Browsing Category

ନ୍ୟୁଜ୍

ସଲମାନ ଖାନଙ୍କୁ ଟ୍ୱିଟକୁ ନେଇ ଚର୍ଚ୍ଚା ପରେ ସଫେଇ ରଖିଲେ ସାଂସଦ । ଅନୁଭବ କହିଲେ, କେନ୍ଦ୍ରାପଡାର ସବୁ ଦାୟିତ୍ୱ…

କନକ ବ୍ୟୁରୋ : ସଲମାନ ଖାନଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ପରେ ଆଜି ସଫେଇ ରଖିଛନ୍ତି ସାଂସଦ । କେନ୍ଦ୍ରାପଡାରେ ସେ ସବୁ ଦାୟିତ୍ୱ ତୁଲାଇଛନ୍ତି । ଜଣେ ସାଧାରଣ ଲୋକ ହିସାବରେ ତାଙ୍କର ମଧ୍ୟ ପସନ୍ଦ ରହିଛି । ଜଣେ ଅଭିନେତା ଭାବେ ସେ ସଲମାନ ଖାନଙ୍କୁ ପସନ୍ଦ କରନ୍ତି ।…
Read More...

ଲଦାଖ ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ ସେନା । ୧ କିଲୋମିଟରରୁ ୨ କିଲୋମିଟର ପର୍ଯ୍ୟନ୍ତ ପଛକୁ ହଟିଥିବା ନେଇ ସୂଚନା ।…

କନକ ବ୍ୟୁରୋ : ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି । ୧୫ ଜୁନରେ ଏହି ସ୍ଥାନରେ ଭାରତ ଓ ଚୀନର ସେନା…
Read More...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ବନ୍ଦ ହେଲା କଟକ ଶିଶୁଭବନ ଆଉଟଡୋର : କରାଯାଉଛି ସାନିଟାଇଜ; ପରବର୍ତ୍ତୀ ନିର୍ଦ୍ଦେଶାନାମା…

କନକ ବ୍ୟୁରୋ : କଟକରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ପ୍ରଶାସନ ଚିନ୍ତା ବଢାଇଦେଇଛି । କଟକ ଶିଶୁଭବନରୁ ଜଣେ ପଜିଟିଭ ଚିହ୍ନଟ ପରେ ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଆଉଟଡୋର ବନ୍ଦ ରହିବ । ଗତକାଲି  କଟକ ଶିଶୁଭବନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।…
Read More...

କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ । ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ କରୋନା…

କନକ ବ୍ୟୁରୋ : ସଂକ୍ରମଣ ବଢ଼ୁଛି, ମୃତକଙ୍କ ସଂଖ୍ୟା ବି ବଢ଼ୁଛି । କରୋନା ମହାମାରୀରେ ରାଜ୍ୟରେ ଆଉ ଦୁଇ ଜଣ ମୃତ । ଗୋଟିଏ ଦିନରେ  ନୂଆ୪୫୬ ଜଣ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ନେଇଛି ଦୁଇଟି ମୁଣ୍ଡ । ଆଜି ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନା ଜନିତ…
Read More...

ରାଜ୍ୟରେ ଆଉ ୪୫୬ ନୂଆ କରୋନା ପଜିଟିଭ୍ । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୦୯ , ସ୍ଥାନୀୟ ଅଞ୍ଚଳରୁ ୧୪୭ । ଗଞ୍ଜାମରୁ…

କନକ ବ୍ୟୁରୋ : ରାଜ୍ୟରେ ୪୫୬ ନୂଆ କରୋନା ପଜିଟିଭ୍ । ମୋଟ୍ ୨୪ଟି ଜିଲ୍ଲାରୁ ନୂଆ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୧୪୭…
Read More...

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ଗଞ୍ଜାମ ଓ କଟକ ଜିଲ୍ଲାରୁ ଆସିଲେ ରହିବେ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରୁସୁଗୁଡା ଜିଲ୍ଲା ପ୍ରଶାସନ ବି କଟକଣା ଜାରି କରିଛି । ଗଞ୍ଜାମ, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ଆସିଲେ ୧୪ ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ୭୨ ଘଂଟା ମଧ୍ୟରେ ଫେରିଯିବାକୁ ଚାହେଁ ତାେହେଲେ ସଙ୍ଗରୋଧ…
Read More...

ଶ୍ରାବଣ ମାସର ପ୍ରଥମ ସୋମବାର: କୋଭିଡ ଯୋଗୁଁ ପାଣି ଢାଳିବା ଉପରେ ବିଭିନ୍ନ ଜିଲ୍ଲା ପ୍ରଶାସନର କଟକଣା; ଶୈବପୀଠଗୁଡିକରେ…

କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ତେବେ ଏଥର କରୋନା ମୁକାବିଲାକୁ ନଜରରେ ରଖି ଶ୍ରାବଣରେ ସମସ୍ତ କାଉଡିଆଙ୍କ ଶିବ ମନ୍ଦିରରେ ଜଳଲାଗି ଉପରେ ଲାଗିଛି କଟକଣା । କରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ…
Read More...

ଏଣିକି କାରଖାନାରୁ ବାହାରିବା ମନା! ଶିଳ୍ପାନୁଷ୍ଠାନର କୌଣସି କର୍ମଚାରୀଙ୍କୁ ବାହାରକୁ ନ ଯିବା ପାଇଁ ପ୍ରଶାସନର କଡା…

କନକ ବ୍ୟୁରୋ: ପରିଶେଷରେ କଠୋର ହୋଇଛି ଜିଲ୍ଲା ପ୍ରଶାସନ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ନ ଥିଲେ ହେଁ ଏଣିକି କାରଖାନା ପରିସରରେ ରହୁଥିବା କୌଣସି କର୍ମଚାରୀ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। କେବଳ ଜରୁରୀ କାମ ଥିଲେ ଅନୁମତି ନେଇ…
Read More...

କଟକରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ: ଅଧଘଣ୍ଟାରେ ଜଣାପଡ଼ିବ କୋଭିଡ୍ ଷ୍ଟାଟସ୍; କର୍କଟ କେନ୍ଦ୍ରରେ ରିପୋର୍ଟ ନଆସିବା…

କନକ ବ୍ୟୁରୋ: କଟକରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେଲାଣି। ଆଚାର୍ଯ୍ୟ ହରିହର, ଏସସିବି ପାଲଟିଛି ସଂକ୍ରମଣର ହଟସ୍ପଟ୍। ଏଭଳି ସ୍ଥିତିରେ କେମିତି ସଂକ୍ରମଣକୁ ରୋକାଯାଇପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ…
Read More...

ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର: ବରଗଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି; ଫୁସଫୁସରେ ପାଣି…

କନକ ବ୍ୟୁରୋ: ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଶନିବାର ରାତିରେ ତାଙ୍କୁ ବରଗଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସଫୁସରେ ପାଣି ଜମିଥିବା ଜଣାପଡିଛି…
Read More...