Daily Archives

January 26, 2022

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁ, ଦଳରେ ସ୍ଥାନ ପାଇଲେ…

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତଙ୍କ ନେତୃତ୍ୱରେ ବିସିସିଆଇ ଆଜି ଉଭୟ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ୧୮ ଜଣିଆ ଲେଖାଏଁ ଦଳ ଘୋଷଣା କରିଛି । ତେବେ ଉଭୟ ଦଳରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି ।…

ପଦ୍ମ ସମ୍ମାନ ନେବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଜୀ । ପୂର୍ବରୁ ସୂଚନା…

କନକ ବ୍ୟୁରୋ: ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଦଦେବ ଭଟ୍ଟାଚାର୍ଜୀ । । କେନ୍ଦ୍ର ସରକାର ମଙ୍ଗଳବାର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ । ଯେଉଁଥିରେ ବୁଦ୍ଦଦେବ ଭଟ୍ଟାଚାର୍ଜୀଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ…

ତେଲକୁ ନେଇ ରାଜନୀତି! ଅଢେଇ ମାସ ଧରି ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଦର

କନକ ବ୍ୟୁରୋ: ଦେଶରେ ବଢୁଥିବା ପେଟ୍ରୋଲ, ଡିଜେଲ ଦରକୁ ନେଇ ଅନେକ ପ୍ରତିବାଦ ଦେଖିବାକୁ ମିଳେ । ହେଲେ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗତ ୮୩ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିନାହିଁ । ଗତବର୍ଷ ମୋଦୀ ସରକାର ପେଟ୍ରୋଲ, ଡିଜେଲ୍ ଉପରେ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ…

ଗ୍ରାହକଙ୍କ ଉପରେ ଦାଉ ସାଧୁଛି ବାହୁବଳୀ ବିଲଡର । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଘର ନଦେଇ କେସର ଜାଲରେ ଛନ୍ଦି ଚାଲିଛି…

କନକ ବ୍ୟୁରୋ : ରାଜଧାନୀର ରସୁଲଗଡ ଅଞ୍ଚଳରେ ଆପାର୍ଟମେଣ୍ଟ କିଣି ଫସିଯାଇଛନ୍ତି ଗ୍ରାହକ । ବିଲଡର ଜଣକ କେସ୍ ପରେ କେସ୍ କରି ଚାଲିଛି । ଆଉ ଏପଟେ ଅସହାୟ ଗ୍ରାହକ କିଛି କରିପାରୁନାହାନ୍ତି । ବର୍ଷ ବର୍ଷ ଧରି କେବଳ ଘର ପାଇବାକୁ ଅପେକ୍ଷା କରିଛନ୍ତି । ଗତ ବର୍ଷ ଜାନୁୟାରୀରେ କୋର୍ଟ କହିଥିଲେ,…

ହ୍ରାସ ପାଇବ କରୋନା ଟିକା ଦର । ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଦର ୨୭୫ଟଙ୍କାକୁ କମାଇଛନ୍ତି କେନ୍ଦ୍ର ସରକାରଙ୍କ…

କନକ ବ୍ୟୁରୋ: ଖୁବ ଶୀଘ୍ର କମିପାରେ କରୋନା ଟିକାର ଦାମ । କୋଭିଡ ଭ୍ୟାକ୍ସିନ ଡୋଜ ପିଛା ୨୭୫ ଟଙ୍କାକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ରେଗୁଲାର ମାର୍କେଟ ଆପ୍ରୁଭାଲ ପରେ ଏହି ରେଟ କମିବ ବୋଲି କୁହାଯାଉଛି । ନ୍ୟାସନାଲ ଫାର୍ମସୁଟିକାଲ ପ୍ରାଇସିଂ ଅଥୋରିଟି ଏ ଦିଗରେ କାମ କରିବାକୁ…

ସଫଳତା ପଥରେ ନୂଆ ପ୍ରୟାସ: ପୁରସ୍କୃତ ହେଲେ ୧୫ କୁନି ପ୍ରତିଭା। ଘୋଷଣା ହେଲା ଛାତ୍ରବୃତ୍ତି।

କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ସଫଳତା ଗୋଟେଇ ଚାଲିଛି ନୂଆ ପ୍ରୟାସ। ଗତବର୍ଷ ଆରମ୍ଭ ହୋଇଥିବା ନୂଆ ପ୍ରୟାସର ନୂଆ ଅଭିଯାନ ୨ୟ ବର୍ଷରେ ପାଦ ଦେଇଛି। ଗତବର୍ଷ ପରି ଏବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସରେ ୧୫ ନୂଆ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି। ଆଜି ଶିଙ୍ଗାଖୁଣ୍ଟାରେ ଆୟୋଜିତ ହୋଇଛି…