ପଞ୍ଚାୟତ ନିର୍ବାଚନରେ ୭୭ ବର୍ଷର ସରପଞ୍ଚ ପ୍ରାର୍ଥୀ । ଖାଲି ପାଦରେ ଚାଲି ଚାଲି ବୁଲୁଛନ୍ତି ଗାଁ, ମାଗୁଛନ୍ତି ଭୋଟ୍ ।
କନକ ବ୍ୟୁରୋ : ନିଶା ଆଗରେ ହାର ମାନିଛି ବୟସ । ୭୭ ବର୍ଷ ବୟସରେ ରାଜନୀତି କରିବାର ନିଶା କମିନି । ବାରମ୍ବାର ପରାଜୟ ହୋଇ ବି ହାରି ଯାଇନାହାନ୍ତି । ୨୦ ବର୍ଷ ତଳର ଗ୍ରାମ ଶାସନ ବ୍ୟବସ୍ଥାକୁ ମନେ ପକାଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ରାୟଗଡାର କୋୟା ବିଡିକା ।
ଯେଉଁ ବୟସରେ…