Daily Archives

January 5, 2022

ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି କି? ପାରାସିଟାମଲ୍ ଖାଇବାକୁ ମନା କଲା ଭାରତ ବାୟୋଟେକ୍ ।

କନକ ବ୍ୟୁରୋ: ଏବେ ଦେଶରେ ୧୫-୧୮ ବର୍ଷ ବୟସ୍କଙ୍କୁ ଟିକା ଦେବା ଅଭିଯାନ ଆରମ୍ଭ ହୋଇଛି। କରୋନାର ନୂଆ ଭାରିଆଣ୍ଟ ସହ ଲଢ଼ିବା ଦିଗରେ ୧୫-୧୮ ବର୍ଷ ବୟସ୍କଙ୍କୁ ପ୍ରସ୍ତୁତ କରିବାକୁ ଜାନୁଆରି ୩ରୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସରକାର। ତେବେ ଟିକା ନେବା ପରେ ପାର୍ଶ୍ବ…

ବୁଲ୍ଲି ବାଇ ଆପକୁ ନେଇ ବଢୁଛି ବିବାଦ । ମୁସଲିମ୍ ମହିଳାଙ୍କୁ ନେଇ ନିଲାମି ଡାକିବା ପଡିଲା ମହଙ୍ଗା

କନକ ବ୍ୟୁରୋ: ବୁଲ୍ଲି ବାଇ ଆପକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଘଟଣାରେ ମୁମ୍ବାଇ ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି । ତଥାପି ଏନେଇ ବିବାଦ ଥମିବାରେ ନାଁ ନେଉ ନାହିଁ । ସୋସିଆଲ ମିଡିଆରେ ସକ୍ରିୟ ଥିବା ଶହେ ଜଣ ମୁସଲିମ ମହିଳାଙ୍କୁ ବୁଲ୍ଲି ବାଇ ଆପରେ ନିଲାମ…

ଝାଡଖଣ୍ଡରେ ପକୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ହେବାରୁ ୧୬ ମୃତ, ୨୬…

କନକ ବ୍ୟୁରୋ: ଝାଡଖଣ୍ଡ ପକୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁଘଟଣା । ସାମ୍ନାରୁ ଆସୁଥିବା ଏକ ସିଲିଣ୍ଡର ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ ମୁହାଁ ମୁହିଁ ହୋଇଛି । ଫଳରେ ଘଟଣା ସ୍ଥଳରେ ହିଁ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ…

ତୁଟୁନି ତପସ୍ୱିନୀ ସୁମିତଙ୍କ କଳି । କୋର୍ଟଙ୍କ ନିର୍ଦ୍ଦେଶ ପରେ କେଉଁଠି ରହିବେ ତପସ୍ୱିନୀ ତାକୁ ନେଇ ବିବାଦ

କନକ ବ୍ୟୁରୋ: ଚର୍ଚ୍ଚିତ ତପସ୍ୱିନୀ-ସୁମିତ ମାମଲାରେ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି । କୋର୍ଟଙ୍କ ରାୟ ପରେ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରକୁ ଯାଇଛନ୍ତି ତପସ୍ୱିନୀ । କିନ୍ତୁ ଶ୍ୱଶୁର ଘର ଲୋକ ତାଙ୍କ ସାଙ୍ଗରେ ରଖିବାକୁ ରାଜି ହେଉ ନାହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମାନି ସେମାନେ…

ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ସଂଶୋଧନ ପାଇଁ କ୍ୟାବିନେଟରେ ମଂଜୁରୀ

କନକ ବ୍ୟୁରୋ: ଏଣିକି ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିର ବିକ୍ରି ପ୍ରକ୍ରିୟାକୁ ସହଜ କରି ଦେଇଛନ୍ତି ସରକାର । ଏଥିପାଇଁ ମନ୍ଦିର ଅଧିନିୟମରେ ସଂଶୋଧନ କରାଯାଇଛି । ଏହାଫଳରେ ୪୦-୫୦ ବର୍ଷ ଧରି ଜଗନ୍ନାଥଙ୍କ ଜମିରେ ରହୁଥିବା ଲୋକେ ଏଣିକି ସହଜରେ ନିଜ ନାମରେ ରେଜିଷ୍ଟ୍ରି କରାଇ ପାରିବେ ।…

ପଞ୍ଜାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିଲେନି ପ୍ରଧାନମନ୍ତ୍ରୀ । ଫ୍ଲାଏ ଓଭର ଉପରେ ଅଟକି ରହିଲା ମୋଦିଙ୍କ କାରକେଡ୍ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ବୁଧବାର ପଞ୍ଜାବ ଫିରୋଜପୁର ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ହୁସୈନୱାଲା ସ୍ଥିତ ଫ୍ଲାଏ-ଓଭରରେ ଅଟକାଇଲେ କିଛି ପ୍ରଦର୍ଶନକାରୀ । ପ୍ରାୟ ୨୦ ମିନିଟ୍ ଧରି ତାଙ୍କ ଗାଡି ଅଟକିବା ପରେ…