Daily Archives

January 25, 2022

ଗାଁକୁ ରାସ୍ତା, ପିଇବାକୁ ପାଣି ନାହିଁ ତ ଭୋଟ ନାହିଁ: ଗ୍ରାମବାସୀଙ୍କ ସମୂହ ଭୋଟ ବର୍ଜନ ନିଷ୍ପତ୍ତି  

କନକ ବ୍ୟୁରୋ: ନିର୍ବାଚନରେ ସ୍ଥାନୀୟ ଅଂଚଳର ସମସ୍ୟା ଓ ବିକାଶକୁ ପ୍ରସଙ୍ଗ କରି ନିର୍ବାଚନ ଲଢନ୍ତି ବିରୋଧୀ ଓ ଶାସକ ଦଳ । କିନ୍ତୁ ନିର୍ବାଚନ ଯାଏ, ଆଉ ଏକ ନିର୍ବାଚନ ଆସେ, ହେଲେ ସମସ୍ୟା ଯେମିତି ଥିଲା ସେମିତି ରହିଥାଏ । କେବଳ ପ୍ରତିଶ୍ରୁତିରେ ରହିଯାଏ ନେତାଙ୍କ କଥା । କିନ୍ତୁ ଏଥର…

କୋଟିଆରେ ହେବ ନିର୍ବାଚନ: ସହମତି ଭିତିରେ ପ୍ରାର୍ଥୀ ଦେବା ପାଇଁ ଫେଲ ମାରିଲା ସର୍ବଦଳୀୟ ନେତାଙ୍କ ଉଦ୍ୟମ

କନକ ବ୍ୟୁରୋ: ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀ, ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ୍ । କୋଟିଆରେ ଜିଲ୍ଲା ପରିଷଦ ପାଇଁ ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ । କୋଟିଆରେ ସହମତି ଭିତିରେ ପ୍ରାର୍ଥୀ ଦେବା ପାଇଁ ସର୍ବଦଳୀୟ ନେତାଙ୍କ ଉଦ୍ୟମ ଫେଲ ମାରିଛି । ସର୍ବଦଳୀୟ ନେତାଙ୍କ ସମ୍ମତିରେ…

ପ୍ରତିଭା ରାୟଙ୍କୁ ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାର । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଡ ସମ୍ମାନ ।

କନକ ବ୍ୟୁରୋ: ଘୋଷଣା ହେଲା ସମ୍ମାନଜନକ ପଦ୍ମ ସମ୍ମାନ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପୁରସ୍କାର । ସାହିତ୍ୟ କ୍ଷେତ୍ରରେ ନିଜର ସାଧନା ପାଇଁ ପ୍ରତିଭାଙ୍କୁ ମିଳିବ ବଡ ସମ୍ମାନ । ତେବେ ସମ୍ମାନଜନକ ପଦ୍ମଭୂଷଣ…

ପଦ୍ମ ପୁରସ୍କାର ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ପ୍ରମୋଦ । ସହଯୋଗ ପାଇଁ ରାଜ୍ୟବାସୀଙ୍କୁ ଦେଲେ ଧନ୍ୟବାଦ ।

କନକ ବ୍ୟୁରୋ : ସୁନା ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ୨୦୨୨ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା ହେବା ପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ । ପଦ୍ମଶ୍ରୀ ପୁରସ୍କାରରେ…