Daily Archives

January 6, 2022

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣା: ନବୀନଙ୍କ ଟୁଇଟ୍ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏହାକୁ ନେଇ ନବୀନଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧର୍ମେନ୍ଦ୍ର…

ଦେଶରେ ଲକ୍ଷେ ମୁହାଁ କରୋନାର ଦୈନକ ସଂକ୍ରମଣ: ଗତକାଲି ତୁଳନାରେ ବଢିଲା ୫୬ ପ୍ରତିଶତ, ୫ ରାଜ୍ୟରେ ବିସ୍ଫୋରକ ସ୍ଥିତି

କନକ ବ୍ୟୁରୋ: ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଏବେ ଏକ ଲକ୍ଷ ମୁହାଁ ହେବାରେ ଲାଗିଛି । ଗତ ୨୪ ଘଂଟାରେ ସଂକ୍ରମଣ ମାମଲା ୫୬.୫ ପ୍ରିତଶତ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ବୁଧବାର ଦେଶରେ - ୯୦,୯୨୮ ନୂଆ ଆକ୍ରାନ୍ତ ଚିହ୍ନଟ -…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ବାଜି ମାରିନେଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ଏହି ମ୍ୟାଚରେ ୭ ୱିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଫଳରେ ଏବେ ଏହି ସିରିଜ ୨-୨ରେ ବରାବର ହୋଇଛି । ତୃତୀୟ ଟେଷ୍ଟ ବେଶ ରୋମାଞ୍ଚକର ରହିବ । କାରଣ ଯିଏ…

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ…

କନକ ବ୍ୟୁରୋ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକିବା ଘଟଣାରେ ଏବେ ପ୍ରଥମକରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ନିଜର ମତାମତ ଦେଇଛନ୍ତି । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ…

ତପସ୍ୱିନୀଙ୍କ ପାଇଁ ସୁମିତଙ୍କ ଘରେ ତାଲା: କୋର୍ଟଙ୍କ ରାୟକୁ ନେଇ ନୂଆ ବିବାଦ

କନକ ବ୍ୟୁରୋ: ବ୍ରହ୍ମପୁର ଜିଲ୍ଲା ଜଜ୍ ରାୟ ପରେ ସ୍ୱାମୀ ସୁମିତଙ୍କ ଘରେ ରହିବାକୁ ଆସିଥିବା ତପସ୍ୱିନୀଙ୍କ ପାଇଁ ଏବେ ଦ୍ୱାର ବନ୍ଦ ହୋଇଯାଇଛି । ଶ୍ୱଶୂର ଘର ଲୋକେ ଦ୍ୱାର ମୁହଁରେ ତାଲା ପକାଇ ଦେଇଛନ୍ତି । ଆଉ ତପସ୍ୱିନୀ ସୁମିତଙ୍କ ଘର ଗ୍ୟାରେଜରେ ରହି କାନ୍ଦୁଛନ୍ତି । କହୁଛନ୍ତି ତାଙ୍କୁ…

ଦେଶର ଦୁଇ ବଡ ସହରରେ ଡିଆଁ ମାରୁଛି କରୋନା: ଦିଲ୍ଲୀରେ ୨୪ ଘଂଟାରେ ୧୫ ହଜାର ୯୭ ନୂଆ ମାମଲା ଚିହ୍ନଟ, ମୁମ୍ବାଇରେ…

କନକ ବ୍ୟୁରୋ: ଦେଶର ଦୁଇ ପ୍ରମୁଖ ସହରରେ କରୋନା ସଂକ୍ରମଣ ଡିଆଁ ମାରୁଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ପଜିଟିଭ ମାମଲା ଦ୍ରୁତ ଗତିରେ ବଢୁଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୧୫ ହଜାର ୯୭ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ମହାମରୀ ଭୂତାଣୁରେ ଆକ୍ରାନ୍ତ ୬ ଜଣ ଆଜି ଆଖି ବୁଜିଛନ୍ତି…