Daily Archives

January 19, 2022

ଭାରତକୁ ୩୧ ରନରେ ହରାଇଲା ଦକ୍ଷିଣ ଆଫ୍ରିକା । ସିରିଜରେ ୧-୦ରେ ଆଗୁଆ ହେଲା ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ପାର୍ଲଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୧ ରନରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଦ୍ବାରା ରଖା ଯାଇଥିବା ୨୯୭ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ । ଜବତ ହେଲାଣି ୧୦ କୋଟିରୁ ଅଧିକ ଟଙ୍କା

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତାତି ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିର ସଂପର୍କୀୟଙ୍କ ଘରେ ଇଡି ରେଡ୍ କରିଛି । ବେଆଇନ୍ ବାଲି ଚାଲଣକ ଭିତ୍ତି କରି ଇଡି ଚନ୍ନୀଙ୍କ ଭଣଜା ଓ ସମ୍ପର୍କୀୟଙ୍କ ଘରେ ରେଡ କରିଛି । ମଙ୍ଗଳବାର ଚଢଉ ସମୟରେ ନଗତ ୬ କୋଟି…

ରୋଚକ ହେଉଛି ୟୁପି ରାଜନୀତି । ଜୋର ଧରିଲା ଭାଇ-ବୋହୂ ରାଜନୀତି

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ବେଳେ ଦଳ ଡିଆଁ ପର୍ବ ଜାରି ରହିଛି । ବିଜେପିର ଅନେକ ନେତାଙ୍କୁ ନିଜ ପଟକୁ ଆଣି ସମାଜବାଦୀ ପାର୍ଟି ଛାତି ଚଉଡା କରୁଥିବା ବେଳେ ଏବେ ବିଜେପି ମଧ୍ୟ ଆରମ୍ଭ କରିଛି କାଉଣ୍ଟର ରଣନୀତି । ଏଥିିପାଇଁ ସପା ମୁଖିଆ ପରିବାରର ବୋହୂ ତଥା ସଭାପତି ଅଖିଳେଶ ଯାଦବଙ୍କ…

ଥାନା ସାମନାରେ ମର୍ଡର । ଥାନାକୁ ଆସୁଥିବା ବେଳେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଗଲା ଅଭିଯୁକ୍ତ

କନକ ବ୍ୟୁରୋ: ଥାନା ଆଗରେ ମହିଳାଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କିସିଣ୍ଡାରେ । କିସିଣ୍ଡା ଥାନା ସାମନାରେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ମହିଳା ହେଲେ ଲୋଇସିଂ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର । ମହିଳା ଜଣଙ୍କ ଥାନାକୁ…

ରାଜଧାନୀରେ ଅମାନବୀୟ କାଣ୍ଡ । କୁକୁର ଉପରେ ଗୁଳିମାଡ କଲା ଅଭିଯୁକ୍ତ ।

କନକ ବ୍ୟୁରୋ : ହଜିକଲା ମାନବିକତା । ମଣିଷପଣିଆକୁ ମାରିଦେଲା ମଣିଷ । ଆଉ କେଉଁଠୁ ନୁହେଁ, ଖୋଦ ରାଜଧାନୀରୁ ଆସିଛି ଏମିତି ଏକ ଖବର, ଯାହା ଜାଣିଲେ, ମଣିଷ ସମାଜର ମୁଣ୍ଡ ଲଜ୍ୟାରେ ନଇଁଯିବ । କୁକୁରକୁ ଗୁଳିମାଡ଼ । ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁକୁର ଗୁରୁତର ହୋଇଛି ।…