Daily Archives

January 14, 2022

ବିକାନେର ଏକ୍ସପ୍ରେସ ଦୁର୍ଘଟଣାସ୍ଥଳ ବୁଲି ଦେଖିଲେ ରେଳ ମନ୍ତ୍ରୀ: ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଲେ, ମୃତାହତଙ୍କ…

କନକ ବ୍ୟୁରୋ: ବିକାନେର-ଗୌହାଟି ଏକ୍ସପ୍ରେସ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଜଲପାଇଗୁଡି ନ୍ୟୁ ଦୋମହନି ରେଲୱେ ଷ୍ଟେସନ ନିକଟ ଦୁର୍ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କ ସହ ଯାଇ କେନ୍ଦ୍ରମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଦୁର୍ଘଟଣା ନେଇ ରେଳ ବିଭାଗର…

ଦକ୍ଷିଣ ଆଫ୍ରିକାରେ କମୁଛି କରୋନା ସଂକ୍ରମଣ: ବିଶେଷଜ୍ଞଙ୍କ ମତ ଡେଲ୍ଟାର ସ୍ଥାନ ଓମିକ୍ରନ୍ ନେବା ପରେ କମୁଛି ନୂଆ ମାମଲା

କନକ ବ୍ୟୁରୋ: ଗୁରୁବାର ଏକ ବିବୃତି ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତି ଯୋଗୁଁ ଆସିଥିବା କରୋନାର ଚତୁର୍ଥ ଲହର ପ୍ରାୟ ୬ ମାସର ଦ୍ରୁତ ସଂକ୍ରମଣ ପରେ କମିବା ଆରମ୍ଭ ହୋଇଛି । ୬ ସପ୍ତାହ ଧରି ଦେଶରେ ପ୍ରାୟ ୧ କୋଟି ସୋକଙ୍କୁ ସଂକ୍ରମିତ…

ଦେଶରେ ଦୈନିକ ସଂକ୍ରମଣ ଉପର ମୁହାଁ: ୨୪ଘଂଟାରେ ୨ଲକ୍ଷ ୬୪ ହଜାର ନୂଆ ମାମଲା

କନକ ବ୍ୟୁରୋ: ଦେଶରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ମୋଟ୍ ୨ ଲକ୍ଷ ୬୪ ହଜାର ୨୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ତୁଳନାରେ ଦୈନିକ ସଂକ୍ରମଣ ୬.୭ ପ୍ରତିଶତ ବୃଦ୍ଧି ପଇଛି । ସେହିପରି ଗତ ୨୩୯ ଦିନରେ ଏହା ସର୍ବାଧିକ । ସ୍ୱାସ୍ଥ୍ୟ…

ଉତରପ୍ରଦେଶରେ ଜୋର ଧରିଲା ନେତାଙ୍କ ଦଳ ଡିଆଁ ପର୍ବ: ସମାଜବାଦୀ ପାର୍ଟିରେ ସାମିଲ ହେଲେ ବିଜେପିର ୮ ବିଦ୍ରୋହୀ ବିଧାୟକ 

କନକ ବ୍ୟୁରୋ: ପାଂଚ ରାଜ୍ୟରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ଗତିବିଧୀ ସେତେ ଜୋର ଧରିଛି । ବିଧାନସଭା ନିର୍ବାଚନ ହାତ ଗଣତି କିଛି ଦିନ ରହିଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜୋର ଧରିଛି । ଆଜି ବିଜେପିରୁ ଦୁଇ ଦିନ ତଳେ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ…

ପୁଣି ଖବରରେ ଢିଙ୍କିଆ: ପସ୍କୋ ବେଳେ ବିବାଦରେ, ଏବେ ଜେଏସଡବ୍ଲ୍ୟୁ ପାଇଁ ଉତ୍ତେଜନା

କନକ ବ୍ୟୁରୋ: ପୁଂଜିଭୁତ ଅସନ୍ତୋଷ ନା ଶିଳ୍ପାୟନକୁ ବିରୋଧ କରିବାର ମାନସିକତା ପୁଣି ଢିଙ୍କିଆକୁ ବିବାଦୀୟ କରିଛି, ତାର କାରଣ ଖୋଜିବାକୁ ଆମେ ଚେଷ୍ଟା କରିଥିଲୁ । ପାରମ୍ପାରିକ ଭାବେ ଧାନ, ପାନ, ମୀନ ଉପରେ ନିର୍ଭର କରି ଚଳି ଆସୁଥିବା ଲୋକେ ନିଜର ଅସୁରକ୍ଷିତ ଭବିଷ୍ୟତକୁ ନେଇ ସନ୍ଦିହାନ ହେବା…

ଅଦିନିଆ ବର୍ଷା ସାଜିଲା କାଳ: ବର୍ଷା ଯୋଗୁଁ ମଣ୍ଡିରେ ପଶିଗଲା ପାଣି, ଭିଜିଗଲା ଧାନ 

କନକ ବ୍ୟୁରୋ: ଅଦିନିଆ ବର୍ଷା ପୁଣି ଥରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ବର୍ଷକ ଜାକ ପରିଶ୍ରମ କରି ଜମିରେ ସୁନା ଫଳାଇ ଦି ପଇସା ରୋଜଗାର କରିବ ଭାବି ମଣ୍ଡିକୁ ବିକ୍ରି କରିବାକୁ ଧାନ ଆଣିଥିଲା ଚାଷୀ । ହେଲେ ବର୍ଷା ଯୋଗୁଁ ମଣ୍ଡିରେ ପାଣି ପଶିଯିବାରୁ ଧାନ ଭିଜି ଯାଇଛି । କୁଚିଣ୍ଡା,ଗୁଣୁପୁର,…