Browsing Category

ମନୋରଞ୍ଜନ

କେମିତି ଅଛନ୍ତି ଲତା ଦିଦି? ପ୍ରାର୍ଥନା କରିବାକୁ କହିଲେ ଡାକ୍ତର ।

କନକ ବ୍ୟୁରୋ:  ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଚିକିିତ୍ସା ଦାୟିତ୍ୱରେ ଥିବା ଡାକ୍ତର ପ୍ରତୀତ ସମଦାନୀ ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କ୍ରମାଗତ ଜଣାଇଆସୁଛନ୍ତି । ଏବେବି ଆଇସିୟୁରେ ଅଛନ୍ତି ଲତା । ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ଏହା ପରେ ଆଉ କିଛି…
Read More...

କାହିଁକି ଅଲଗା ହେଲେ ଧନୁଷ-ଏଶ୍ୱର୍ଯ୍ୟା ? ଜାଣନ୍ତୁ, କାରଣ…

କନକ ବ୍ୟୁରୋ: ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ୟ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବି୍ଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ…
Read More...

ଜ୍ୟାକଲିନଙ୍କ ହାତରୁ ଖସିଲା ବଡ ଅଫର, ଇଡି ସମନରେ ଘାଣ୍ଟି ହେଉଛନ୍ତି ଅଭିନେତ୍ରୀ

କନକ ବ୍ୟୁରୋ: ନିର୍ଦ୍ଦେଶକ ଅକ୍ସିନେନି ନାଗାର୍ଜୁନଙ୍କ ଫିଲ୍ମ ‘ ଦ ଘୋଷ୍ଟ’ର ଘୋଷଣା ପରେ ଦର୍ଶକ ଏହି ମୁଭିକୁ ଅପେକ୍ଷା କରିଛନ୍ତି । ତେବେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଏହି ସିନେମା ପାଇଁ ବଛା ଯାଇଥିଲା । କିନ୍ତୁ ୨ ଶହ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ…
Read More...

ବିବାହର ୧୮ବର୍ଷ ପରେ ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ

କନକ ବ୍ୟୁରୋ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବ‌ିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ…
Read More...

ଚାଲିଥିଲା ‘ବଚ୍ଚନ ପାଣ୍ଡ’ର ସୁଟିଂ । ସେଟରେ ହଠାତ୍ ଲାଗିଗଲା ନିଆଁ

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କର ନୂଆ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ କ୍ରିତି ସାନନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ | ତେବେ ଖବର ଆସିଛି ଯେ ‘ବଚ୍ଚନ ପାଣ୍ଡେ’ର ସୁଟିଂ ସେଟରେ ନିଆଁ ଲାଗିଯାଇଛି। ତେବେ…
Read More...

କଟକଣା ଭିତରେ ମକର ପାଳନ : ମକର ସଂକ୍ରାନ୍ତି ପାଳିଲେ ବଲିଉଡ ସେଲିବ୍ରିଟି

କନକ ବ୍ୟୁରୋ : କରୋନା କଟକଣା ଭିତରେ ଫିକା ପଡୁଛି ଜାନିଯାତ୍ରା,ପର୍ବ, ଉତ୍ସବ । ତଥାପି ନିଜ ନିଜ ଅନ୍ଦାଜରେ ବଲିଉଡ ସେଲିବ୍ରିଟି ଏଥର ପାଳିଛନ୍ତି ମକର ସଂକ୍ରାନ୍ତି, ଲୋହରୀ,ପୋଙ୍ଗଲ ଓ ବିହୁ । ସେଲିବ୍ରିଟିଙ୍କ ସେଲିବ୍ରେସନର ସମୟର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।…
Read More...

ମନ ଜିଣିଲେ ଅପହଞ୍ଚ ଇଲାକାର ଆଦିବାସୀ ପିଲା : ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟରେ ନୃତ୍ୟ ପରିବେଷଣ କରି ଜିତିଲେ ଦର୍ଶକଙ୍କ…

କନକ ବ୍ୟୁରୋ : ମନ ଜିଣିଲେ ଅପହଞ୍ଚ ଇଲାକାର ଆଦିବାସୀ ପିଲା । ଜାତୀୟ ଘରୋଇ ଚ୍ୟାନେଲରେ ପ୍ରସାରିତ ପ୍ରସିଦ୍ଧ ରିୟଲିଟି ସୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟରେ ନିଜର ଦେଖାଇଛନ୍ତି ମାଲକାନଗିରିର ଆଦିବାସୀ ପିଲା । ନିଜର ଟ୍ୟାଲେଂଟ ଯୋଗୁ ଜଜ୍ ବାଦଶାହା, ଶିଳ୍ପା ସେଟ୍ଟୀ ଓ କିରଣ ଖେରଙ୍କ ମନ…
Read More...

ସାୟନୀ ଗୁପ୍ତା : ମାତ୍ର ଦଶ ବର୍ଷର କଳାକାର ଜୀବନ ଭିତରେ ଏକାଧିକ ଚଳଚ୍ଚିତ୍ରରେ ଅଭନୟ କରି ସାଉଁଟିଛନ୍ତି ପ୍ରଶଂସା

କନକ ବ୍ୟୁରୋ : ନିଜର ମାତ୍ର ଦଶ ବର୍ଷର କଳାକାର ଜୀବନ ଭିତରେ ୧୭ଟି ହିନ୍ଦୀ ଚଳଚ୍ଚିତ୍ର, ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ଓ ୪ଟି ୱେବ୍‌ ଧାରାବାହିକରେ ଅଭିନୟ କରି ସାରିଥିବା ସାୟନୀ ଗୁପ୍ତା ତଥାପି ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି । ବିଧିବଦ୍ଧ ଭାବେ ଅଭିନୟ ଶିକ୍ଷା ହାସଲ…
Read More...

ଅଭିନେତ୍ରୀ ଗୌହର ଖାନଙ୍କ ସହାନୁଭୂତି : ଫଳ ଦୋକାନୀକୁ ସହାୟତାର ହାତ ବଢ଼ାଇ ସାଉଁଟିଲେ ପ୍ରଶଂସା

କନକ ବ୍ୟୁରୋ : ଯେଉଁ କେତେଜଣ ବଲିଉଡ୍ ଅଭିନେତ୍ରୀ ସାମାଜିକ ଗଣମାଧ୍ୟମରେ ମୁଖର ରହିଥାନ୍ତି ସେମାନଙ୍କ ମଧ୍ୟରୁ ଗୌହର ଖାନ ଅନ୍ୟତମ । ସେ ଏବେ ଜଣେ ଅସହାୟ ଫଳ ଦୋକାନୀକୁ ସହାୟତାର ହାତ ବଢ଼ାଇ ପ୍ରଶଂସା ସାଉଁଟୁଛନ୍ତି । ନିକଟରେ ଭୋପାଳର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା ଯେଉଁଥିରେ ଜଣେ ମହିଳା…
Read More...

ଏବେ ବି ଆଇସିୟୁରେ ଲତା ମଙ୍ଗେସକର : ଆଉ ୧୦ରୁ ୧୨ ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ସ୍ୱର ସାମ୍ରାଜ୍ଞୀ

କନକ ବ୍ୟୁରୋ : ଏବେ ବି ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଉ ୧୦ରୁ ୧୨ ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ । କୋଭିଡ୍ ସହ ନିମୋନିଆରେ ପୀଡ଼ିତ ଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି…
Read More...