Monthly Archives

February 2024

ମା’ ହେବେ ଅଭିନେତ୍ରୀ ଦୀପିକା ପାଦୁକୋନ: ସୋସିଆଲ ମିଡିଆରେ ଦେଲେ ସୂଚନା

କନକ ବ୍ୟୁରୋ: ଯେଉଁ ଖବରକୁ ନେଇ ବେଶ କିଛି ଦିନ ହେବ ବଲିଉଡରେ ଚର୍ଚ୍ଚା କରାଯାଉଥିଲା ଏବେ ତା ଉପରୁ ପର୍ଦ୍ଦା ଉଠିଛି । ଖୁବ ଶିଘ୍ର ମା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ସୋସିଆଲ ମିଡିଆରେ ଦୀପିକା ଓ ରଣବୀର ଏକ ଫଟୋ ଓ ଲେଖା ପୋଷ୍ଟ କରି ପ୍ରଶଂସକଙ୍କ ସହ ଖୁସି ଖବର…

ଆମେରିକା ଟେକ୍ସାସ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ: ୫ଲକ୍ଷ ଏକର ଜଙ୍ଗଲ ଜମି ଜଳିପୋଡ଼ି ପାଉଁଶ

କନକ ବ୍ୟୁରୋ: ଦୁଇ ଦିନ ମଧ୍ୟରେ ବଦଳିଛି ଆମେରିକା ଟେକ୍ସାସ । ଏଠାକାର ସବୁଠୁ ବଡ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ପରେ ବର୍ତମାନର ସ୍ଥିତି କିଛି ଏଭଳି ରହିଛି । ଭୀଷଣ ଅଗ୍ନିକାଣ୍ଡର ପ୍ରକୋପରୁ ବର୍ତିପାରି ନାହାଁନ୍ତି ମଣିଷ, ପଶୁପକ୍ଷୀ,ବନ୍ୟପ୍ରାଣୀ । ରାସ୍ତାଠୁ ଆକାଶ ଧୂଅାଁମୟ ହୋଇପଡିଛି ।…

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ପାଇଁ ଜାମନଗରରେ ଅତିଥିଙ୍କ ଭିଡ଼: ଦେଶବିଦେଶରୁ ଆସି ପହଁଚିଛନ୍ତି…

କନକ ବ୍ୟୁରୋ: ମାର୍ଚ୍ଚ ୧ଠାରୁ ୩ଦିନ ଧରି ଜାମନଗରରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମ । ଉତ୍ସବମୁଖର ଅମ୍ବାନୀ-ମର୍ଚ୍ଚାଂଟ ପରିବାର । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଟଙ୍କ ବାହାଘର ପୂର୍ବରୁ ଜାମନଗରରେ ୩ଦିନିଆର ପ୍ରି-ୱେଡିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହା ପୂର୍ବରୁ ୨୮ ତାରିଖ…

କର୍ଣ୍ଣାଟକ ବିଧାନସଭାରେ ହଟଗୋଳ: କଂଗ୍ରେସ ସାଂସଦ ସୟଦ ନସୀର ହୁସେନ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ପରେ ଗିରଫ ଦାବି…

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭାରେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା । ଏହା ବିରୋଧରେ ବିଧାନସଭା ବାହାରେ ଜୋରଦାର ପ୍ରତିବାଦ କରିଛି ବିଜେପି । କଂଗ୍ରେସ ସାଂସଦ ସୟଦ ନସୀର ହୁସେନ ପାକିସ୍ତାନ ଜିନ୍ଦାବାଦ ନାରା ଦେବା ପରେ ତାଙ୍କ ଗିରଫ ଦାବି କରିଛି ବିଜେପି । ସେପଟେ ମୁଖ୍ୟମନ୍ତ୍ରୀ…

ବିଜେପି ଆଜି ଘୋଷଣା କରିପାରେ ୧୦୦ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

କନକ ବ୍ୟୁରୋ: ବିଜେପି ଆଜି ଘୋଷଣା କରିପାରେ ଶହେ ଲୋକସଭା ପ୍ରାର୍ଥୀଙ୍କ ନାଁ । ଏଥିପାଇଁ ଦିଲ୍ଲୀରେ ବିଜେପି ନିର୍ବାଚନ କମିଟିର ବୈଠକ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ…

ସରିଲା ୫୫ଦିନର ଲୁଚକାଳି ଖେଳ, ବନ୍ଧା ହେଲା ଶେଖ୍ ଶାହାଜାହାନ: ୧୦ ଦିନିଆ ରିମାଣ୍ଡରେ ସନ୍ଦେଶଖାଲି ମାମଲାର ମୁଖ୍ୟ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲାର ମାଷ୍ଟରମାଇଣ୍ଡକୁ ଡବଲ ଝଟକା । ଯୌନଉତ୍ପୀଡୀନ, ଜମି ଦୁନୀର୍ତି ଓ ଅନ୍ୟାନ୍ୟ ମାମଲାର ଅଭିଯୁକ୍ତ ଖେଖ ଶାହାଜାନ ଗିରଫ ହେବା ସହ ଟିଏମସିରୁ ନିଲମ୍ବିତ କରାଯାଇଛି । ପ୍ରାୟ ୫୫ଦିନର ଲୁଚକାଳି ପରେ ୨୪ପ୍ରଗଣାରୁ ସନ୍ଦେଶଖାଲିରୁ ଶେଖ ଶାହାଜାନକୁ…