Daily Archives

January 7, 2022

ବୁଷ୍ଟର ଡୋଜ ପାଇଁ ଆଉ କରିବାକୁ ପଡିବନି ନୂଆ ପଞ୍ଜିକରଣ । ଟିକାକେନ୍ଦ୍ରକୁ ଯାଇ ସିଧାସଳଖ ନେଇପାରିବେ ଟିକା ।

କନକ ବ୍ୟୁରୋ : ୧୦ ତାରିଖରୁ ଦେଶରେ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ । ସ୍ୱାସ୍ଥ୍ୟ କର୍ମୀ ଓ ବିଭିନ୍ନ ରୋଗରେ ପୀଡ଼ିତ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଦିଆଯିବ ତୃତୀୟ ଡୋଜ୍ ଟିକା । ତେବେ ଏଥିପାଇଁ ନୂଆ ରେଜିଷ୍ଟେସନ୍ ବା ପଂଜିକରଣ କରିବାକୁ ପଡ଼ିବ ନାହିଁ । ଯେଉଁମାନେ…

ଫିଲ୍ମ ନୁହେଁ ସତ : ପୋଲିସକୁ ଚକମା ଦେଇ ଚଳନ୍ତା ଗାଡିରୁ ଡେଇଁ କଏଦୀ ଫେରାର, ଦେଖନ୍ତୁ ପୂରା ଭିଡ଼ିଓ ।

କନକ ବ୍ୟୁରୋ : ଜେଲରେ ବନ୍ଦୀ ଥିବା କଏଦୀମାନେ ଫେରାର ହୋଇଯିବା ଖବର ଆମେ ଅନେକ ଥର ଶୁଣିଛେ। ଅନେକ ଫିଲ୍ମରେ ମଧ୍ୟ ପୋଲିସକୁ ଚକମା ଦେଇ ଚୋର ଚଳନ୍ତା ଗାଡିରୁ ଫେରାର ହୋଇଯାଉଥିବାର ଦେଖିବାକୁ ମିଳେ । କିନ୍ତୁ ବାସ୍ତବରେ କେବେ ନିଜ ଆଖିରେ ପୁଲିସ କବଳରୁ କଏଦୀ ଫେରାର ହୋଇଯିବା ଦୃଶ୍ୟ…

ପାକିସ୍ତାନ କ୍ରିକେଟରଙ୍କୁ ନିଜର ଜର୍ସି ଉପହାରରେ ଦେଲେ ଧୋନୀ । କିଛି ଏମିତି କହିଲେ ହାରିସ ରୌଫ… ।

କନକ ବ୍ୟୁରୋ : ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚରେ କେଉଁ ଭଳି ସ୍ଥିତି ଉପୁଜେ ତାହା ଅଳ୍ପେ ବହୁତେ ସମସ୍ତଙ୍କୁ ଜଣା । ଉଭୟ ଦେଶର କ୍ରିକେଟର ଅନେକ ସମୟରେ ପଡିଆରେ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳେ । ପଡିଆ ବାହାରେ ପ୍ରଂଶସକଙ୍କ ମଧ୍ୟରେ ବି ଏହି ଟ୍ରେଣ୍ଡ କିଛି କମ ନୁହେଁ । ତେବେ…

ପ୍ରାଣ ନେଇଗଲା ପିକଅପ୍ ଭ୍ୟାନ୍ । ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷରୁ ଶିଶୁ ପୁତ୍ର, ଚଢିଗଲା ପିକଅପ୍ ଭ୍ୟାନ୍ ।

କନକ ବ୍ୟୁରୋ : ରାୟଗଡ଼ା ସହରର ଜଗନ୍ନାଥ ସାହି ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ ଧକ୍କାରେ ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଓ ସଂପର୍କୀୟ ଲୋକ ରାୟଗଡ଼ା-ବିଶାଖାପାଟଣା ରାଜପଥ ଅବରୋଧ…

କରୋନାରେ ସଂକ୍ରମିତ ହେଲେ ବିଜେଡିର ସାଂସଦ ଓ ବିଧାୟକ । ଟ୍ୱିଟ୍ କରି ଦେଲେ ସୂଚନା ।

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଆଉ ଏସବୁ ଭିତରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଜେଡିର ଏହି ଦୁଇ ନେତା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। I have tested…

ନିଆଁ ଭଳି ବ୍ୟାପୁଛି କରୋନା । ଗତ ୪ ଦିନରେ ମହାରାଷ୍ଟ୍ରରେ ୩୩୮ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ସୂଚନା ।

କନକ ବ୍ୟୁରୋ :  ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗତ ଗୁରୁବାର ଦିନ କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପ‌ରେ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ଅତିକ୍ରମ କରିଛି। ସେହିପରି ଗତ ଚାରି ଦିନ ମଧ୍ୟରେ ବିଭିନ୍ନ ଡାକ୍ତରଖାନାରେ ମୋଟ ୩୩୮ଜଣ ଡାକ୍ତର…