Daily Archives

January 4, 2022

ଖୁବଶୀଘ୍ର ବିଶ୍ୱରୁ ଦୂର ହୋଇଯିବ ‘ଓମିକ୍ରନ’ ! କରୋନାକୁ ନେଇ ଆଶ୍ୱସ୍ତିକର ଖବର ।

କନକ ବ୍ୟୁରୋ : ଓମିକ୍ରନର ସାଂଘାତିକ ସଂକ୍ରମଣ ଭିତରେ ଗୋଟିଏ ଆଶ୍ୱସ୍ତିକର କଥା ସାମ୍ନାକୁ ଆସିଛି । ବୈଜ୍ଞାନିକଙ୍କ ଦାବି ଓମିକ୍ରନ ଯେମିତି ତୀବ୍ର ଭାବରେ ବୃଦ୍ଧି ହୋଇଛି, ସେହି ଅନୁପାତରେ କମିଯିବ । ଆମେରିକାର ରୋଗ ପ୍ରତିରୋଧକ ବିଶେଷଜ୍ଞ ମୋନିକା ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି ।…

ବିସିସିଆଇର ବଡ଼ ନିଷ୍ପତ୍ତି । ଚଳିତବର୍ଷ ପାଇଁ ସ୍ଥଗିତ ହେଲା ରଣଜୀ ଟ୍ରଫି ।

କନକ ବ୍ୟୁରୋ : ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ, ବିଭିନ୍ନ ରାଜ୍ୟରେ ପୁଣି ଥରେ ଲାଗିଲାଣି କଟକଣା । ଆଉ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଚଳିତବର୍ଷ ପାଇଁ ରଣଜୀ ଟ୍ରଫିକୁ ସ୍ଥଗିତ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୮ ରନରେ ଆଗୁଆ

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୦ ଓଭର ଖେଳି ୮୫ରନରେ ୨ଟି ୱିକେଟ ହରାଇଛି । ଏହାସହ ଭାରତ ଏବେ ୫୮ ରନରେ ଆଗୁଆ ରହିଛି । କାଲି ପୁଣି ଆରାତ ଖେଳ ଆରମ୍ଭ କରିବ । ଭାରତ…

ଓମିକ୍ରନ ସଂକ୍ରମଣର ଭୟ ଭିତରେ ଆସିଛି ଭଲ ଖବର । ବିଶ୍ୱରେ କମୁଛି କରୋନା ସଂକ୍ରମଣ ହାର । 

କନକ ବ୍ୟୁରୋ : ଗତ ଡିସେମ୍ବର ୩୦ ତାରିଖରେ ବିଶ୍ୱରେ ସର୍ବକାଳୀନ ରେକର୍ଡ ୧୯ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରଠାରୁ ଲଗାତର ଦୈନିକ ସଂକ୍ରମଣ କମିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ବିଶ୍ୱରେ ୮ ଲକ୍ଷ ୪୭ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ସ୍ପଷ୍ଟ…

ବଢ଼ୁଛି ସଂକ୍ରମଣ, ଫେରୁଛି କଟକଣା । ପୁଣି ହେବ କି ଲକଡାଉନ୍ ?

କନକ ବ୍ୟୁରୋ : ବର୍ତମାନ ଦେଶରେ ଯେତିକି କରୋନା ମାମଲା ଆସୁଛି, ସେଥିରୁ ତିନୋଟି ବଡ ସହରରୁ ଅଛି ୭୫ ପ୍ରତିଶତ ମାମଲା । ଦିଲ୍ଲୀ-ମୁମ୍ୱାଇ-କୋଲକାତାରେ କେବଳ ଦେଶର ମୋଟ୍ ସଂକ୍ରମଣର ୭୫ ଭାଗ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ପରି ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ…

ପୁଣି ସାମ୍ନାକୁ ଆସିଲା ଚୀନର ଚାଲବାଜି: ପେଙ୍ଗୟଙ୍ଗ ହ୍ରଦରେ ପୋଲ ନିର୍ମାଣ କରିବାର ସାଟେଲାଇଟରେ କଏଦ ହେଲା ଚିତ୍ର

କନକ ବ୍ୟୁରୋ: ପୂର୍ବ ଲଦାଖରେ ଚୀନ ସୀମାକୁ ଲାଗି ଥିବା ପେଙ୍ଗୟଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଲବାଜ ଚୀନ । ନିଜ ସୀମାରେ ଥିବା ହ୍ରଗଦର ଅଧା ଭାଗ ଉପରେ ବ୍ରିଜ୍ ନିର୍ମାଣ କାମ ଜୋର ସୋରରେ ଚଲାଇଛି ଡ୍ରାଗନ । ଯାହାର ଚିତ୍ର ଏବେ ସାଟେଲାଇଟ୍ରେ କଏଦ ହୋଇଛି । ଇଂଟେଲ୍ ଲ୍ୟାବ ପକ୍ଷରୁ…