Advertisment
ବଜାରରେ ହୁ ହୁ ହୋଇ ବଢ଼ୁଥିବା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ କିଛି ଦିନ ହେଲା ଆଳୁ ଦରରେ ବ୍ରେକ ଲାଗୁନଥିବା ବେଳେ ଏବେ ଅଣ୍ଡା ଦର ଆକାଶଛୁଆଁ ହୋଇଛି।
Advertisment
ନ୍ୟୁଜ୍ ବୁଲେଟିନ୍
Advertisment
ଦେଶ ବିଦେଶ
କପୁର ପରିବାର ସହ ମୋଦୀଙ୍କ ସାକ୍ଷାତକାରକୁ ନେଇ ତେଜିଛି ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ
ବଲିଉଡର ଚର୍ଚ୍ଚିତ କପୁର ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାରକୁ ନେଇ ତେଜିଛି ରାଜନୀତି । ଏହି ଭେଟଘାଟକୁ ନେଇ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଟାର୍ଗେଟ୍ ।
କନକ ଏକ୍ସକ୍ଲୁସିଭ୍
ସତରେ ପ୍ରେମକୁ ଦେଖାଯାଏନି । କେବଳ ଅନୁଭବ ଆଉ ଆଖିର ଝାପ୍ସା ଇସାରାରେ ହିଁ ବନିଯାଏ ଯୋଡ଼ି ।
ଭଦ୍ରକ କାଳୀପୂଜାରେ ଦେଖାହୁଏ, ଦୁହିଁଙ୍କୁ ଅଳ୍ପ ଦେଖାଯାଉଥିଲେ ବି ପ୍ରେମର ପଲକରେ ପ୍ରେମ ହେଇଯାଏ । ଖିଲି ଖିଲି ହସ ଆଉ ଆଖିର ଏପଟସେପଟ ଇସାରା ସତେ ଯେମିତି ଇଶ୍ୱରଙ୍କ ଇଚ୍ଛା ବୋଲି ମନେହୁଏ ।
ଜୀବନଚର୍ଯ୍ୟା
କାନ୍ଦ ପାଇଁ କରନ୍ତୁନି କଞ୍ଜୁସୀ । ଦୁର୍ବଳର ପରିଚୟ ନୁହେଁ ‘ମନଖୋଲା କାନ୍ଦ’ । ଭୋ ଭୋ ହୋଇ କାନ୍ଦିଲେ ଶରୀରକୁ ମିଳେ ଅନେକ ଫାଇଦା
ଯେତେବେଳେ ଜଣେ କାନ୍ଦେ ତୁ କ’ଣ ଦୁର୍ବଳ କି ପ୍ରଶ୍ନ କରି ବାହାରିଆସୁଥିବା ଲୁହକୁ ସମାଜ ରୋକିଦେବାକୁ ଚେଷ୍ଟା କରେ । କିନ୍ତୁ ଆଜ୍ଞା କାନ୍ଦିବା ଦୁର୍ବଳର ପରିଚୟ ନୁହଁ ବରଂ ମନ ଭିତରର ସମ୍ବେଦନକୁ ବାହାର କରିବା ଏବଂ ମାନସିକ ସନ୍ତୁଳନକୁ ଠିକ୍ ରଖିବାର ଏକ ପ୍ରାକୃତିକ ପ୍ରୋସେସ୍ ।