Daily Archives

January 2, 2022

କାଲିଠୁ କିଶୋରଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ୯୩୯ କେନ୍ଦ୍ର ପ୍ରସ୍ତୁତ, ମାସେ ଭିତରେ ସମସ୍ତ ୧୫ ରୁ ୧୮ ବର୍ଷ…

କନକ ବ୍ୟୁରୋ : କିଶୋରଙ୍କ ଟିକାଦାନ ପାଇଁ ପ୍ରସ୍ତୁତି ସରିଛି । ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର କରାଯାଇଛି । ଆସନ୍ତାକାଲି ଠାରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ବିଦ୍ୟାଳୟ…

ମନମୋହୁଛି ଝୁନାଙ୍କ ହାତ ତିଆରି ମାଣିଆବନ୍ଧ ଶାଢୀ: ଘର କାମ ସହିତ ଶାଢି ତିଆରି କରି ରୋଜଗାରକ୍ଷମ ହୋଇଛନ୍ତି ଝୁନା

କନକ ବ୍ୟୁରୋ: ବେଶଭୁଷା ପ୍ରତି ରୁଚି ରଖୁଥିବା ନାରୀ ମାନେ ଶାଢୀକୁ ପ୍ରଥମ ପସନ୍ଦ ଭାବେ ବାଛିଥାଆନ୍ତି । ଆଉ ଏଇଥିପାଇଁ ଶାଢୀ ଦୋକନ ଗୁଡ଼ିକରେ ଜମିଥାଏ ମହିଳା ମାନଙ୍କ ଭିଡ଼ । ଅନଲାଇନ୍ ହେଉ କିମ୍ବା ଅଫଲାଇନ୍ ଶାଢୀ କିଣିବାକୁ ଅନେକ ସର୍ଚ୍ଚ କରିଥାଆନ୍ତି । ବିଶେଷକରି ପାରମ୍ପାରିକ ଶାଢୀ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଲୁଛି ହାତୀ ! ଆତଙ୍କିତ ହେଲେ ଲୋକେ । 

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନରେ ପୁଣି ଥରେ ଖୋର୍ଦ୍ଧା ସହର ମଧ୍ୟକୁ ହାତୀ ପ୍ରବେଶ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟକୁ ପଶିଆସିଥିବା ହାତୀ ଦୁଇଟିଙ୍କୁ ଘଉଡ଼ାଇବାକୁ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ଅଭିଯାନ ଚଳାଇଛନ୍ତି । ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ଜିଲ୍ଲା…

ଚିନି କଳ ଓ ମଣ୍ଡି ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଆଖୁ ଚାଷୀ: ପରିଶ୍ରମ ପରେ ବି ଆଖୁ ଚାଷୀଙ୍କୁ ମିଳୁନି…

କନକ ବ୍ୟୁରୋ: କଥାରେ ଅଛି ଆଖୁ ଲଗାଅ, ସୁନା ଫଳାଅ । ହେଲେ ଏଠି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଆଖୁ ଚାଷୀ । ଅକ୍ଳାନ୍ତ ପରିଶ୍ରମ ପରେ ବି ଆଖୁ ଚାଷୀ ପାଉନାହାନ୍ତି ଉପଯୁକ୍ତ ପାରିଶ୍ରମିକ । ଅଭାବୀ ବିକ୍ରିର ଶିକାର ହୋଇ ଛତିଶଗଡ଼ ବେପାରୀଙ୍କୁ ଶାଗ ମାଛ ଦରରେ ଗୁଡ଼ ବିକ୍ରି କରୁଛନ୍ତି ଚାଷୀ ।…

ଓଡ଼ିଶାର ଅଳସୀ ମଞ୍ଜି ଉପରେ ଆଖି ପକାଉଛି ପଡୋଶୀ: କୋରାପୁଟ ଜିଲ୍ଲାର ଗାଁ ଗାଁ ବୁଲି ମଞ୍ଜି ସଂଗ୍ରହ କରୁଛନ୍ତି ଆନ୍ଧ୍ର…

କନକ ବ୍ୟୁରୋ: ଓଡ଼ିଶାର ଅଳସୀ ମଞ୍ଜି ଉପରେ ଆଖି ପକାଇଛି ପଡୋଶୀ । କୋରାପୁଟ ଜିଲ୍ଲା ର ଗାଁ ଗାଁ ବୁଲି ମଞ୍ଜି ସଂଗ୍ରହ କରୁଛନ୍ତି ଆନ୍ଧ୍ର ଦଲାଲ । ଉପଯୁକ୍ତ ବଜାର ସୁବିଧା ନଥିବାରୁ ଚାଷୀ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । କିଲୋ ପିଛା ୩୦ ରୁ ୪୦ ଟଙ୍କାରେ କିଣିବା ପରେ ତାହାକୁ…