Daily Archives

January 17, 2022

ବର୍ଷାରେ ଭିଜି କଳାପଡିଲା କପା, ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ଅଦିନିଆ ବର୍ଷାରେ ଅମଳ ଫସଲରେ ଲାଗିଲା ପୋକ ।

କନକ ବ୍ୟୁରୋ : ଦୁଃଖ ଦେଇଗଲା ଅଦିନିଆ ବର୍ଷା । ଧାନ ବର୍ଷା ପାଣିରେ ଭିଜି ଗଜା ହବାକୁ ବସିଥିବା ବେଳେ, ତୋଳା ହୋଇନଥିବା କପା ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀ କୂଳ ଏବେ ଚିନ୍ତାରେ ପଡିଛନ୍ତି । ବର୍ଷାରେ ଭିଜି କଳା ପଡିଲା କପା । ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ଝାଳ…

ଦକ୍ଷତା ବିକାଶ ପ୍ରତିଯୋଗିତାରେ କୀର୍ତ୍ତିମାନ ସ୍ଥାପନ କଲା ଓଡ଼ିଶା । ଇଣ୍ଡିଆ ସ୍କିଲ୍ ୨୦୨୨ ପ୍ରତିଯୋଗିତାରେ ମିଳିଲା…

କନକ ବ୍ୟୁରୋ : ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରି ଓଡ଼ିଶା ଫେରିଛନ୍ତି ଦକ୍ଷ ପ୍ରତିଯୋଗୀ । ନିକଟରେ ଶେଷ ହୋଇଥିବା ଇଣ୍ଡିଆ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି । ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ସ୍କିଲ୍ ୨୦୨୨…

ଦେଶରେ ଟିକାକରଣକୁ ପୂରିଛି ଏକ ବର୍ଷ: ପଢନ୍ତୁ କାହାକୁ ଦିଆଗଲାଣି କେତେ ଟିକା?

କନକ ବ୍ୟୁରୋ: ଦେଶରେ ଟିକାକରଣକୁ ପୂରିଛି ଏକ ବର୍ଷ । ୨୦୨୧ ଜାନୁଆରୀ ୧୬ ତାରିଖରୁ ଦେଶରେ ପ୍ରଥମ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ର୍ଥମେ ସ୍ୱାସ୍ଥ୍ୟକର୍ମୀ, ପରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବାବେଳେ ପରେ ବରିଷ୍ଠ ନାଗରିକ ଓ ପରବର୍ତୀ ପର୍ଯ୍ୟାୟ ବିଭିନ୍ନ ବୟସବର୍ଗର…

ଓମିକ୍ରନ ପାଇଁ ଆସିପାରେ ସ୍ୱତନ୍ତ୍ର ଟିକା: ନିର୍ମାଣ କରୁଛି ପୁନେର ଜେନୋଭା ବାୟୋଫାର୍ମାସିଟ୍ୟୁକାଲ କମ୍ପାନୀ

କନକ ବ୍ୟୁରୋ: ଓମିକ୍ରନ ଉପରେ ବିଜୟ ଲାଭ କରିବ ନୂଆ ଭ୍ୟାକସିନ । ପୁଣେର ଜେନୋଭା ବାୟୋଫାର୍ମାସିଟ୍ୟୁକାଲ କମ୍ପାନୀ ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଭ୍ୟାକସିନ ପ୍ରସ୍ତୁତ କରିଛି ।ଏନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଛି । ଓମିକ୍ରନ ବିରୋଧୀ ଲଢେଇରେ ବ୍ୟବହାର ଉଦ୍ଦେଶ୍ୟରେ ଖୁବ ଶିଘ୍ର…

ଆଇଇଆଇଟି ମାଡ୍ରାସର ନୂଆ ଆକଳନ: ଦେଶରେ ଖସୁଛି ଆର ଭାଲ୍ୟୁ, ୱାସିଂଟନର ବୈଜ୍ଞାନିକଙ୍କ ମତରେ ଶୀଘ୍ର ସରିବ ମହାମାରୀ 

କନକ ବ୍ୟୁରୋ: କ୍ରମାଗତ ହ୍ରାସ ପାଉଛି ଦେଶର ଆର ଭାଲ୍ୟୁ । ଜାନୁଆରୀ ୭ରୁ ୧୩ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ଦେଶର ଆର ଭାଲ୍ୟୁ ୨.୨କୁ ଖସିଆସିଛି । ଅର୍ଥାତ ଜଣେ କରୋନା ଆକ୍ରାନ୍ତ ୨ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାକୁ ସକ୍ଷମ । ଆର ଭାଲ୍ୟୁ କମିବା ଏକ ଭଲ ସୂଚନା । କାରଣ ଦେଶର ଆର…