Browsing Category

ସ୍ପେଶାଲ୍ ରିପୋର୍ଟ

ଜୀବନ ଯାକର କଷ୍ଟ ଅର୍ଜିତ ଟଙ୍କା ଖାଇଗଲା ପୋକ, ଗୁମୁରି କାନ୍ଦୁଛନ୍ତି ଘୁଷୁରି ପାଳକ । ଜାଣନ୍ତୁ କେମିତି ପୋକ ଖାଇଗଲା…

କନକ ବ୍ୟୁରୋ: ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟଠୁ ୨ଶହ ଆଉ ୫ଶହ ଟଙ୍କିଆ ନୋଟ୍ । ଏହିଭଳି ପୁଳେ ପୁଳେ ଟଙ୍କା ଏବେ ପୋକ ପାଟିରେ ସ୍ୱାହାଃ ହୋଇଯାଇଛି । ୧୦ ହଜାର କି ୫୦ ହଜାର ନୁହେଁ ପୋକ ପାଟିରେ ପଶି ଯାଇଛି ପାଖାପାଖି ୫ ଲକ୍ଷ ଟଙ୍କା । ସକାଳୁ ଉଠିବା ପରେ ହଠାତ୍ ନିଜ ଜୀବନଯାକର ସଞ୍ଚିତ…
Read More...

ସବୁଠୁ ଶସ୍ତା ପ୍ଲାନ୍ ଆଣିଲା BSNL । ୪୭ ଟଙ୍କାରେ ମିଳିବ ଅସୀମିତ ଭଏଜ କଲିଂ, ଡାଟା ଏବଂ SMS

ଭାରତର ସବୁଠାରୁ ଶସ୍ତା ପ୍ଲାନ ଭାବେ ଆଜି ବିଏସଏନଏଲ ଏକ ରିଚାର୍ଜ ପ୍ଲାନ ଆରମ୍ଭ କରିଛି | ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ ଆଣିଛି। ଏହି ରିଚାର୍ଜ ଯୋଜନାରେ ଅସୀମିତ ଭଏସ୍ କଲିଂ (ବିଏସଏନଏଲକୁ ଅସୀମିତ…
Read More...

ଠକର ସୌଦାଗର ନଟବରଲାଲ । ଯିଏ ବିଦେଶୀ ଲୋକଙ୍କୁ ଭୂଆଁ ବୁଲାଇ ବିକ୍ରି କରିଦେଇଥିଲା ତାଜମହଲ, ଲାଲକିଲ୍ଲା ଏବଂ ସଂସଦ ।

କନକ ବ୍ୟୁରୋ: ଠକାମିର ବାଦଶାହ,ଠକର ସୌଦାଗର ନଟବରଲାଲ । ଇଏ ସେଇ ନଟବରଲାଲ ଯିଏ ବିଦେଶୀ ହାତରେ ବିକ୍ରି କରିଦେଇଥିଲା ତାଜମହଲ ଆଉ ଲାଲକିଲ୍ଲା । ଥରେ କି ଦୁଇ ଥର ନୁହେଁ ବିଦେଶୀ ଲୋକଙ୍କୁ ଭୂଆଁ ବୁଲେଇ ତିନି ତିନି ଥର ଏହି ଠକ ତାଜମହଲ ଆଉ ଲାଲକିଲ୍ଲାକୁ ବିକ୍ରି କରିଦେଇଥିଲା । ଖାଲି ସେତିକି…
Read More...

ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ନୂଆ ଉଦଭାବନ । ତିଆରି କଲେ ବିନା ଇନ୍ଧନ ଚାଳିତ ଘାସ କଟା ମେସିନ୍ । ପେଡେଲ ମାରିଲେ…

ପେ‌ଟ୍ରୋଲ ନା ଡିଜେଲ ନା ଅନ୍ୟ କୌଣସି ଇନ୍ଧନ। ସିଟ୍‌ରେ ବସି ପେଡେଲ ମାରିଲେ କଟୁଛି ଘାସ, ଅନାବନା ବୁଦା। ସ୍କୁଲ କଲେଜ ହତା ହେଉ ଅବା ଯେ ‌କୌଣସି ସ୍ଥାନରେ ଅନାବନା ଘାସ କାଟିବାରେ ଏହି ମେସିନ୍‌ ତାର କରାମତି ଦେଖାଉଛି। ବିନା ଇନ୍ଧନରେ ଏଭଳି ଏକ ନିଆରା ଘାସ କଟା ମେସିନ୍‌କୁ ପ୍ରସ୍ତୁତ…
Read More...

ଆଇପିଏଲର ଦାମୀ ଖେଳାଳି । ନିଲାମୀରେ ହିରୋ ସାଜିଲେ ମୋରିସ, କିନ୍ତୁ ଏବେ ବି ଅଧିକ ଟଙ୍କା ପାଉଛନ୍ତି କ୍ୟାପଟେନ କୋହଲି ।

କନକ ବ୍ୟୁରୋ : ସରିଛି ଆଇପିଏଲ ନିଲାମୀ । ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ ଚଳିତ ନିଲାମୀରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ କରିଛନ୍ତି । ଏପରିକି ଆଇପିଏଲ ଇତିହାସରେ ମୋରିସ ସର୍ବାଧିକ ଟଙ୍କାରେ ବିକ୍ରି ହେବାର ରେକର୍ଡ ନିଜ ନାଁରେ କରିଛନ୍ତି । ମୋରିସଙ୍କୁ…
Read More...

