Daily Archives

January 22, 2022

ସୋନପୁର ବୋଲେରୋ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଅନୁକମ୍ପା…

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ଏହି…

ଶିଶୁ ମୃତ୍ୟୁ ସମ୍ପର୍କିତ ଖବର ପ୍ରସାରଣ ପରେ ସବୁ ଡାକ୍ତରଙ୍କୁ ବନ୍ଦ କରି ରଖିଲେ ଅଧିକ୍ଷକ, ୫ଘଂଟା ଧରି ଅଚଳ ହେଲା…

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ମେଡିକାଲରେ ଦୀର୍ଘ ସମୟ ଠପ୍ ହୋଇଗଲା ସ୍ୱାସ୍ଥ୍ୟସେବା । ଉପଜିଲ୍ଲାପାଳ ଓ ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ମେଡିକାଲରେ ଚିକିତ୍ସା ସେବା ପୁଣିଥରେ ଆରମ୍ଭ ହୋଇଛି । ଦୀର୍ଘ ୫ ଘଂଟା ଧରି ସ୍ୱାସ୍ଥ୍ୟ ସେବା ଅଚଳ ହୋଇଯାଇଥିଲା । ଏପରିକି…

ମହାନଦୀ ପୋଲ ଉପରେ ମାଡିବସିଲା ମୃତ୍ୟୁ । ଶବ ପାଲଟିଲେ ବରଯାତ୍ରୀ । ୫ ଜଣଙ୍କ ମୃତ୍ୟୁ ପରେ ଗାଁରେ ଏକାଠି ଜଳିଲା…

କନକ ବ୍ୟୁରୋ: ବରଯାତ୍ରୀ ହୋଇ ଯାଇଥିଲେ ଶବ ହୋଇ ଫେରିଲେ । ମଝି ରାସ୍ତାରେ ଲିଭିଗଲା ବାହାଘରର ସବୁ ଖୁସି । ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ ସମସ୍ତେ । ମାତ୍ର ୫ କିଲୋମିଟର ଦୂରରେ ଥିଲା ଘର । ହେଲେ ବିଧିର ବିଧାନ ଥିଲା ଅଲଗା । କନିଆଁ ଘରୁ ଭୋଜି ଖାଇ ଫେରିବା ବେଳେ ମହାନଦୀ ଉପରେ ମାଡି…

ମଝି ରାସ୍ତାର ମୃତ୍ୟୁ: ବାପ ହାତରୁ ଝିଅକୁ ଟାଣିନେଲା, କାହାଠୁ ମାଆ ଛଡେଇନେଲା… କନ୍ଦାଇଦେଲା ଦୁର୍ଘଟଣାର ୩…

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ ଆସେ ? କେମିତି ଆସେ? କେହି ବି କହିପାରିବେ ନାହିଁ । ଏଇ ଯେମିତି ସୋର ବିଦୁ ଛକର ଛାତିଥରା ବସ ଦୁର୍ଘଟଣାରେ ଚାହୁଁ ଚାହୁଁ ଚାଲିଗଲା ୬ ଜୀବନ । ଦୁର୍ଘଟଣାରେ କିଏ ମାଆ ଓ ଭଉଣୀଙ୍କ ହରାଇଲା ତ କିଏ ମାମୁଘରେ ପହଁଞ୍ଚିବା ଆଗରୁ ତାକୁ ମୃତ୍ୟୁ ଟାଣିନେତା । ପୁଣି…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ବଦଳିଲା ସ୍ଥାନ: ବାରବାଟୀରେ ହେବନି ମ୍ୟାଚ…

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ମ୍ୟାଚ ଭେନ୍ୟୁରେ ପରିବର୍ତ୍ତନ କରିଛି ବିସିସିଆଇ । ପୂର୍ବ ଭେନ୍ୟୁ ଅନୁସାରେ ବାରବାଟୀରେ ଟି-୨୦ ମ୍ୟାଚ ହେବାର ଥିଲା, ହେଲେ ପରିବର୍ତ୍ତନ ହେବା ପରେ ବାରବାଟୀରୁ ମ୍ୟାଚକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ଅନୁସାରେ ୱେଷ୍ଟଇଣ୍ଡିଜ…