ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଆଜି ମଧ୍ୟାହ୍ନରେ ପୁରୀ ଉକପୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏବେ ଗଭୀର ଅବପାତ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।
ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଆଜି ମଧ୍ୟାହ୍ନରେ ପୁରୀ ଉକପୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏବେ ଗଭୀର ଅବପାତ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।
ପ୍ୟାରିସ୍ ପାରାଲିମ୍ପିକ୍ସରେ ଶନିବାର ଭାରତକୁ ଆଉ ଦୁଇଟି ପଦକ ମିଳିଛି। ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ସହ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ପୁରୁଷ ଜାଭେଲିନ ଥ୍ରୋ ଏଫ୍ ୪୧ ବିଭାଗରେ ନଭଦୀପ ସିଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୩ ବର୍ଷୀୟ ଏହି ହରିୟାଣାର ଆଥଲେଟ୍।
ଭାରତରେ ମଙ୍କିପକ୍ସ, ଚିହ୍ନଟ ହେଲେ ପ୍ରଥମ ସନ୍ଦିଗ୍ଧ। ଦେଶରେ ମଙ୍କିପକ୍ସ ଭୂତାଣୁର ପ୍ରଥମ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଘୋଷଣା କରିଛି କେନ୍ଦ୍ର ସ୍ବାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।
ଅମୃତ ଭଣ୍ଡାରେ ଅନେକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଶରୀରକୁ ଏକ ଫ୍ରେସ ଫିଲିଂ ଦେଇଥାଏ ।
ପେଟ ପୋଷିବାକୁ ସଂଘର୍ଷ ଜାରି । ଅହମ୍ମଦାବାଦରେ ଜଣେ ବ୍ୟକ୍ତିଙ୍କ ଏଭଳି ସଂଘର୍ଷ ଦେଖିବାକୁ ମିଳିଛି
ମହିଳା ମାନେ ଘରେ ବସିବା ଅପେକ୍ଷା ନିଜସ୍ବ ଉଦ୍ୟମରେ କିଛି କାମ କରି ନିଜେ ଆତ୍ମନିର୍ଭରଶୀଳ ହେବାପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ଏହି ମହୁଚାଷ କରି କମ ପରିଶ୍ରମରେ ଅଧିକ ଲାଭ ପାଉଥିବା କହିଛନ୍ତି ମହିଳା । ନିଜ ନିଜ ବାଡ଼ିରେ ଏହି ଚାଷ କରିଥିବାରୁ ଘରକାମ ସହିତ ଏହି କାମ ପାଇଁ ଢେର ସମୟ ମିଳୁଥିବା କହିଛନ୍ତି । ସେପଟେ ମହୁର ବଜାର ମୂଲ୍ୟ କେଜି ପ୍ରତି ଏକ ହଜାର ଟଙ୍କା ରହିଥିବା ବେଳେ ମାର୍କେଟିଙ୍ଗ ଅଭାବରୁ ସେମାନେ କିନ୍ତୁ ୭୦୦ରୁ ୮୦୦ ଟଙ୍କା ବିକ୍ରି କରୁଛନ୍ତି ।