Daily Archives

January 21, 2022

ଟେଷ୍ଟ ପରେ ଦିନିକିଆ ସିରିଜ ମଧ୍ୟ ହାରିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ପରାଜୟ ସହ ସିରିଜ୍ ହାରିଲା ରାହୁଲ…

କନକ ବ୍ୟୁରୋ : ଟେଷ୍ଟ ପରେ ଦିନିକିଆ ସିରିଜ ମଧ୍ୟ ହାରିଲା ଟିମ୍ ଇଣ୍ଡିଆ । ଶୁକ୍ରବାର ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ପରାଜୟ ଭୋଗିଛି ରାହୁଲ ବାହିନୀ । ତେବେ ପାର୍ଲଠାରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟର ପରାସ୍ତ…

କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗ ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଏତଲା ।

କନକ ବ୍ୟୁରୋ: ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ ଅଭିଯୋଗ ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଏତଲା ଦେଲା ଓଏଏସ୍ ସଂଘ । ବାରିପଦା ଟାଉନ୍ ଥାନାରେ ଓଏଏସ୍ ସଂଘ ପକ୍ଷରୁ ଏହି ଏତଲା ଦିଆଯାଇଛି । ତେବେ କେନ୍ଦ୍ରମନ୍ତ୍ରୀ…

ପଞ୍ଚାୟତ ନିର୍ବାଚନ୍ ପାଇଁ ସରିଲା ନାମାଙ୍କନ । ଜାଣନ୍ତୁ, କେଉଁ ପଦ ପାଇଁ କେତେ ଜଣ ପ୍ରାର୍ଥୀ ଭରିଲେ ନୋମିନେସନ୍

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ପ୍ରାର୍ଥୀମାନଙ୍କର ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଉ ଆଜି ସୁଦ୍ଧା କେଉଁ ପଦ ପାଇଁ କେତେ ପ୍ରାର୍ଥୀ ନୋମିନେସନ୍ ଭରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ମିଳିଥିବା ସୂଚନା ମୁତାବକ, ୱାର୍ଡମେମ୍ବର ପଦ ପାଇଁ ମୋଟ…

ଦ୍ରୁତ ଗତିରେ ମାଡୁଛି କରୋନା । ରବିବାର ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ଏହି ରାଜ୍ୟ

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ମାମଲା ଏବେ ଦ୍ରୁତ ଗତିରେ ମାଡିବାକୁ ଲାଗିଛି । ବିଶେଷକରି ଗତ ଦୁଇ ଦିନ ହେଲା ସଂକ୍ରମଣ ସୀମା ଟପିଛି । ଦକ୍ଷିଣ ଭାରତରେ କରୋନାର ବିସ୍ଫୋଟ ଦେଖିବାକୁ ମିଳିଛି, ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ ରେକର୍ଡସଂଖ୍ୟକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଆଉ…

ଉପର ମୁହାଁ କରୋନା ଗ୍ରାଫ: ୨୪ ଘଂଟାରେ ୩ ଲକ୍ଷ ୪୭ ହଜାର ଆକ୍ରାନ୍ତ ଚିହ୍ନଟ, ହେଲେ ଦିଲ୍ଲୀରେ କମୁଛି ସଂକ୍ରମଣ

କନକ ବ୍ୟୁରୋ: ଦେଶରେ ପୁଣି ବଢିବାରେ ଲାଗିଛି କରୋନା ମହାମାରୀର ପ୍ରକୋପ । ଧିରେ ଧିରେ ବେକାବୁ ହେଲାଣି ସଂକ୍ରମଣ । କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେଉଥିବା ଲକ୍ଷ କରାଯାଉଛି । ଗତ ୨୪ ଘଂଟାରେ ଦେଶରେ ପାଖାପାଖି ସାଢେ ୩ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୭୦୩ ଜଣ ମାରାତ୍ମକ…

ୟୁପି ଭୋଟ୍ ପାଇଁ କଂଗ୍ରେସର ମାଷ୍ଟର କାର୍ଡ: ୟୁଥ୍ ମାନିଫେଷ୍ଟୋ ଜାରି କଲେ ରାହୁଲ-ପ୍ରିୟଙ୍କା

କନକ ବ୍ୟୁରୋ: ଉତରପ୍ରଦେଶ ପାଇଁ କଂଗ୍ରେସ ଜାରି କରିଛି ୟୁଥ୍ ମାନିଫେଷ୍ଟୋ । ଉତରପ୍ରଦେଶ ନିର୍ବାଚନ ପାଇଁ ଯୁବବର୍ଗଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ୨୦ ଲକ୍ଷ ସରକାରୀ ଚାକିରି ସହିତ…