ନବଙ୍କୁ ଝୁରୁଛି ଝାରସୁଗୁଡା: ନବ ଥିଲେ ଲୋକଙ୍କ ନେତା, ଲୁହର ବିଦାୟ ଦେଲେ ଜନତା…
କନକ ବ୍ୟୁରୋ: ଲୋକପ୍ରିୟ ନେତାଙ୍କ ପାଇଁ ଲୋକାରଣ୍ୟ ରାସ୍ତାଘାଟ । ଜନନେତାଙ୍କ ପାଇଁ ଜନସମୁଦ୍ର ନଦୀକୂଳ । ଆଖି ଯୁଆଡେ ଯୁଆଡେ ଯାଉଛି ସେଠି ମାଳମାଳ ମଣିଷ । ହୃଦୟର ନେତାଙ୍କୁ ଶେଷଥର ପାଇଁ ଟିକେ ଦେଖିବାକୁ ହଜାର ହଜାର ଜନତାଙ୍କ ଭିଡ । ଜଣେ ନେତା କେବଳ ରକ୍ତ ମାଂସ ଶରୀରରେ ଗଢା ମଣିଷ…