Daily Archives

January 15, 2022

ଘୁଞ୍ଚିବନି ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା । କୋଭିଡ୍ କଟକଣାରେ ୨୦ରୁ ହେବ ପରୀକ୍ଷା ।

କନକ ବ୍ୟୁରୋ : ଘୁଞ୍ଚିବନି ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା । କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପରୀକ୍ଷା । କୋଭିଡ ଗାଇଡଲାଇନ୍ ପାଳନ କରି ପରୀକ୍ଷା କରାଇବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଓଡି଼ଶା ଲୋକସେବା…

ନାଳନ୍ଦାରେ ଅନ୍ତର୍ଜାତୀୟ ସ୍ତରର ସିସ୍ ଫାୟାର କମ୍ପାନୀର କ୍ୟାମ୍ପସ ଚୟନ ।

କନକ ବ୍ୟୁରୋ : ଗତ ଦୁଇଦିନ ଧରି ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଅନ୍ତର୍ଜାତୀୟ ସ୍ତରର ସିସ୍ ଫାୟାର କମ୍ପାନୀ କ୍ୟାମ୍ପସ ଚୟନ ଆରମ୍ଭ କରିଥିଲା । କମ୍ପାନୀର ସେଲସ ଏବଂ ଅନଭେନସନର ସଭାପତି ଦିଲ୍ଲୀପ ଭଗୱାନୀଙ୍କ ନେତୃତ୍ୱରେ ହୋଇଥିଲା ଚୟନ ପ୍ରକ୍ରିୟା । ଏହି କ୍ୟାମ୍ପସ ଚୟନ…

କରୋନା ଯୋଗୁଁ କଲବଲ ହେଉଛି ଆମେରିକା । ବଢୁଛି ସଂକ୍ରମଣ,ଡାକ୍ତରଖାନାରେ ମିଳୁନି ବେଡ୍ । ସେପଟେ ଆଫ୍ରିକାରୁ ଆସିଲା…

କନକ ବ୍ୟୁରୋ: ପ୍ରତିଦିନ ୮ରୁ ୯ ଲକ୍ଷ ନୂଆ କରୋନା ମାମଲା ସାଙ୍ଗକୁ ଅଢେଇ ହଜାରରୁ ଅଧିକ ମୃତ୍ୟୁ । ଆମେରିକାରେ ଓମିକ୍ରନ ଭୂତାଣୁ ଯୋଗୁଁ କରୋନା ସଂକ୍ରମଣର ବିସ୍ଫୋରଣ ଲାଗିରହିଛି । ଡେଲ୍ଟା ଭଳି ଓମିକ୍ରନ୍ ଭୟାବହ ହେବନାହିଁ ଏବଂ ଅଧିକ ଲୋକ ଗୁରୁତର ହେବେ ନାହିଁ ବୋଲି ଆକଳନ କରାଯାଉଥିଲା ।…

ଦିଲ୍ଲୀରେ ବେକାବୁ ଓମିକ୍ରନ । ଗୋଷ୍ଠୀ ସଂକ୍ରମଣର ମିଳିଲା ପ୍ରମାଣ

କନକ ବ୍ୟୁରୋ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚାରିଆଡେ ନିଜର କାୟା ମେଲାଇଛି । ଏହା ଭିତରେ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଖବର । ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ…

ପଶ୍ଚିମବଙ୍ଗରେ ଘୁଞ୍ଚିଲା ପୌର ନିର୍ବାଚନ । ଜାନୁଆରୀ ୨୨ ପରିବର୍ତ୍ତେ ଫେବ୍ରୁଆରୀ ୧୨ରେ କରିବାକୁ ନିଷ୍ପତ୍ତି ।

କନକ ବ୍ୟୁରୋ : ଘୁଞ୍ଚିଲା ପଶ୍ଚିମବଙ୍ଗ ପୌରପାଳିକା ନିର୍ବାଚନ । ଜାନୁଆରୀ ୨୨ ତାରିଖରେ ରାଜ୍ୟର ୪ଟି ପୌର ପାଳିକାରେ ନିର୍ବାଚନ ହୋଇଥାନ୍ତା । କିନ୍ତୁ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ନିର୍ବାଚନ କମିଶନ ନିର୍ବାଚନ ତାରିଖ ତିନି ସପ୍ତାହ ଘୁଞ୍ଚାଇ ଦେଇଛନ୍ତି ।…

ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ମନା କଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ । ପଢନ୍ତୁ, କଣ କହିଲେ?

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମେଣ୍ଟ କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଏବେ ଫାଟ ଦେଖା ଦେଇଛି । ଶନିବାର ସାମ୍ବାଦିକ ସମ୍ମିଳନୀ କରି ନିଜ କଥା ରଖିବା ସହ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର…