Daily Archives

January 8, 2022

ଅସହ୍ୟ ଥଣ୍ଡାକୁ ଆଣ୍ଠୁଏ ବରଫ: ତଥାପି ଛିଡ଼ା ହୋଇଛନ୍ତି ଭାରତର ବୀର। ସୀମା ସୁରକ୍ଷାରେ ଥିବା ସାହସୀ ଯବାନଙ୍କୁ ଦେଶ…

କନକ ବ୍ୟୁରୋ: ଶୀତ ଦିନେ ପାରଦ ଟିକେ ତଳକୁ ଖସିଲେ, ଏଠି ଆମେ ଝରକା କବାଟ କିଳି ଡବଲ କମ୍ବଳ ତଳେ ଶୋଇ ପଡୁଛେ, ହେଲେ ସେଠି ଯବାନଙ୍କ ପାଖରେ ନା ଅଛି ଛାତ, ନା କେଇ ସେକେଣ୍ଡ ପାଇଁ ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଗଛ। ବରଂ ତୁହା କୁ ତୁହା ବରଫ ବର୍ଷା ଚାରିଆଡୁ ଦାନ୍ତକୁ ଦାନ୍ତରେ ମାଡ କରୁଥିବା…

ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଲା । ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଲା  । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି  । ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ଏହି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି  । ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ସରକାରଙ୍କ…

କରୋନା କଟକଣା ମାନିନେଲି ଶ୍ରଦ୍ଧାଳୁ: କିଓସ୍କ ଭାଙ୍ଗି ଶ୍ରୀମନ୍ଦିର ପ୍ରବେଶ କଲେ ଶତାଧିକ ଭକ୍ତ

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢ଼ିବା କାରଣରୁ ଶ୍ରୀମନ୍ଦିରରେ କଟକଣା ଆରମ୍ଭ ହୋଇଯାଇଛି। କଟକଣା ଲାଗି ସୋମବାର ଠାରୁ ସାଧାରଣ ଭକ୍ତଙ୍କ ଲାଗି ଜଗାଦର୍ଶନ ବନ୍ଦ ରହିବ। କିନ୍ତୁ ପ୍ରତି ରବିବାର ଦିନ ଜଗନ୍ନାଥ ମନ୍ଦିର ସାନିଟାଇଜ୍‌ କରାଯାଉଥିବାରୁ ଏହି ଦିନରେ ମଧ୍ୟ ଭକ୍ତଙ୍କୁ ପ୍ରବେଶ ମନା…

୨୦୨୧-୨୨ରେ ୯. ୨ ପ୍ରତିଶତ ବୃଦ୍ଧି ପାଇବ ଭାରତର ଅଭିବୃଦ୍ଧି ହାର । ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା…

କନକ ବ୍ୟୁରୋ: ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ହାର ୯. ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । କୃଷି, ନିର୍ମାଣ, ପରିବହନ, ହୋଟେଲ ,ଟ୍ରେଡ୍ କ୍ଷେତ୍ରରେ ବିକାଶ ଯୋଗୁ ଅଭିବୃଦ୍ଧି ହାର ବୃଦ୍ଧି ପାଇବ ବୋଲି କୁହାଯାଇଛି । ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଆଜି…

ଭାରତ ବାୟୋଟେକର ଦାବି: କୋଭାକ୍ସିନ ବୁଷ୍ଟର ଡୋଜ୍ ନିରାପଦ ଓ ପ୍ରଭାବୀ

କନକ ବ୍ୟୁରୋ: ଭାରତରେ ଓମିକ୍ରନ ଆସିବା ପରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଯାଇଛି । ମାତ୍ର କିଛି ଦିନ ଭିତରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଯାଇଛି । ଏହାର ମୁକାବିଲା ପାଇଁ ଲୋକମାନଙ୍କୁ ବୁଷ୍ଟର ଡୋଜ କରୋନା ଟିକା ଦେବାକୁ ଯୋଜନା ଚାଲିଛି । ଏହି ପରିସ୍ଥିତି ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ…

କାଜାଖସ୍ତାନ ସ୍ଥିତି ଅଣାୟତ୍ତ: ବିଦ୍ରୋହୀଙ୍କ ସହ ଆଲୋଚନା ପାଇଁ ମନା କଲେ ଟୋକାଏଭ, ଗୁଳି କରିବା ନିର୍ଦ୍ଦେଶ ଦୋହରାଇଲେ

କନକ ବ୍ୟୁରୋ: କାଜାଖସ୍ତାନରେ ଚାଲିଥିବା ହିଂସାକାଣ୍ଡ ସାମାନ୍ୟ କମିଥିଲେ ବି ଏପର୍ୟ୍ୟନ୍ତ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ବିଦ୍ରୋହୀମାନଙ୍କ ଆଲୋଚନା ପାଇଁ ଅନ୍ତର୍ଜାତୀୟ ସଂପ୍ରଦାୟ କରିଥିବା ନିବେଦନକୁ ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେଭ୍ ଖାରଜ କରିଦେଇଛନ୍ତି । ଏହା ସହିତ…