କେନ୍ଦ୍ରମନ୍ତ୍ରୀ ଏବେ ଭାବୁଛନ୍ତି, ରାଜ୍ୟ ସ୍ୱଚ୍ଛତାର ସହ ଧାନ କିଣି ଚାଲିଛି । କେନ୍ଦ୍ରକୁ ବଡ ବାର୍ତ୍ତା ଦେଲେ…

କନକ ବ୍ୟୁରୋ: ଚାଷୀ ଉତ୍ପାଦକୁ ସଠିକ ଆଉ ସ୍ୱଛ ବ୍ୟବସ୍ଥାରେ କିଣିବାକୁ ରାଜ୍ୟଗୁଡିକ ଚାଷୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଫଳରେ ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ ।…
Read More...

ମାଲିକର କଥା ମାନି ଫଟା ଫଟ୍ ପରିବା କାଟୁଛି ମାଙ୍କଡ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ…

ସାଧାରଣତଃ ମାଙ୍କଡ଼ମାନେ ମଣିଷଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଥିବା ବେଳେ କେତେବଳେ ମାଙ୍କଡ଼ ଛୋଟ ଛୁଆଙ୍କୁ ଉଠାଇ ନେଇଥିବାର ଘଟଣା ସାମ୍ନାକୁ ଆସିଛି।  ଅପରପକ୍ଷରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାଙ୍କଡ଼କୁ ନିଜ ଛୁଆ ଭଳି ରଖିଥାଆନ୍ତି। ତେବେ କୌଣସି ମାଙ୍କଡ଼ ଘର କାମରେ ତାର…
Read More...

କ୍ଷୀର ବ୍ୟବସାୟ ପାଇଁ ଟ୍ରାଫିକ ଦେଉଥିଲା ଟେନସନ । ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଦେଲେ ଚାଷୀ, ଚର୍ଚ୍ଚାରେ…

କନକ ବ୍ୟୁରୋ : ଆଉ ଟେନସନ ଦେବନି ଟ୍ରାଫିକ । କ୍ଷୀର ବିକ୍ରି ବେଳେ ଆଉ ବାଧା ଦେବନି ରାସ୍ତାର ଭିଡ କି ଟ୍ରାଫିସ ସମସ୍ୟା । କାରଣ ଟ୍ରାଫିକ ଟେନସନକୁ ଟାଟା କରିବାକୁ ହେଲିକପ୍ଟର କିଣିଦେଲେ ଦୁଗ୍ଧ ଚାଷୀ । ନିଜ ବ୍ୟବସାୟକୁ ସୁଗମ କରିବାକୁ ୩୦ କୋଟିର ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ…
Read More...

କାମ ଦେଇନଥିଲା ବିଭୂତି…ରକ୍ଷା କରିପାରିନଥିଲା ସିମେଣ୍ଟ ଗାଈ । ଦେଖନ୍ତୁ କେମିତି ହଠାତ୍ ସୁନାମି ଭଳି ଭୁଶୁଡି…

କନକ ବ୍ୟୁରୋ : ମଥାରେ ଚନ୍ଦନ ଚିତା, ଆଉ ବେକରେ ଭର୍ତ୍ତି ଫୁଲମାଳ । ରାଜା ରାଜୁଡା ଭଳି ସିଂହାସନ ଆଉ ରାଜକୀୟ ଠାଣି । ଠିକ୍ ୬ ବର୍ଷ ତଳେ କମ୍ପୁଥିଲା କେନ୍ଦ୍ରାପଡାର ବାରିମୂଳ ଆଶ୍ରମ । ବାବା ସାରଥୀଙ୍କ ଦର୍ଶନ କରିବାକୁ ଆଉ ପ୍ରବଚନ ଶୁଣିବାକୁ ଜମୁଥିଲା ଲୋକଙ୍କ ଭିଡ । ବାରିମୂଳରେ ଛିଡା…
Read More...

ସିଏମ‌ସି ଫୁଡ୍‌ ସେଫ୍ଟି ଅଫିସରଙ୍କ ଚାଞ୍ଚଲ୍ୟକର ତଥ୍ୟ: ‘ପୂଜା ଘିଅ’ ନାଁରେ କୌଣସି ସାମଗ୍ରୀ ବିକ୍ରି…

କନକ ବ୍ୟୁରୋ : ସିଏମ‌ସିର ଫୁଡ୍‌ ସେଫ୍ଟି ଅଫିସରଙ୍କ ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ । ସିଏମସି ଫୁଡ ସେଫଟି ଅଫିସର ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି ଯେ ପୂଜା ଘିଅ ନାଁରେ ସେଭଳି କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ କରାଯାଇନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ। ଲୋକେ ଏଥିପ୍ରତି…
Read More...