Monthly Archives

March 2024

କାରିଗରଙ୍କୁ ରୋଜଗାର ଦେଉଛି ହସ୍ତଶିଳ୍ପ ପ୍ରଦର୍ଶନୀ: ଗ୍ରାହକଙ୍କୁ ଆକୃଷ୍ଟ କରୁଛି କାରିଗରଙ୍କ ହାତ ତିଆରି ସାମଗ୍ରୀ

କନକ ବ୍ୟୁରୋ: ହସ୍ତଶୀଳ୍ପ ପ୍ରଦର୍ଶନୀ ଦେଉଛି କାରିଗରଙ୍କୁ ରୋଜଗାର । କାରିଗରଙ୍କ ହାତ ତିଆରି ସାମଗ୍ରୀର ଚାହିଦା ବଢିବା ସହ ଲାଗିଛି ଲୋକଙ୍କ ଗହଳି ।ରାଜ୍ୟର ଚଉଦଟି ଜିଲ୍ଳାରୁ ଭାଗନେଇଛନ୍ତି ଅଶୀ ଜଣ ହସ୍ତଶିଳ୍ପ କାରିଗର । ଯାଜପୁର ଜିଲ୍ଳା ଛତିଆଠାରେ ରାଜଦୋଳ ମେଲଣ କମିଟି ଓ ଜିଲ୍ଳା…

ବ୍ୟବସାୟର ମାଧ୍ୟମ ପାଲଟିଛି ମୁଢ଼ି ଓ ଚାଉଳ ଭଜା: ଭୋଗରାଇ ବ୍ଲକ ଜାମ୍ବଡ଼ା ଅଂଚଳର ୨୨ ଜଣ ମହିଳା ହେଉଛନ୍ତି ଲାଭବାନ

କନକ ବ୍ୟୁରୋ: ରୋଜଗାରର ମାଧ୍ୟମ ପାଲଟିଛି ମୁଢ଼ି ଓ ଚାଉଳ ଭଜା । ବାଲେଶ୍ୱର ଅଂଚଳରେ ମୁଢ଼ି ଏକ ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ମହିଳା ମାନେ ଏହାକୁ ସମ୍ପୂଣ୍ଣ ଦେଶୀ ଷ୍ଟାଇଲରେ ପ୍ରସ୍ତୁତ କରୁଛନ୍ତି । ନିଜେ ମୁଢ଼ି ଭାଜି ଏହାକୁ ପ୍ୟାକେଜିଂ କରୁଛନ୍ତି । ସ୍ୱାଦିଷ୍ଟ ଚାଉଳ ଭଜା ତିଆରି କରି ତାକୁ…

ଦୁଇ ବନ୍ଧୁଙ୍କ ପନିର ବ୍ୟବସାୟ । ଇଞ୍ଜିନିୟରିଂ ଚାକିରି ଛାଡ଼ି ନିଜ ଗାଁରେ ପନିର କାରଖାନା କରିଛନ୍ତି ଜଳେଶ୍ୱରର ସଞ୍ଜୟ…

କନକ ବ୍ୟୁରୋ: ଦୁଇ ବନ୍ଧୁଙ୍କ ପନିର ବ୍ୟବସାୟ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନସିପାଲଟି ଅନ୍ତର୍ଗତ ନହଞ୍ଜରା ଗାଁର ସଞ୍ଜୟ କୁମାର ବ୍ରହ୍ମ ଏବଂ ନୂଆ ବଜାରର କେଶବ କୁମାର ଦେ ଦୁଇ ବନ୍ଧୁ । ଭୁବନେଶ୍ୱରରେ ଇଞ୍ଜିନିୟରିଂ ଏବଂ ଏମବିଏ କରିବା ପରେ ଉଭୟ ଇଞ୍ଜିନିୟର ଭାବରେ ଚାକିରି କରିଥିଲେ ।…

ଚର୍ଚ୍ଚାରେ ଦାଦା-ପୁତୁରାଙ୍କ ତରଭୁଜ ଚାଷ । ୩ ଏକରରୁ ଅଧିକ ଜମିରେ ଲଗାଇଛନ୍ତି ତରଭୁଜ । ଓଡିଶା ବଜାର ସମେତ ପଡୋଶୀ…

କନକ ବ୍ୟୁରୋ: ରାଜ୍ୟରେ ପାରଦ ଏବେ ଉପର ମୁହାଁ । ଆଉ ଡହ ଡହ ଖରାରେ ଶୋଷ ଟିକିଏ ମେଣ୍ଟାଇବା ପାଇଁ ତରଭୁଜ ଖାଇବାକୁ କିଏ ବା ଭଲ ନପାଏ । ମାଲକାନଗିରି ଜିଲ୍ଲାର ସୁଆଦିଆ ତରଭୁଜର ଚାହିଦା ଏବେ ରାଜ୍ୟ ସମେତ ପଡୋଶୀ ରାଜ୍ୟରେ ରହିଛି । ମାଲକାନଗିରି ଏମଭି ୩୨ ଗାଁର ବିଜୟ ମଜୁମଦାର ଓ ଜୟନ୍ତ…

ତୁଳସୀ ଚାଷ ଦେଇଛି ପରିଚୟ: ବନ ବିଭାଗରେ କାମ କରି ଅବସର ପରେ ଏହି ଚାଷ ଆପଣାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଲ ଗାଁର…

କନକ ବ୍ୟୁରୋ: ତୁଳସୀଚାଷ । ଶୁଣିଲେ ଅଡୁଆ ଲାଗୁଥିଲେ ମଧ୍ୟ ଏହା ସତ । ସାଧାରଣ ସ୍ଥାନରେ ତୁଳସୀ ଗଛ ଲାଗିଥିଲେ ମଧ୍ୟ ଆମ ନଜର ପଡେନି । କିନ୍ତୁ ଏହି ଚାଷ କରି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ…

ନୀଳଗିରିରେ ରୋଚକ ରାଜନୀତି: କିଏ ହେବେ ବିଧାନସଭା ପ୍ରାର୍ଥୀ?

କନକ ବ୍ୟୁରୋ: ନୀଳଗିରି ରାଜନୀତି ରୋଚକ ହେବାରେ ଲାଗିଛି । ଗୋଟିଏ ପଟେ ବିଜେପି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବିଧାୟକ ସୁକାନ୍ତ ନାୟକ, ଅନ୍ୟପଟେ ନୀଳଗିରିରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଟିକେଟ ଆଶାୟୀ, ସନ୍ତୋଷ ଖଟୁଆ । ନୀଳଗିରିର ଦୁଇ ନେତା ବିଧାୟକ ସୁକାନ୍ତ କୁମାର ନାୟକ ଓ ସନ୍ତୋଷ…