Browsing Category

ଦେଶ ବିଦେଶ

ଡୋଲୋ-୬୫୦ ପାଇଁ ହଜାରେ କୋଟିର ଉପହାର: ଡାକ୍ତରଙ୍କୁ ଉପହାର ଦେଇଛି ଫାର୍ମା କମ୍ପାନୀ

କନକ ବ୍ୟୁରୋ: ଆପଣ ଯେଉଁ ଔଷଧ ଖାଉଛନ୍ତି ତା ଡାକ୍ତରଙ୍କ ରୋଗୀଙ୍କ ଆବଶ୍ୟକତା ପାଇଁ ମନରୁ ଲେଖୁଛନ୍ତି ନା ଉପହାର ପାଇଁ ତାହା ଏବେ ସନ୍ଦେହଘେରକୁ ଆସିଛି । ଆପଣଙ୍କ ମନେ ଥିବ କରୋନା ସମୟରେ ଟାବଲେଟ ଡୋଲୋ ୬୫୦କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ।ଜରରୁ ଉପଶମ ପାଇବା ପାଇଁ ଡାକ୍ତର ଏହି ଟାବଲେଟ…
Read More...

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆଙ୍କ ଘରେ ସିବିଆଇ ଚଢାଉ: କେଜ୍ରିୱାଲ କହିଲେ କୌଣସି ରେଡ୍ ଆମକୁ ରୋକିପାରିବନି

କନକ ବ୍ୟୁରୋ: ଦିଲ୍ଲୀରେ ଅବକାରୀ ନୀତିରେ ଦୁର୍ନୀତି ହୋଇଛି । ଏହି ଅଭିଯୋଗରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ କରିଛି । ଆଉ ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି । ଏହି ରେଡ୍ ପୂର୍ବରୁ କିନ୍ତୁ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ଶିକ୍ଷା ନୀତିକୁ ନେଇ…
Read More...

ଶୁଭେନ୍ଦୁ ଅଧିକାରୀଙ୍କ ବୟାନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ । ଜାଣନ୍ତୁ ମମତାଙ୍କ ସରକାର ଭାଙ୍ଗି ବିଜେପି ସରକାର…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତାଙ୍କ ସରକାର ଡିସେମ୍ବର ମାସ ସୁଦ୍ଧା ଭାଙ୍ଗିଯିବ ବୋଲି ଦାବି କରିଛନ୍ତି ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ଗୁରୁବାର ଦିନ କହିଛନ୍ତି କି ପଶ୍ଚିମବଙ୍ଗରେ ବି ଡିସେମ୍ବର ମାସ ସୁଦ୍ଧା ମହାରାଷ୍ଟ୍ର ଭଳି ବିଜେପିର ସରକାର ହେବ । କେବଳ ଶୁଭେନ୍ଦୁ…
Read More...

ଆମେରିକା ଯିବା ସହଜ ନୁହେଁ, ଭିସା ପାଇଁ ଅପେକ୍ଷା କରିବାକୁ ପଡିବ ଦେଢବର୍ଷ

କନକ ବ୍ୟୁରୋ: ଆମେରିକା ଯିବା ପାଇଁ ଯୋଜନା କରୁଥିବା ଲୋକଙ୍କୁ ବଡ ଝଟକା ଲାଗିଛି । ବର୍ତ୍ତମାନ ଭିଜିଟର୍ସ ଭିସା ପାଇଁ ୨୦୨୪ ଯାଏ ଅପେକ୍ଷା କରିବାକୁ ପଡିବ । ସବୁଠାରୁ କମ ସମୟର ଅପେକ୍ଷା ହେଉଛି ଦେଢବର୍ଷ । ଏହାର ଅର୍ଥ ଯଦି ଆପଣ ବର୍ତ୍ତମାନ ଭିସା ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ୨୦୨୪…
Read More...

୨୩ ବର୍ଷ ପରେ ସୋଏବ ଅଖତରଙ୍କ ଖୁଲାସା: କହିଲେ, ଜାଣିଶୁଣି ଗାଙ୍ଗୁଲିଙ୍କୁ ଆହତ କରିଥିଲି

କନକ ବ୍ୟୁରୋ: କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ ବେଶ ରୋମାଞ୍ଚକର ହୋଇଥାଏ । ଏହି ଦୁଇ ଟିମର ଖେଳରେ ଖେଳାଳିମାନଙ୍କ ମଧ୍ୟରେ ଲଢେଇ ଝଗଡା ହେଉଥିବାର ମଧ୍ୟ ଦେଖିବାକୁ ମିଳେ । ତେବେ ୨୩ ବର୍ଷ ତଳେ ହୋଇଥିବା ଏମିତି ଏକ ଘଟଣା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ସୋଏବ ଅଖତର ନିଜେ ଏହାର ଖୁଲାସା…
Read More...

ଅଗଷ୍ଟ ଶେଷ ସୁଦ୍ଧା କୋଲକାତାରେ ଯୋଗଦେବେ ଅଧିକରୁ ଅଧିକ ଇଡି ଅଧିକାରୀ । ପଢନ୍ତୁ କାହିଁକି?

କନକ ବ୍ୟୁରୋ: କୋଲକାତାରେ ଇଡି ଅଫିସରେ ଅଗଷ୍ଟ ଶେଷ ସୁଦ୍ଧା ଯୋଗଦେବେ ଅଧିକରୁ ଅଧିକ ଅଧିକାରୀ । ବିଭିନ୍ନ ରାଜ୍ୟରୁ ଏହି ଅଧିକାରୀ କୋଲକାତାର ଇଡି କାର୍ଯ୍ୟାଳୟରେ ଯୋଗଦେବେ । ପଶ୍ଚିମବଙ୍ଗରେ ବ୍ୟାପକ ଦୁର୍ନୀତି ତଥା ଅର୍ଥ କାରବାର ନେଇ ଚଢାଉ ବଢିବାରେ ଲାଗିଥିବା ବେଳେ କର୍ମଚାରୀଙ୍କ ଉପରେ ଚାପ…
Read More...

କାଶ୍ମୀର ଆତଙ୍କବାଦୀଙ୍କ ପାଇଁ ଯୋଗାଡ କରୁଥିଲା ଅର୍ଥ । ଦିଲ୍ଲୀରୁ ଗିରଫ ହେଲା ହାୱାଲା ଏଜେଣ୍ଟ

କନକ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ଜମ୍ମୁ-କାଶ୍ମୀର ପୋଲିସର ଏକ ମିଳିତ ଅଭିଯାନରେ ଦିଲ୍ଲୀର ତୁର୍କମାନ ଗେଟ ନିକଟରୁ ଜଣେ ହାୱାଲା ଏଜେଣ୍ଟଙ୍କୁ ଗିରଫ କରାଯାଇଛି । ଏହି ଏଜେଣ୍ଟ ଜଣଙ୍କ ଲସ୍କର ଓ ଅଲ ବଦ୍ର ଭଳି ଆତଙ୍କୀ ସଂଗଠନ ପାଇଁ ହାୱାଲା ମାଧ୍ୟମରେ ଟଙ୍କା ଯୋଗାଉ ଥିବା କଥା…
Read More...

ସିସୋଦିଆଙ୍କ ବାସଭବନରେ ସିବିଆଇ ଚଢାଉ, ପ୍ରତିକ୍ରିୟା ରଖିଲେ କଂଗ୍ରେସ ପ୍ରବକ୍ତା ପୱନ ଖେଡା

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ ଆଜି ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କର ବିଭିନ୍ନ ଠିକଣାରେ ଚଢାଉ କରିଛି ସିବିଆଇ । ଏହି କ୍ରମରେ ସିବିଆଇର ଏଭଳି ଚଢାଉକୁ ଆମ୍ ଆଦମୀ ପାର୍ଟି ବିରୋଧ କରିଥିବା ବେଳେ କଂଗ୍ରେସ ଏହକୁ ପରୋକ୍ଷରେ ସମର୍ଥନ କରିଛି । କଂଗ୍ରେସ ପ୍ରବକ୍ତ…
Read More...

କମିପାରେ ‘ପାର୍ଲେ-ଜି’ ବିସ୍କୁଟ ଦର! ଜାଣନ୍ତୁ କାରଣ କଣ?

କନକ ବ୍ୟୁରୋ : ଖାଉଟିଙ୍କ ପାଇଁ ବଡ ଖବର । କୋଟି କୋଟି ଭାରତୀୟଙ୍କ ପସନ୍ଦର ବିସ୍କୁଟ ଥିବା ପାର୍ଲେ-ଜି ଆହୁରି ଶସ୍ତା ହୋଇପାରେ । ଦାମ କମ କରିବା ସହ ପ୍ୟାକେଟର ଓଜନରେ ମଧ୍ୟ ବୃଦ୍ଧି କରିପାରେ କମ୍ପାନି । ଆଉ ଏଭଳି ଖବର ଏବେ ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ହେଉଥିବା ଲୋକଙ୍କ ପାଇଁ ଟିକିଏ…
Read More...

‘ନ୍ୟୁୟର୍କ ଟାଇମ୍ସ’ରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶଂସା । ସେଥିପାଇଁ ତାଙ୍କ…

କନକ ବ୍ୟୁରୋ: ‘ଆମେରିକା ବିଶ୍ୱର ସବୁଠୁ ସମୃଦ୍ଧ ରାଷ୍ଟ୍ର । ଏଠିକାର ସବୁଠାରୁ ବଡ ସମ୍ବାଦପତ୍ର ହେଉଛି ନ୍ୟୁୟର୍କ ଟାଇମ୍ସ । ଏହାର ସାମନା ପୃଷ୍ଠାରେ କାହାରି ଖବର ଛପିବା ସୌଭାଗ୍ୟର କଥା । ଏହି ପୃଷ୍ଠାରେ ଦିଲ୍ଲୀର ଖବର, ଏଠିକାର ଶିକ୍ଷା ବ୍ୟବସ୍ଥା ଖବର ଛପିଛି । ଦିଲ୍ଲୀ ଶିକ୍ଷାମନ୍ତ୍ରୀ…
Read More...