ଗାଜର ଓ ଡ୍ରାଏ ଫ୍ରୁଟ୍ସ ପକାଇ ପ୍ରସ୍ତୁତ…

କନକ ବ୍ୟୁରୋ: ଛେନାପୋଡ଼ କାହାକୁ ବା ଭଲ ଲାଗେନି । ତେବେ ଓଡ଼ିଆ ଝିଅ ନୀଳିମା ପାତ୍ରଙ୍କର ମିଠା ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଏକ ସଫଳ ମିଠା ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ପାରମ୍ପରିକ ମିଠା ତଥା ପିଠା ଛେନାପୋଡ଼କୁ ନୂଆ ଏକ ଢ଼ଙ୍ଗରେ ତିଆରି କରୁଛନ୍ତି ଓଡ଼ିଆ ଝିଅ…

ପରିଚୟ ଖୋଜୁଛି କଳାହାଣ୍ଡି ଜିଲ୍ଲାରେ ତିଆରି ହେଉଥିବା ହାବସପୁରୀ ଶାଢୀ । ପ୍ରଚାର ପ୍ରସାରରେ ସରକାରଙ୍କ ଉଦାସିନତା…

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ମଧ୍ୟରେ ବରପାଲି ଶାଢୀ, ସୋନପୁର ଶାଢୀ, ବାନ୍ଧ ଶାଢୀ, ବଉଦ ଶାଢୀ ଓ ସମ୍ବଲପୁରୀ ଶାଢୀ ନିଜର ପରିଚୟ ସୃଷ୍ଟି କରିଛି । ସେଥି ମଧ୍ୟରୁ କଳାହାଣ୍ଡିର ହାବସପୁରୀ ଶାଢୀ ଜିଲ୍ଲା, ରାଜ୍ୟ, ଦେଶ ଓ ଦେଶ ବାହାରେ ନିଜୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…