Daily Archives

January 20, 2022

ଭାରତୀୟ ଯୁବକଙ୍କୁ ଅପହରଣ କଲା ଚୀନ ଆର୍ମି! ଟ୍ୱିଟ୍ କରି ସୂଚନା ଦେଲେ ସାଂସଦ ତାପ୍ରି ଗାଓ

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ଏଲଏସି ନିକଟବର୍ତୀ ଗାଁ ଜିନ୍ଦୋରରେ ୧୭ ବର୍ଷିୟ ଯୁବକକୁ ଅପହରଣ କରି ନେଇଛି ଚୀନ ସେନା । ଏନେଇ ପ୍ରଥମେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସାଂସଦ ତାପ୍ରି ଗାଓ । ଟ୍ୱିଟ୍ କରି ସେ କହିଛନ୍ତି, ୧୭ ବର୍ଷୀୟ ଯୁବକ ମିରାମ ତରୋନ୍କୁ ଚୀନ ଆର୍ମି ଅପହରଣ କରି ନେଇଛି ।…

ଗୋଆ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଲିଷ୍ଟରେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅର ନା । ତେଜିଲା…

କନକ ବ୍ୟୁରୋ: ଗୋଆର ୪୦ଟି ବିଧାନ ସଭା ଆସନରୁ ୩୬ଟି ସିଟ ପାଇଁ ପ୍ରାର୍ଥୀଙ୍କ ନା ଘୋଷଣା କରିଛି ବିଜେପି । କିନ୍ତୁ ତାଲିକାରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ନାଁ ନାହିଁ । ଯାହାକୁ ନେଇ ତେଜୁଛି ରାଜନୀତି । ଉତ୍ପଳଙ୍କୁ ବିଜେପି ଟିକେଟ୍ ନଦେବା…

ପାଖେଇ ଆସୁଛି ନିର୍ବାଚନ, ତେଜୁଛି ରାଜନୀତି । ଉତ୍ତରପ୍ରଦେଶରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ପ୍ରିୟଙ୍କା ମୋର୍ଯ୍ୟ

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହେବାରେ ଲାଗୁଛି ରାଜନୀତି । ପ୍ରତ୍ୟେକ ଦିନ ନେତାଙ୍କ ଦଳ ପରିବର୍ତନ ନେଇ ଖବର ସାମ୍ନାକୁ ଆସିଛି । କଂଗ୍ରେସର ପୋଷ୍ଟର ଗର୍ଲ ଭାବେ ପରିଚିତ ପ୍ରିୟଙ୍କା ମୋର୍ଯ୍ୟ ନିଜ ଦଳ ଛାଡି ଏବେ…

ବୁଲିବାଇ ଆପ୍ ମାମଲାରେ ବ୍ରଜରାଜନଗରରୁ ଗିରଫ ହେଲେ ଯୁବକ । ମୁସଲମାନ ମହିଳାଙ୍କୁ ବଦନାମ୍ କରିବା ଉଦ୍ଦେଶ୍ୟରେ ବ୍ୟବହାର…

କନକ ବ୍ୟୁରୋ: ବୁଲିବାଇ ଆପ୍ ମାମଲାରେ ଓଡିଶାରୁ ଝାରୁସୁଗୁଡା ବ୍ରଜରାଜନଗରରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଇବପିଟ ଅଞ୍ଚଳର ନିରଜ କୁମାର ସିଂ ଓ ତାଙ୍କ ବୟସ ୨୮ବର୍ଷ ବୋଲି ଜଣାପଡିଛି । ନିରଜଙ୍କୁ ଜାନୁଆରୀ ୨୬ ସୁଦ୍ଧା ମୁମ୍ବାଇ କୋର୍ଟରେ ହାଜର କରାଯିବ ।…

ଗଞ୍ଜାମରେ ଗାଇଡଲାଇନର ଖୋଲା ଉଲ୍ଲଙ୍ଘନ । ନାମାଙ୍କନ ଦାଖଲ ବେଳେ ଶୋଭାଯାତ୍ରାରେ ସାମିଲ ହେଲେ ଶହ ଶହ ଲୋକ

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ଏହି ଗାଇଡଲାଇନର ଧଜିଆ ଉଡିଛି ଗଞ୍ଜାମରେ । ଗଞ୍ଜାମର ଦୁଇଟି ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଶୋଭାଯାତ୍ରା ବାହାରିଛି । ବାଜା, ବାଣ ଓ ସ୍ଲୋଗାନରେ ଏମିତି ଲାଗୁଛି ଯେମିତି ନିୟମକୁ…

ପୁଣି ରାଜରାସ୍ତାରେ ଗର୍ଜିଲେ ଓଡିଆ ପାଇକ । ବିଦ୍ରୋହକୁ ମାନ୍ୟତା ମିଳିଲାନି, ମେଢକୁ ବି ନା’

କନକ ବ୍ୟୁରୋ: ଆନ୍ଦୋଳନ ଏକ କିନ୍ତୁ ପ୍ରସଙ୍ଗ ଅଲଗା । ରାଜରାସ୍ତାରେ ପୁଣି ଗର୍ଜିଲେ ଓଡିଆ ପାଇକ । ପୂର୍ବରୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନମିଳିବାରୁ କରିଥିଲେ ପ୍ରତିବାଦ । ଆଉ ଏବେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପାଇକ ବିଦ୍ରୋହ ସମ୍ବଳିତ ଓଡିଶାର…