Daily Archives

January 13, 2022

ବଢିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ: କାର୍ଯ୍ୟକାଳ ୬ ମାସ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ…

କନକ ବ୍ୟୁରୋ: ବଢ଼ିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ସର୍ଭିସ ପିରିୟଡ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଦେଲେ ଅନୁମତି । ୬ ମାସ ପର୍ଯ୍ୟନ୍ତ ବଢ଼ିବ ଅବଧି । ଫେବ୍ରୁଆରୀ ୨୮ରେ ସରୁଥିଲା ତାଙ୍କର କାର୍ଯ୍ୟକାଳ ।

ବଡ ଅଡୁଆରେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦଳୀୟ ନେତା ମାଗିଲେଣି ଇସ୍ତଫା

କନକ ବ୍ୟୁରୋ: ଦେଶରେ କରୋନାର ଭୟ ଭିତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ କୋଭିଡ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି । ମେ, ୨୦୨୦ରେ ବ୍ରିଟେନରେ କୋଭିଡ କଟକଣା ଜାରି ହୋଇଥଲା । ଏହି ସମୟରେ ଡାଉନିଂଷ୍ଟ୍ରିଟରେ ବୋରିଶ ଗାର୍ଡେନ ପାର୍ଟି କରିଥିଲେ । ଏଥିପାଇଁ ସେ ଇମେଲ୍ ଜରିଆରେ…

ୟୁପିରେ ବିଜେପର ଆଉଟଗୋଇଙ୍ଗ ଜାରି: ୭୨ ଘଂଟାରେ ୧୨ରୁ ଅଧିକ ବିଧାୟକଙ୍କ ଇସ୍ତଫା

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ପରେ ଏବେ ଘାଟାରେ ବିଜେପି । ମଙ୍ଗଳବାରରୁ ଗୁରୁବାର ଅପରାହ୍ନ ସୁଦ୍ଧା ୭୨ ଘଂଟାରେ ତିନି ମନ୍ତ୍ରୀ ସମେତ ୧୨ ବିଧାୟକ ଇସ୍ତଫା ଦେଇଛନ୍ତି । ଏଥିମଧ୍ୟରୁ ଗୁରୁବାର କେବଳ ୬ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଆଗକୁ ଏହି ସଂଖ୍ୟା ବଢିପାରେ । ପ୍ରଥମେ…

ନରୱଣେଙ୍କ ନାଲିଆଖି ପରେ ଚୀନ ରଖିଲା ପ୍ରତିକ୍ରିୟା: କହିଲା, ଦୁଇ ଦେଶର ବାର୍ତ୍ତା ଚାଲିଥିବା ବେଳେ ଏପରି ବିବୃତ୍ତି…

କନକ ବ୍ୟୁରୋ: ଦେଶର ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରଭଣେ କହିଥିଲେ ୧୮ ମାସ ଭିତରେ ଭାରତର ଶକ୍ତି ବଢିଛି । ସେ ଆଶ୍ୱସନା ଦେବାକୁ ଯାଇ କହିଥିଲେ ଯୁଦ୍ଧ ହେଲେ ଭାରତ ବିଜୟୀ ହୋଇ ଫେରିବ । ଆର୍ମି ମୁଖ୍ୟଙ୍କ ଏପରି ବୟାନ ପରେ ଜବାବ ରଖିଛି ଚୀନ୍ । ଭାରତ ଏପରି ବୟାନବାଜି କରିବା ଠିକ୍ ନୁହେଁ ବୋଲି…

ପୁଣି ଅଦିନିଆ ବର୍ଷା ଚାଷୀଙ୍କୁ କଲା କଲବଲ । ବର୍ଷା ଓ କୁଆପଥର ମାଡରେ ନଷ୍ଟ ହୋଇଗଲା ଫସଲ ।

କନକ ବ୍ୟୁରୋ : ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡରେ ପୁଣି ଚଡକ ପକାଇଛି । କେଉଁଠି ଅମଳ ଧାନ ମଣ୍ଡିରେ ଭିଜି ଓଦା ହୋଇଯାଇଛି ତ ଆଉ କେଉଁଠି ପରିବା ଫସଲ କିଆରିରେ ପାଣି ଠିଆ ହୋଇଛି । ଆସନ୍ତୁ ଜାଣିବା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀର ଅସରନ୍ତି ଦୁଃଖର କାହାଣୀ । ଅଦିନିଆ ବର୍ଷାରେ…

ମିଳୁନି କୋଭିଡ ସଂକ୍ରମିତଙ୍କ ତଥ୍ୟ! ଘରେ ରହି ଟେଷ୍ଟ କିଟ୍ ଜରିଆରେ ପରୀକ୍ଷା କରାଉଛନ୍ତି ଲୋକେ 

କନକ ବ୍ୟୁରୋ: ଆଇସିଏମଆର ଟେଷ୍ଟିଂ ନିୟମରେ ପରିବର୍ତନ କରିଥିବାରୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ସଠିକ୍ ଆସିପାରୁନି ବୋଲି ଜଣାପଡିଛି । ଅନ୍ୟପଟେ ଆରଟିପିସିଆର ଟେଷ୍ଟ ବଦଳରେ ଲୋକେ ଘରେ ରହି ଟେଷ୍ଟ କିଟ୍ ଜରିଆରେ ପରୀକ୍ଷା କରାଉଛନ୍ତି । ତେଣୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ସଠିକ ଆସିପାରୁନି…