Monthly Archives

December 2023

ମସଲା ତିଆରି କରି ସ୍ୱାବଲମ୍ବୀ ହେଲେ ଗାଁ ମହିଳା । ହଳଦୀ, ଜିରା, ଲଙ୍କା ଓ ଧଣିଆ ଗୁଣ୍ଡ କରି କରୁଛନ୍ତି ପ୍ୟାକେଟିଂ

କନକ ବ୍ୟୁରୋ : ବିଭିନ୍ନ ପ୍ରକାରର ମସଲା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ଗ୍ରାମାଂଚଳର ମହିଳା । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ମସଲା । ଆଉ ଏହାକୁ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି । ଏହି ରୋଜଗାର ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।…

ଜୀବିକା ଦେଇଛି କଂସା ବାସନ । ବ୍ୟବସାୟୀଙ୍କ ଠାରୁ କଂଚା ମାଲ କିଣି ବାସନ ତିଆରି କରୁଛନ୍ତି ପିପିଲି ବଧୀ ଗାଁର ଲୋକେ

କନକ ବ୍ୟୁରୋ : କଂସା କାରିଗରଙ୍କ ଗାଁ ପୁରୀ ଜିଲ୍ଲା ପିପିଲି ବ୍ଳକର ବଧୀ ଗାଁ । ଏହି ଗାଁର ପ୍ରାୟ ଅଧିକଂଶ ଲୋକ କଂସା କାରିଗର । ପିଢ଼ି ପରେ ପିଢ଼ି ଏହି କାମ କରି ଆସୁଛନ୍ତି ଗ୍ରାମବାସୀ । ଢ଼ାଳ, କଂସା, ଥାଳି, ବେଲା, ଘଂଟ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ବ୍ୟବସାୟୀଙ୍କ ଠାରୁ କଂଚା…

ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହେଲେ କେନ୍ଦ୍ରାପଡ଼ା ବାଛରା ଗାଁର ମହିଳା । ଘର କାମ ପରେ ଦିନକୁ ୪ରୁ ୫ ଘଂଟା…

କନକ ବ୍ୟୁରୋ : ଚାଲିଛି ଧୂପକାଠି ପ୍ରସ୍ତୁତି । କିଛି ମହିଳା ଧୂପ ତିଆରି କରିବାରେ ବ୍ୟସ୍ତ ତ ଆଉ କିଛି ପ୍ୟାକେଟିଂ କରିବାରେ ବ୍ୟସ୍ତ ଅଛନ୍ତି । ସ୍ୱାବଲମ୍ବୀ ହେବାର ଆଶା ନେଇ ପଟ୍ଟାମୁଣ୍ଡାଇ ଅଂଚଳର କିଛି ମହିଳାମାନେ ଆରମ୍ଭ କରିଛନ୍ତି ଧୂପକାଠି ପ୍ରକଳ୍ପ । ପ୍ରଥମେ ମିଶନ ଶକ୍ତି ପକ୍ଷରୁ…

ମାର୍ବଲ ଓ ମୁଗୁନି ପଥରରେ ତିଆରି ହୋଇଛି ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ ଓ ଠାକୁର ବାସନ । କିଣିବା ପାଇଁ ଲୋକଙ୍କ…

କନକ ବ୍ୟୁରୋ : ଭୁବନେଶ୍ୱରରେ ଚମକୁଛି ବାଲେଶ୍ୱର କାରିଗରଙ୍କ ହାତ ତିଆରି ସାମଗ୍ରୀ । ଡିନର ସେଟ୍, ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ, ଠାକୁର ବାସନ ଭଳି ସାମଗ୍ରୀ ଲୋକଙ୍କ ମନ କିଣୁଛି । ଏହି ସବୁ ସମାଗ୍ରୀ ପଥରରେ ତିଆରି କରିଛନ୍ତି କାରିଗର । ଦୀର୍ଘ ୨୦ ବର୍ଷ ହେଲା ବାଲେଶ୍ୱର ଅଂଚଳର ଏହି…

ଏକ ଏକର ଜମିରେ ଲାଗିଛି ଭଳିକି ଭଳି ଗୋଲାପ । ବର୍ଷକୁ ମିଳୁଛି ୫ରୁ ୬ଲକ୍ଷ ଟଙ୍କାର ରୋଜଗାର

କନକ ବ୍ୟୁରୋ : ଫୁଲ,.. ପ୍ରାୟ ସମସ୍ତଙ୍କ ମନକୁ ଆକୃଷ୍ଟ କରିଥାଏ । ସ୍ୱାଗତ ହେଉ ଅବା ଶ୍ରଦ୍ଧାଂଜଳି ଲୋକଙ୍କ ମନ କିଣିନିଏ । ଫୁଲ ଭିତରେ ଗୋଲାପ ଫୁଲର ଚାହିଦା ସବୁଠୁ ଅଧିକ । ଆଉ ଏହି ଫୁଲ ଚାଷ କରି ଲକ୍ଷପତି ହୋଇଛନ୍ତି ବୋଲଗଡ଼ର ଚାଷୀ ଆନନ୍ଦ କୁମାର ସାହୁ । ଏକ ଏକର ଜମିରେ ଲାଲ, ହଳଦିଆ ଓ ଧଳା…

ବଢ଼ିଲା ଓଡି଼ଶା ସିଭିଲ ସର୍ଭିସ ପରୀକ୍ଷା ବୟସ ସୀମା । ୩୨ ନୁହେଁ, ୩୮ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ଆଶାୟୀ

କନକ ବ୍ୟୁରୋ : ଅଫିସର ହେବାର ଇଚ୍ଛା ଅନେକଙ୍କର ଥାଏ । କିନ୍ତୁ ବିଭିନ୍ନ କାରଣରୁ ଅନେକ ନିଜର ବୟସସୀମା ଅତିକ୍ରମ କରିବା ପରେ ଏହି ଆଶା ମଉଳିଯାଏ । କିନ୍ତୁ ଏବେ ନିରାଶାରେ ଆଶାର ସଂଚାର ଭରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକରେ, ଓଡ଼ିଶା ସିଭିଲ୍ ସର୍ଭିସ ପାଇଁ ବୟସ ସୀମା ୩୨ରୁ ୩୮…