‘କ୍ୟାନ୍ସର ଜିତିଗଲା ଭାଇମାନେ , ପୁଣିଥରେ ଦେଖାହେବା …’ କର୍କଟ ସହ ଲଢ଼ୁଥିବା ଯୁବକଙ୍କ କରୁଣ କାହାଣୀ
‘‘ସମସ୍ତଙ୍କୁ ନମସ୍କାର , ମତେ ୨୧ ବର୍ଷ … ୨୦୨୩ ରେ ମତେ ଷ୍ଟେଜ୍ ୪ କୋଲେରେକ୍ଟଲ୍ କ୍ୟାନ୍ସର ହୋଇଛି ବୋଲି ଜଣାପଡ଼ିଥିଲା । ଏତେ କେମୋଥେରାପି ସେସନ୍ ଏବଂ ହସ୍ପିଟାଲରେ ରହିବା ପରେ ଡାକ୍ତର ମତେ ଏବେ ଆଉ କିଛି କରିବାକୁ ମନା କରିଛନ୍ତି । କହିବାକୁ ଗଲେ ଡାକ୍ତର ହାତ ଟେକି ଦେଇଛନ୍ତି । ବେଶି ହେଲେ ଏବର୍ଷର ଶେଷ ପର୍ଯ୍ୟନ୍ତ ବଞ୍ଚିଯିବି ।’’