Daily Archives

January 29, 2022

ଚିତ୍ର ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ନିଆରା କଳାକୃତି: ପେନ ଷ୍ଟୋର୍କରେ ତିଆରି କଲେ ବୁଦ୍ଧଙ୍କ ବିଶାଳ ଚିତ୍ର

କନକ ବ୍ୟୁରୋ: ପେନ ଷ୍ଟୋର୍କରେ ବୃଦ୍ଧଙ୍କ ବିଶାଳ ଚିତ୍ର । ଏଭଳି ଏକ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ଏହି ଚିତ୍ରର ଲମ୍ବ ୨୦ ଫୁଟ ରହିଥିବା ବେଳେ ଉଚ୍ଚତା ୮ ଫୁଟ ରହିଛି । ଓଡିଶାର ବୌଦ୍ଧ କିର୍ତ୍ତୀକୁ ନି ଜ ପେନ ଷ୍ଟୋର୍କ ମାଧ୍ୟମରେ ଦର୍ଶାଇଛନ୍ତି ଗଜେନ୍ଦ୍ର ସାହୁ । ଏହି…

ମାରିଟାଲ୍ ରେପ୍ ବା ବୈବାହିକ ବଳାତ୍କାର ହେବ କି ଅପରାଧ ପର୍ଯ୍ୟାୟଭୁକ୍ତ ? ଦିଲ୍ଲୀ ହାଇକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର…

କନକ ବ୍ୟୁରୋ : ପତ୍ନୀଙ୍କ ସହ ବଳପୂର୍ବକ ଶାରିରୀକ ସମ୍ପର୍କକୁ ସବୁୁବେଳେ ଦୁଷ୍କର୍ମ ଆଖ୍ୟା ଦିଆଯାଇ ପାରିବନି । ଦିଲ୍ଲୀ ହାଇକୋର୍ଟରେ ଏହା କହିଛନ୍ତି କେନ୍ଦ୍ର ସରକାର । ମାରିଟାଲ୍ ରେପ୍ ବା ବୈବାହିକ ବଳାତ୍କାର ଅଭିଯୋଗ ହେଲେ ସ୍ୱାମୀ ବିରୋଧରେ ସ୍ତ୍ରୀ ଦୁଷ୍କର୍ମ ମାମଲା ଦାୟର କରିପାରିବେ କି…

ପଞ୍ଚାୟତ ପ୍ରଚାରରେ ରୋଚକ ଦୃଶ୍ୟ । ଗାଁରୁ ମାଙ୍କଡ ହଟାଇବା ସାଜିଲା ପ୍ରମୁଖ ପ୍ରସଙ୍ଗ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ…

କନକ ବ୍ୟୁରୋ : ବିବାଦୀୟ କୋଟିଆ ପଞ୍ଚାୟତରେ ମିଳିତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତ ରାଜନୈତିକ ଦଳ । ମିଳିତ ଭାବରେ ଦିଆଯାଇଥିବା ପ୍ରାର୍ଥୀ ମମତା ଜାନୀ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ସହ ମୁହାଁମୁହିଁ ହେବେ । ତେଣୁ ମମତାଙ୍କ ପାଇଁ ମିଳିତ ଭାବରେ…

ଦେଶରେ କମୁଛି କରୋନା ସଂକ୍ରମଣ: କର୍ଣ୍ଣାଟକରେ କୋହଳ ହେଲା କଟକଣା 

କନକ ବ୍ୟୁରୋ: ଦେଶରେ ଧିରେ ଧିରେ କମ୍ ହେବାରେ ଲାଗିଛି କରୋନା ସଂକ୍ରମଣ । ଶୁକ୍ରବାର ଦେଶରେ ୨ଲକ୍ଷ ୩୫ ହଜାର ୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ କମ୍ ହେଉଥିବାରୁ କର୍ଣ୍ଣାଟକରେ ନାଇଟ୍ କର୍ଫ୍ୟୁ ହଟାଇବାକୁ ନିଷ୍ପତି ନିଆଯାଇଛି । ଦେଶରେ କରୋନା ସଂକ୍ରମଣ କମ୍…

ପାଖେଇ ଆସୁଛି ନିର୍ବାଚନ ତାରିଖ, ଉତରପ୍ରଦେଶର ରାଜନୀତି ହେଉଛି ଉଷ୍ମ

କନକ ବ୍ୟୁରୋ: ୟୁପିରେ ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତରେ ମଧ୍ୟ ସେତିକି ତାତି ଦେଖିବାକୁ ମିଳିଛି । ୟୁପି ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଜୋରଦାର ପ୍ରଚାର କରୁଛନ୍ତି । ସେପଟେ ନିର୍ବାଚନ ପୁର୍ବରୁ ଅପରାଧୀକ ରେକର୍ଡ ଥିବା ଅପରାଧୀଙ୍କୁ ସାବଧାନ କରୁଛି ୟୁପି…