Daily Archives

January 30, 2022

ପାଟ ଶାଢୀରେ କଳା ସଂସ୍କୃତିର ଝଲକ୍ । ଲୋକଙ୍କ ଆଦୃତି ଲାଭ କରୁଛି ପଟ୍ଟଚିତ୍ର ଶାଢୀ ।

କନକ ବ୍ୟୁରୋ: ରାଜଧାନୀରେ ତିଆରି ହେଉଛି ପଟ୍ଟଚିତ୍ର ଶାଢୀ । ପାଟ ଶାଢୀରେ ପଟ୍ଟଚିତ୍ର କଳାକୃତି । କାଞ୍ଚି ଅଭିଯାନ, ମଥୁରା ବିଜୟ, ରାସ, ସଖୀ ନୃତ୍ୟ, ଗ୍ରାମୀଣ ସମାଜର ପଟ୍ଟଚିତ୍ରକୁ ଶାଢୀରେ ଆଙ୍କୁଛନ୍ତି କଳାକାର । ପାରମ୍ପରିକ କଳା ସଂସ୍କୃତିକୁ ଶାଢୀରେ ଚିତ୍ର କରି ବେଶ ପ୍ରଶଂସା…

ଓଡ଼ିଶା ମାଟିରେ ଥାଇଲାଣ୍ଡ କୋଳି । ଚର୍ଚ୍ଚାରେ ପୋଲିସ କନଷ୍ଟେବଳ ବି.ରଞ୍ଜନ ପ୍ରଧାନ

କନକ ବ୍ୟୁରୋ: ପେଷା ପୋଲିସ ଚାକିରି କିନ୍ତୁ ନିଶା କିଛି ନୂଆ ପ୍ରଣାଳୀରେ ଚାଷ କରିବା । ବିଦେଶରୁ ଚାରା ଆଣି ଗଞ୍ଜାମ ମାଟିରେ ଥାଇଲାଣ୍ଡ ବରକୋଳି ଫଳାଇଛନ୍ତି ଜଣେ ପୋଲିସ କନଷ୍ଟେବଳ ବି.ରଞ୍ଜନ ପ୍ରଧାନ । ତାଙ୍କର ଏହି ଚାଷକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ବଜାରରେ ଚାହିଦା…

ଯୁବଚାଷୀଙ୍କୁ ରୋଜଗାର ଦେଉଛି ଅଣ୍ଡା ଦିଆ କୁକୁଡା ଫାର୍ମ । କଳିଙ୍ଗ ବ୍ରାଉନ୍ ପ୍ରଜାତିର କୁକୁଡା ଚାଷ କରିଛନ୍ତି ପ୍ରଦୀପ…

କନକ ବ୍ୟୁରୋ: ଅଣ୍ଡା ଦିଆ କୁକୁଡା ଫାର୍ମ ପ୍ରତିଷ୍ଠା କରି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ ଆଉ ରୋଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କା । ଫାର୍ମ ପ୍ରତିଷ୍ଠା ପାଇଁ ହାତରେ ଅର୍ଥ ନଥିବାରୁ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ରୁଣ ଆଣିବା ସହିତ ଏହାର ସଦୁପଯୋଗ କରି ହୋଇ ପରିଛନ୍ତି ଜଣେ…

ଚିକେନ୍ ଟିକ୍କା ଷ୍ଟଲ କରିଛନ୍ତି ଯୁବ ଇଞ୍ଜିନିୟର । ସନ୍ଧ୍ୟା ହେଲେ ଜମୁଛି ଗ୍ରାହକଙ୍କ ଭିଡ଼

କନକ ବ୍ୟୁରୋ: ଆପଣ ବଜାରରେ କିମ୍ବା ରେଷ୍ଟୁରାଣ୍ଟରେ ଅନେକ ଚିକେନ ଟିକ୍କା ଖାଇଥିବେ । ତେବେ ମାଲକାନଗିରି ସହରର ଚିକେନ ଟିକ୍କାର ସ୍ୱାଦ କିଛିଟା ଭିନ୍ନ । କାରଣ ଏହାକୁ ପ୍ରସ୍ତୁତ କରୁଛନ୍ତି ଜଣେ ଡିପ୍ଲୋମା ଇଞ୍ଜିନିୟର ଛାତ୍ର । ନିଜ ପଢା ଖର୍ଚ୍ଚ ସାଙ୍ଗକୁ ପରିବାର ପ୍ରତିପୋଷଣ କରିବାକୁ ଜଣେ…

ପଶ୍ଚିମ ଓଡ଼ିଶାର ପାରମ୍ପରିକ ମିଠା ସରସତିଆ । ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି ଏସଏଚଜି ମହିଳା

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ପାରମ୍ପାରିକ ମିଠା ସରସତିଆ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ମିଠା ପ୍ରସ୍ତୁତ କରାଯାଇ ଏବେ ବ୍ୟବସାୟ କରାଯାଉଛି । ଘରେ ଘରେ ଏହି ପାରମ୍ପରିକ ମିଠାକୁ ପହଞ୍ଚାଇବାର ଲକ୍ଷ୍ୟ ରଖିଛି ମିନାକ୍ଷୀ ଏସଏଚଜି । ଘର କାମ ସହ ଦୁଇ ପଇସା ରୋଜଗାର କରି ଲାଭବାନ…