Monthly Archives

April 2024

ନିର୍ବାଚନ ଭିତରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଦ୍ୱିତୀୟଥର ପାଇଁ ସିଶୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

କନକ ବ୍ୟୁରୋ : ନିର୍ବାଚନ ଭିତରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତାଥା ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଜାମିନ ଆବେଦନକୁ ରାୱଜ ଏଭିନ୍ୟୁ କୋର୍ଟ ଦ୍ୱିତୀୟଥର ପାଇଁ ଖାରଜ କରିଦେଇଛନ୍ତି । ସୂଚନା ଥାଉ କି, ଦିଲ୍ଲୀ ଅବକାରୀ ନୀତି…

କାତାରରେ ପାଳନ ହେଲା ଉତ୍କଳ ଦିବସ । ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ୮୯ ତମ…

କନକ ବ୍ୟୁରୋ: ପ୍ରବାସୀ ଓଡିଆ ସଂଗଠନ 'ଉତ୍କଳିକା କାତାର' ଆନୁକୁଲ୍ୟରେ ୮୯ତମ ଉତ୍କଳ ଦିବସ ଗତ ଏପ୍ରିଲ ମାସ ୨୬ ତାରିଖରେ କାତାରସ୍ଥିତ ହଲିଡେ ଭିଲ୍ଲା ହୋଟେଲ୍ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ସଂଧ୍ୟାକୁ କାତାରସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ସଂଦୀପ…

ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ସ୍ୱାଧୀନ ଭାବେ ଲଢିବାକୁ କଲେ ଘୋଷଣା ।

କନକ ବ୍ୟୁରୋ: ବିଧିବଦ୍ଧ ଭାବେ ବିଜେଡି ଛାଡ଼ିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ବିଜେଡି ଛାଡ଼ିବା ପରେ ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବିଜୟ । କରଞ୍ଜିଆରୁ ଟିକେଟ ଆଶାୟୀ ଥିବା ବିଜୟ ନାଏକଙ୍କୁ ଟିକେଟ ନମିଳିବାପରେ ସେ ଅସନ୍ତୋଷ ଝାଡ଼ିଛନ୍ତି ।…

ଉତ୍କଳ Nuclear Medicine Update ୨୦୨୪ କର୍ମଶାଳା ଅନୁଷ୍ଠିତ

କନକ ବ୍ୟୁରୋ : ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ପରିସରରେ ଗତ ୨୪.୦୪.୨୦୨୪ ଦିନ ଉତ୍କଳ Nuclear Medicine Update ୨୦୨୪ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ ଦେଇ ଉତ୍କଳ ହସ୍ପିଟାଲର…

କିଏ ଏହି ଦିନେଶ କେ. ତ୍ରିପାଠୀ । ଯାହାଙ୍କୁ ମିଳିଲା ୨୬ ତମ ଜଳସେନା ମୁଖ୍ୟପଦ, ଯୁଦ୍ଧ ବିଶେଷଜ୍ଞ ଭାବେ ବି ବେଶ୍…

କନକ ବ୍ୟୁରୋ : ଯୁଦ୍ଧ ବିଶେଷଜ୍ଞ ଦିନେଶ କେ, ତ୍ରିପାଠୀଙ୍କୁ ମଙ୍ଗଳବାର ଦିନ ଦେଶର ୨୬ ତମ ଜଳସେନା ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ହରି କୁମାରଙ୍କ ଅବସରରେ ପରେ ଦିନେଶ କେ,ତ୍ରିପାଠୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି । ଆଡମିରାଲ ଦିନେଶ କେ. ତ୍ରିପାଠୀ ଏହା ପୂର୍ବରୁ…

ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁ, କେଉଁ କେଉଁ ଖେଳାଳି ପାଇଲେ ସ୍ଥାନ?

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଦୀର୍ଘ ସମୟର ଚର୍ଚ୍ଚା ଆଲୋଚନା ପରେ ବି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ ଉପ-ଅଧିନାୟକ ପଦରେ ରଖିଛି । ଏହାସହ ଶିଭମ ଦୁବେଙ୍କୁ ମଧ୍ୟ ବିଶ୍ୱକପ୍…