Daily Archives

January 9, 2022

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ । ଟୁଇଟ୍ କରି ନିଜେ ଦେଲେ ସୂଚନା…

କନକ ବ୍ୟୁରୋ : ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ମନ୍ତ୍ରୀ ରଘୁନନ୍ଦନ ଦାସ୍‌ ଟୁଇଟ୍‌ କରି ସୂଚନା ଦେଇ କହିଛନ୍ତି, ମୁଁ ଆଜି ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି। ମୋ ସଂସ୍ପର୍ଶରେ…

ପଞ୍ଚାୟତ ନିର୍ବାଚନ ନେଇ କାଲି ହୋଇପାରେ ଚୂଡାନ୍ତ ନିଷ୍ପତ୍ତି । ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ

କନକ ବ୍ୟୁରୋ: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ନଜର ରାଜ୍ୟର ପଞ୍ଚାୟତ ନିର୍ବାଚନ ଉପରେ । ନିର୍ବାଚନ ହେବ ନା ଘୁଞ୍ଚିିବ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସାରା ରାଜ୍ୟର ନଜର ରହିଛି । ଏହାରି ଭିତରେ ଆସନ୍ତାକାଲି ନିର୍ବାଚନ କମିଶନ…

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ପଢନ୍ତୁ, ବୈଠକରେ କଣ କହିଲେ ମୋଦୀ?

କନକ ବ୍ୟୁରୋ : ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ୧୫-୧୮ବର୍ଷ ବୟସ୍କଙ୍କୁ…

ରାଜଧାନୀ ପାରମ୍ପାରିକ ପିଠା ଷ୍ଟଲରେ ଜମୁଛି ଭିଡ଼: ଫାଷ୍ଟଫୁଡ଼ ଜମାନାରେ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି ଯୁବ ବ୍ୟବସାୟୀ…

କନକ ବ୍ୟୁରୋ: ସାଧାରଣତଃ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ପିଠା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ଉପଯୋଗୀ । କିନ୍ତୁ ବର୍ତମାନ ସମୟ ପିଜା, ବରଗର, କେକ୍ ଭିତରେ ଲୁଚି ଯାଉଛି ଏହି ପାରମ୍ପାରିକ ଖାଦ୍ୟ । ବଜାର ଘାଟ ଯେଉଁଠି ଦେଖିବ କେବଳ ଫାଷ୍ଟ ଫୁଡ଼ ଷ୍ଟଲ ଦେଖିବାକୁ…

ଗୃହିଣୀରୁ ସଫଳ ଉଦ୍ୟୋଗପତି: ପରିବାର ଲୋକଙ୍କ ପ୍ରେରଣାରେ ନିଜ ଘରେ ଆରମ୍ଭ କରିଛନ୍ତି ଧୂପକାଠି ବ୍ୟବସାୟ 

କନକ ବ୍ୟୁରୋ: ଗୃହିଣୀରୁ ସଫଳ ଉଦ୍ୟୋଗପତି । ଧୂପକାଠୀ ବ୍ୟବସାୟ ଦେଇଛି ରୋଜଗାର । କିଛି ବର୍ଷ ପୂର୍ବରୁ ଥିଲେ ଜଣେ ସାଧାରଣ ଗୃହିଣୀ  । ଘରେ ବସିବସି ବିରକ୍ତ ଲାଗିବାରୁ କିଛି ଗୋଟେ ଛୋଟମୋଟ ବ୍ୟବସାୟ କରିବାକୁ ମନ ବଳାଇଲେ । ବହୁ ଚିନ୍ତା ପରେ ସ୍ୱାମୀ ଏବଂ ପରିବାର ଲୋକଙ୍କ ପ୍ରେରଣାରେ ନିଜ…

କଳାକାରଙ୍କୁ ରୋଜଗାର ଦେଉଛି ସ୍ଥାପତ୍ୟ କଳା: ମାଟି, ବ୍ରୋଂଚ୍, ସିମେଂଟ ଏବଂ ଫାଇବରରେ ତିଆରି ହେଉଛି ସୁନ୍ଦର ମୂର୍ତ୍ତି

କନକ ବ୍ୟୁରୋ: ସ୍ଥାପତ୍ୟକଳା ଦେଇଛି ରୋଜଗାର । ମାଟି, ବ୍ରୋଂଚ୍ , ସିମେଂଟ ଏବଂ ଫାଇବର୍ରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର ମୁର୍ତି । କଳାକାରଙ୍କ କାରିଗରି ଯାଦୁରେ ନିର୍ଜିବ ମୁର୍ତି ଗୁଡ଼ିକ ସତେ ଯେମିତି ଜୀବନ୍ତ ହୋଇଉଠିଛି । ଏହାକୁ ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନଲୋଭା ମଧ୍ୟ…