Monthly Archives

May 2024

ଗୌତମ ଲଗାଇଲେ ଗମ୍ଭୀର ଆରୋପ । ପାଦ ନ ଛୁଇଁବାରୁ ଚୟନ କଲେନି ସିଲେକ୍ଟର

କନକ ବ୍ୟୁରୋ: ପୂର୍ବତନ ଭାରତୀୟ ଓପନରଙ୍କ ଗୌତମ ଗମ୍ଭୀରଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା । ନିଜ କ୍ରିକେଟ କ୍ୟାରିୟର ଜୀବନରେ ଘଟିଥିବା ଅନୁଭୂତି ବାଣ୍ଟିଛନ୍ତି ଗମ୍ଭୀର । ବିସିସିଆଇର ଚୟନ କମିଟି ଉପରେ ଲଗାଇଲେ ଗମ୍ଭୀର ଅଭିଯୋଗ । କହିଲେ, ପାଦ ଛୁଇଁନଥିଲେ ବୋଲି ତାଙ୍କୁ ମିଳିନଥିଲା କ୍ରିକେଟ୍…

ରହସ୍ୟଘେରରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ଉଠୁଛି ପ୍ରଶ୍ନ । ସହେନ୍ଦରେ ସୁପ୍ରିମ ଲିଡରଙ୍କ ପୁଅ…

କନକ ବ୍ୟୁରୋ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହଠାତ ମୃତ୍ୟୁ ଘଟଣା ଅନେକ ପ୍ରଶ୍ନ ଉଠାଇଛି । କେମିତି ହେଲା ଦୁର୍ଘଟଣା? ପ୍ରକୃତରେ ଏହା ଏକ ଦୁର୍ଘଟଣା ଥିଲା ନା ହତ୍ୟା? ରଇସିଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସବୁଠୁ ଅଧିକ ଫାଇଦା? କାହା ହାତକୁ ଆସିବ ସମଗ୍ର ଇରାନ? କ୍ଷମତା ପାଇଁ ଏହା…

ପୁଣେ ହିଟ ଆଣ୍ଡ ରନ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଅପରାଧ ଘଟାଇବା ପରେ ନାବାଳକ ଅଭିଯୁକ୍ତଙ୍କୁ ଥାନାରେ ଦିଆଯାଇଥିଲା…

କନକ ବ୍ୟୁରୋ: ସୋମବାର ପୁଣେକୁ ଥରହର କରିଥିଲା ଭୟାବହ ହିଟ୍ ଆଣ୍ଡ ରନ ମାମଲା । ନାବାଳକ ଅଭିଯୁକ୍ତର କାର ଧକ୍କାରେ ଚାଲିଯାଇଛି ଦୁଇଜଣଙ୍କ ଜୀବନ । ତେବେ ଅଭିଯୁକ୍ତକୁ ଥାନାରେ ଅଣାଯିବା ପରେ ବର୍ଗର, ପିଜା, ବିରିୟାନୀ ଦିଆଯିବା ଘଟଣା ଏବେ ଚର୍ଚ୍ଚାରେ ସାଉଁଟିଛି । ମହାରାଷ୍ଟ୍ର ପୁଲିସ ଉପରେ…

ଆପକୁ ବିଦେଶୀ ପାଣ୍ଠି ଅଡୁଆ: ଖଲିସ୍ତାନୀ ଆତଙ୍କୀ ସଂଗଠନଠୁ ପାଣ୍ଠି ନେଇଥିବା ଅଭିଯୋଗ

କନକ ବ୍ୟୁରୋ: ଆପର ପିଛା ଛାଡୁନି ବିବାଦ । ବିଦେଶୀ ପାଣ୍ଠି ଅଭିଯୋଗରେ ଫସିବା ପରେ ଦଳ ଏହା ପଛରେ ବିଜେପିର ହାତ ଥିବା କହିଛି । ସେପଟେ କଂଗ୍ରେସ ମଧ୍ୟ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି । ଖଲିସ୍ତାନି ସଂଗଂନ ଶିଖ ଫର ଜଷ୍ଟିସଠୁ ଆମ ଆଦମୀ ପାର୍ଟି ଚାନ୍ଦା ନେଉଥିବା ନିକଟରେ…

ଦଳୀୟ ନେତାଙ୍କ ବିରୋଧରେ ବିଜେପିର କଡ଼ା ଆଭିମୁଖ୍ୟ: ଭୋଟ ନଦେବାରୁ ବରିଷ୍ଠ ନେତା ଜୟନ୍ତ ସିହ୍ନାଙ୍କୁ ନୋଟିସ

କନକ ବ୍ୟୁରୋ: ଭୋଟ ନଦେବାରୁ ମିଳିଲା କାରଣ ଦର୍ଶାଅ ନୋଟିସ । ଦିଲ୍ଲୀ ହଜାରିବାଗ ବିଜେପି ଲୋକସଭା ସଦସ୍ୟ ପୂର୍ବତନ ଅର୍ଥରାଷ୍ଟ୍ରମନ୍ତ୍ରୀଙ୍କୁ କୈଫତ ତଲବ କରିଛି । ଦୁଇଦିନ ମଧ୍ୟରେ ଜବାବ ଦେବାକୁ ନୋଟିସରେ କୁହାଯାଇଛି । ଝାଡ଼ଖଣ୍ଡ ପ୍ରଦେଶ ବିଜେପି ପକ୍ଷରୁ ନୋଟିସ ଜାରି କରି କୁହାଯାଇଛି,…

ଟିପ୍ପଣୀ ପାଇଁ ପୁଣି ଅଡୁଆରେ ରାହୁଲ ଗାନ୍ଧୀ: କଂଗ୍ରେସ ସାଂସଦଙ୍କୁ ରାଚିଂ କୋର୍ଟଙ୍କ ସମନ, ଜନସଭାରେ ଗୃହମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ବଢିଲା କଂଗ୍ରେସ ସାଂସଦ ରାହୁଲ ଗନ୍ଧୀଙ୍କ ଅଡୁଆ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କୁ ମିଳିଛି ଜେରା ପାଇଁ ସମନ । ରାଂଚି ଏମପି-ଏମଏଲଏ କୋର୍ଟ ରାହୁଲଙ୍କୁ ଏହି ସମନ ଜାରି କରି ଜୁନ ୪ ପରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି…