Daily Archives

January 1, 2022

ବିରାଟ-ରୋହିତଙ୍କ ଭିତରେ ନାହିଁ କୌଣସି ପ୍ରକାର ବିବାଦ । ପଢନ୍ତୁ, କିଏ କହିଲେ ଏମିିତି କଥା…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଟେଷ୍ଟ ଅଧିନାୟକ ବିରାଟ କୋହଲି ଏବଂ ଏକ ଦିବସୀୟ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଥିବା ଖବରକୁ ଅସ୍ବୀକାର କରିଛନ୍ତି । ବିରାଟଙ୍କୁ ଏକଦିବସୀୟ ଅଧିନାୟକ ଭାବରେ ହଟାଇବା ଏବଂ ରୋହିତଙ୍କୁ ନିଯୁକ୍ତ…

ନୂଆବର୍ଷରେ ନୂଆ ଶପଥ । ପ୍ରକୃତିକୁ ସୁରକ୍ଷା ଦେବା, ବିଶ୍ୱକୁ ବିପଦ ମୁହଁରୁ ବଞ୍ଚାଇବା…

କନକ ବ୍ୟୁରୋ: କୁହାଯାଏ ଯେତେବେଳେ ପ୍ରକୃତି ନିଜର ଭୟଙ୍କର ରୂପ ଧାରଣା ସେତେବେଳେ ଧନୀ, ଗରିବ କିଛି ଦେଖେନା । ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହାର ମାନେ ବିଜ୍ଞାନ, ମୁଣ୍ଡପାତି ସବୁ ସହିଯାଏ ମଣିଷ । ବିଗତ ଦିନର ଘଟଣାବଳୀକୁ ଯଦି ରୋମନ୍ଥନ କରାଯାଏ ତେବେ ଅନେକ ଘଟଣା ଘଟିଛି ଯେଉଁଠି ପ୍ରକୃତିର…

ଗୋଟିଏ ପଟେ ଓମିକ୍ରନ ପାଇଁ କଟକଣା ଲଗାଉଛନ୍ତି ସରକାର । ସେପଟେ ଉତ୍ତରପ୍ରଦେଶ ରାଲିରେ ହଜାର ହଜାର ଲୋକଙ୍କ ଭିଡ

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ଓମିକ୍ରନ ପାଇଁ ସାରା ଦେଶରେ ପୁଣିଥରେ ଆତଙ୍କ ଖେଳିଯାଇଛି । ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଅନେକ କଟକଣା ଲଗାଉଛନ୍ତି । ସାର୍ବଜନୀନ ସ୍ଥାନରେ ଗହଳି ନକରିବା, ନାଇଟ୍ କର୍ଫ୍ୟୁ ଲଗାଇବା ଭଳି ଅନେକ ନିୟମ…

ଦ୍ରୁତ ଗତିରେ ବଢୁଛି ‘ଓମିକ୍ରନ୍’ ସଂକ୍ରମଣ । ମହାରାଷ୍ଟ୍ର, ଦିଲ୍ଲୀରେ ସର୍ବାଧିକ ମାମଲା

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । କରୋନାର ନୂଆ ପ୍ରଜାତି ଓମିକ୍ରନ୍ ପାଇଁ ସଂକ୍ରମଣ ବଢିବାରେ ଲାଗିଛି । ଦେଶରେ ୨୩ଟି ରାଜ୍ୟକୁ ବ୍ୟାପି ସାରିଲାଣି ଓମିକ୍ରନ୍ । ଆଉ ଶନିବାର ସୁଦ୍ଧା ମୋଟ ୧୪୩୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମେଟ୍ରୋ ସିଟି…

ଜମ୍ମୁକଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନର ସୀମା

କନକ ବ୍ୟୁରୋ : ଆଜି ଜମ୍ମୁକଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନର ସୀମା ବୋଲି କୁହାଯାଉଛି | ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଜମ୍ମୁକଶ୍ମୀରରେ ଆଜି ସନ୍ଧ୍ୟା ୬:୪୫ରେ ଏହି କମ୍ପନ ଅନୁଭୂତ ହୋଇଥିଲା ।…

ନୂଆବର୍ଷରେ ଦେବଦର୍ଶନ ପାଇଁ ପ୍ରବଳ ଭିଡ । କଟକଣା ସତ୍ତ୍ୱେ ମନ୍ଦିରରେ ଦେଖିବାକୁ ମିଳିଲା ଗହଳି ।

କନକ ବ୍ୟୁରୋ: ନୂଆବର୍ଷର ନୂଆ ସକାଳ, ପ୍ରଥମ ସୂର୍ଯ୍ୟୋଦୟ ଏବଂ ଠାକୁରଙ୍କ ଦର୍ଶନ ପାଇଁ ଗହଳି ଦେଖିବାକୁ ମିଳିଛି । ଭିଡକୁ ଏଡାଇବା ପାଇଁ କଟକଣା ରହିଛି । ହେଲେ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ପତିତପାବନଙ୍କ ଦର୍ଶନ କରିଛନ୍ତି । ସମାନ ଦୃଶ୍ୟ ମା’ ସମଲେଶ୍ୱରୀ ମନ୍ଦିର ଆଗରେ ମଧ୍ୟ ରହିଛି । କଟକଣା…